fbpx

୪୮ ଘଣ୍ଟା ଭିତରେ ଓଡ଼ିଶାକୁ ଆସୁଛି ବଡ଼ ବାତ୍ୟା! ୨୯ରେ ଅବପାତର ରୂପ ନେବ ସୃଷ୍ଟ ଲଘୁଚାପ 

ନୂଆଦିଲ୍ଲୀ: ପାଣିପାଗ ବିଭାଗ ପକ୍ଷରୁ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି । ଆଗାମୀ ଦିନରେ ଏହା ଏକ ବଡ଼ ବାତ୍ୟାର ରୂପ ନେଇପାରେ । ତେଣୁ ଓଡ଼ିଶାକୁ ପୁଣି ଏକ ବାତ୍ୟା ଭୟ ଗାରିଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା…

ଏହି Appରେ ମାଗଣାରେ ହେବ ମୋବାଇଲ ରିଚାର୍ଜ: GooglePay ରୁ PayTM ସବୁ କାଟୁଛନ୍ତି ଟଙ୍କା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ GooglePay ଏବଂ PayTM ଭାରତର ସବୁଠାରୁ ଲୋକପ୍ରିୟ ପେମେଣ୍ଟ ଆପ୍ ପାଲଟିଛି । କୋଟି କୋଟି ଲୋକ ଏହାକୁ ବିଭିନ୍ନ ପେମେଣ୍ଟ କରିବାରେ ବ୍ୟବହାର କରୁଛନ୍ତି । କିନ୍ତୁ ଉଭୟ କମ୍ପାନୀ…

ଆକାଶରୁ ବୃଷ୍ଟି ହେଲା ‘ମୃତ୍ୟୁ’ର ଭୟଙ୍କର ରୂପ: ବଜ୍ରପାତରେ ୨୦ ଜଣଙ୍କର ମୃତ୍ୟୁ

ଗୁଜୁରାଟ: ଗୁଜୁରାଟରେ ଅଚାନକ ବଦଳିଯାଇଛି ପାଣିପାଗର ରୂପ । ଆକାଶରୁ ହଠାତ୍ ଭୟଙ୍କର ରୂପ ନେଇ ଖସିଛି ବିଜୁଳି । ଏଥିରେ ୨୦ ଜଣ ଲୋକ ପ୍ରାଣ ହରାଇଛନ୍ତି । ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜାଗାରେ ବଜ୍ରପାତ ଅନେକ…

BJDରେ ସାମିଲ ହେଲେ ଭି.କେ. ପାଣ୍ଡିଆନ୍: ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗଦେଲେ ୫ଟି ସଚିବ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରୁ ଆସିଛି ଏକ ବଡ଼ ଖବର । ବିଜୁ ଜନତା ଦଳରେ ଯୋଗେ ଦେଇଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି ପାଣ୍ଡିଆନ୍ ।…

Big Breaking; ବଡ଼ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ! ନବୀନ ନିବାସରେ ବରିଷ୍ଠ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆଜି ନବୀନ ନିବାସ ସମ୍ମୁଖରେ ଲାଗିଛି ବିଜେଡିର ବରିଷ୍ଠ ନେତାଙ୍କ ଭିଡ଼ । ଜଣକ ପରେ ଜଣେ ଦଳର ଅନେକ ନାମୀ ଚେହେରା ନବୀ ନିବାସରେ ଆସି ପହଞ୍ଚିଛନ୍ତି । ଏଠାରେ ଦଳ ତରପରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର…

ନୂଆ ସପ୍ତାହରେ ଏହି ୩ ରାଶିର ଲୋକଙ୍କୁ ମିଳିବ ସଫଳତା: ଧନଲାଭ ହେବାର ସୁଯୋଗ

ନୂଆଦିଲ୍ଲୀ: ନଭେମ୍ବର ମାସର ଆଉ ଏକ ନୂଆ ତଥା ଶେଷ ସପ୍ତାହ ଆରମ୍ଭ ହୋଇଯାଇଛି । ନଭେମ୍ବର ୨୭ ତାରିଖରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ଜ୍ୟୋତିଶ ଶାସ୍ତ୍ର…

ଭାରୀ ଉପକାରୀ ମୁଗ ଡାଲି: ଶରୀରରେ ବ୍ଲଡ ପ୍ରେସରକୁ କରେ ନିୟନ୍ତ୍ରଣ

ନୂଆଦିଲ୍ଲୀ: ମୁଗଡାଲି ପ୍ରାୟତଃ ଘରେ ଏବଂ ବଜାରରେ ସହଜରେ ମିଳିଯାଏ । କିନ୍ତୁ ଜାଣନ୍ତି କି କେତେ ଉପକାରୀ ମୁଗଡାଲି । ଏଥିରେ ଭରପୂର ରହିଛି ଆଣ୍ଟିଅକ୍ସିଡାଣ୍ଟ । ପ୍ରତଦିନ ମୁଗ ଡାଲି ଖାଇବା ଦ୍ୱାରା ବ୍ଲଡ଼ପ୍ରେସର…

ଆଜିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା: ଡିସେମ୍ବର ୪ ପର୍ଯ୍ୟନ୍ତ କଟକରେ ଲାଗିବ ଭିଡ଼

କଟକ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ପ୍ରସିଦ୍ଧ ବାଲିଯାତ୍ରା । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏହି ବାଲିଯାତ୍ରା ଆରମ୍ଭ ହୋଇ ୮ ଦିନ ପର୍ଯ୍ୟନ୍ତ ଲାଗି ରହିବ । ନଭେମ୍ବର ୨୭ ତାରିଖରେ ଆରମ୍ଭ ହେବାକୁ…

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର: ନିଆଁରେ ଲକ୍ଷାଧିକ ଟଙ୍କାର ଜିନିଷ ଧ୍ୱଂସ

ବାଲେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସାରା ଓଡ଼ିଶାରେ ଖୁସିର ମାହୋଲ ଖେଳିଯାଇଛି । କିନ୍ତୁ ବାଲେଶ୍ୱର ସୋର ଅଞ୍ଚଳରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଔପଦା ବ୍ଲକ ଗୁରୁଡ଼ହତା ଗାଁରେ ଭୟଙ୍କର ଅଗ୍ନିକାଣ୍ଡରେ ୩…

ଲମ୍ବା ପାଦ, ପତଳା ଆଙ୍ଗୁଠି ସହ ଚଉଡ଼ା ପଞ୍ଝା… ମିଳିଲା Dinosaurର ସନ୍ଧାନ! ପୃଥିବୀକୁ ଫେରିବ କି ଏହି ପ୍ରଜାତି

ନୂଆଦିଲ୍ଲୀ: ପୃଥିବୀରେ ଆକୃତି ଏବଂ କାର୍ଯ୍ୟଶୈଳୀ ଅନୁସାରେ ସବୁଠାରୁ ଅଲଗା ପ୍ରଜାତି ହେଉଛି ଡାଇନୋସର । ଆକାରରେ ବିଶାଳ ଏବଂ ଖୁବ ଭୟଙ୍କର ରୂପଧାରୀ ଡାଇନୋସର ପ୍ରଜାତି ବହୁ ବର୍ଷରୁ ଲୋପ ପାଇଯାଇଛି । ବ୍ରାଜିଲର…