fbpx

ଚନ୍ଦ୍ରପୃଷ୍ଠରେ ହେଲା ବଡ଼ ଧରଣର ଭୂମିକମ୍ପ! କେମିତି ଅଛନ୍ତି ‘ବିକ୍ରମ ଓ ପ୍ରଜ୍ଞାନ’?

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ଦିନରୁ ଜହ୍ନ ରାଇଜର ଅନେକ ତଥ୍ୟ ଦେଇ ପାରିଛି ଭାରତର ମିଶନ୍ ଚନ୍ଦ୍ରଯାନ-୩ । ଚନ୍ଦ୍ରମାର ଚାରପାଖରେ ବୁଲି ତଥ୍ୟ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି ଲାଣ୍ଡର ବିକ୍ରମ ଏବଂ ରୋଭର…

ହଠାତ୍ ସମୁଦ୍ର ମଝିରେ ବୋଟକୁ ଚଢିଗଲା ସନ୍ଦିଗ୍ଧ ଯୁବକ: ପରିଚୟ ଅସ୍ପଷ୍ଟ

ପାରାଦୀପ: ପାରାଦୀପ ସମୁଦ୍ର ମଝିରେ ହଠାତ୍ ଜଣେ ବ୍ୟକ୍ତିଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ମଝି ସମୁଦ୍ରରେ ବୋଟ୍ ଉପରକୁ ଅଚାନକ ଚଢି ଆସିଛନ୍ତି ଏହି ସନ୍ଦିଗ୍ଧ ଯୁବକ । ତେବେ ଏହି ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ…

କିଏ ହେବେ ବିଧାନସଭାର ନୂଆ ବାଚସ୍ପତି? ଚର୍ଚ୍ଚାରେ ୪ ବରିଷ୍ଠ ନେତା, ୨୧ରେ ହେବ ନିର୍ବାଚନ

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ରାଜ୍ୟରେ ବାଚସ୍ପତି ଆସନ ପାଇଁ ହେବ ନିର୍ବାଚନ । ବିକ୍ରମ ଆରୁଖଙ୍କ ପରେ ଏହି ଆସନରେ କିଏ ବସିବେ, ସେ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ୨୨ ତାରିଖରୁ ବିଧାନସଭାର ମୌସୂମୀ ଅଧିବେସନ…

The ‘X’ Factor; ଏଣିକି ଟ୍ୱିଟରରେ କରିହେବ Audio-Video Call: ଘୋଷଣା କଲେ ଏଲନ୍ ମସ୍କ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ X(ଟ୍ୱିଟର)କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ଏଲନ୍ ମସ୍କ । ଖୁଶୀଘ୍ର ‘X’ ୟୁଜରଙ୍କ ପାଇଁ ଏହି ପ୍ଲାଟଫର୍ମରେ ଏକ ବଡ଼ ଫିଚର ଉପଲବ୍ଧ ହେବାକୁ ଯାଉଛି । X ବା Twitterରେ ଖୁବଶୀଘ୍ର…

କଏଦୀଙ୍କ ଦେହରେ ଲଗାଯିବ GPS System: ଜେଲରୁ ଖସିଲେ ପୋଲିସକୁ ମିଳିବ ସିଗନାଲ

ଭୁବନେଶ୍ୱର: ଏଥର ଜେଲରୁ ଖସିଯିବା କଏଦୀଙ୍କ ପାଇଁ ସମ୍ଭବ ହେବ ନାହିଁ । କାରଣ ଖୁବଶୀଘ୍ର କଏଦୀମାନଙ୍କ ଉପରେ ନଜର ରଖିବା ପାଇଁ ଆସିପାରେ ହାଇଟେକ୍ ଟେକନୋଲୋଜି । ଏଣିକି କଏଦୀଙ୍କ ଦେହରେ ଜିପିଏସ ସିଷ୍ଟମ ଲାଗୁ କରିବା…

କେତେ ଦିନ ଚାଲିବ ଭାରତର ସୌର ମିଶନ୍? ଜାଣନ୍ତୁ Aaditya-L1କୁ ନେଇ ଇସ୍ରୋର ପ୍ଲାନ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ପରୀକ୍ଷଣ ପରେ ଇସ୍ରୋ ବର୍ତ୍ତମାନ ନୂଆ ପ୍ଲାନ ଚଳାଇଛି । ଆସନ୍ତା ୨ ତାରିଖରୁ ସୂର୍ଯ୍ୟରେ ବି ପତାକା ଉତ୍ତୋଳନ କରିବ ଇସ୍ରୋ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଇସ୍ରୋ…

ରାଜ୍ୟକୁ ମିଳିବେ ନୂଆ ବାଚସ୍ପତି: ୨୧ ତାରିଖରେ ହେବ ନିର୍ବାଚନ

ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶାରେ ବାଚସ୍ପତି ପଦ ଫାଙ୍କା ରହିଛି । କିନ୍ତୁ ଖୁବଶୀଘ୍ର ଏହି ଆସନକୁ ମିଳିବେ ନୂଆ ମୁଖିଆ । ଆସନ୍ତା ୨୧ ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବା ନେଇ ଘୋଷଣା କରାଯାଇଛି । ତେଣୁ…

ଭଉଣୀକୁ କରୁଥିଲା ଦୁଷ୍କର୍ମ: ରକ୍ଷାବନ୍ଧନରେ ହିଁ ଭାଇକୁ ହେଲା ୨୦ ବର୍ଷ ଜେଲ୍

କଟକ: ଭାଇ-ଭଉଣୀ ମଧ୍ୟରେ ଏକ ସମ୍ପର୍କ ଏବଂ ସୁରକ୍ଷାର ଡୋରୀ ହେଉଛି ରାକ୍ଷୀ । ଏହି ରକ୍ଷା ବନ୍ଧନରେ ଭଉଣୀକୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତି ଦେବା ସହ ପ୍ରତିଜ୍ଞା କରିଥାଏ ଗୋଟିଏ ଭାଇ । କିନ୍ତୁ ମାଲକାନାଗିରି…

Big Breaking… ବିରୂପା ପରେ ବ୍ରାହ୍ମଣୀରେ କୁମ୍ଭୀର ଆତଙ୍କ: ମଇଁଷି ଚରାଳିଙ୍କୁ ଟାଣିନେଲା କୁମ୍ଭୀର

ରାଜନଗର: ସାରା ରାଜ୍ୟରେ ଏବେ କୁମ୍ଭୀର ଆତଙ୍କ ଖେଳିଯାଇଛି । ବିରୂପା ନଦୀରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେବା ପରେ ଏବେ ସବୁଆଡେ କୁମ୍ଭୀରର ଭୟ ଖେଳିଯାଇଛି । ଏହା ଭିତରେ ଏବେ ଆଉ ଜଣେ ବ୍ୟକ୍ତି କୁମ୍ଭୀରର ଶିକାର…

SSB Recruitment; ୧୦୦୦ରୁ ଅଧିକ ପଦବୀରେ ମିଳିବ ନିଯୁକ୍ତି: ଜାଣନ୍ତୁ ଆବେଦନର ତାରିଖ ଏବଂ ପ୍ରକ୍ରିୟା

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ଭବିଷ୍ୟତ ଗଢିବା ପାଇଁ ଇଚ୍ଛା ରଖୁଥିବା ପ୍ରାର୍ଥିମାନଙ୍କ ପାଇଁ ଆସିଛି ଏକ ଖୁସିର ଖବର । ରାଜ୍ୟ ସିଲେକ୍ସନ ବୋର୍ଡ ପକ୍ଷରୁ ଏକ ବଡ଼ ନିଯୁକ୍ତି ପ୍ରକ୍ରିୟାରେ ୧୦୦୦ରୁ ପଦବୀ ପାଇଁ ଅଧିକ…