ରାହୁଲ ଗାନ୍ଧିଙ୍କୁ ପୁଣି ନୋଟିସ: ସରକାରୀ ବଙ୍ଗଳା ଛାଡିବା ପାଇଁ ନିର୍ଦ୍ଦେଶ ଦେଲା କମିଟି

ନୂଆଦିଲ୍ଲୀ: ଲୋକସଭା ଦ୍ୱାରା ଅଯୋଗ୍ୟ ବୋଲି ଘୋଷଣା ହେବା ପରେ ସଦସ୍ୟତା ହରାଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହାପରେ ରାହୁଲଙ୍କୁ ଆଉ ଏକ ନୋଟିସ ପଠାଇଛି ଲୋକସଭା ଆବାସ ସମିତି । କଂଗ୍ରେସ…

KKRକୁ ମିଳିଲେ ନୂଆ ଅଧିନାୟକ: ଶ୍ରେୟସ ଆୟରଙ୍କ ଜାଗାରେ IPL-୨୦୨୩ରେ ନେବେ ନେତୃତ୍ୱ

ନୂଆଦିଲ୍ଲୀ: ଆହତ ହୋଇ ଆଇପିଏଲ-୨୦୨୩ରୁ ବାଦ୍ ପଡିଛନ୍ତି କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଶ୍ରେୟସ ଆୟର । ତେଣୁ ଶ୍ରେୟସଙ୍କ ସ୍ଥାନରେ ନୂଆ ଅଧିନାୟକ ଦାୟିତ୍ୱ ନେଇଛନ୍ତି ଦଳର ଷ୍ଟାର ଖେଳାଳି । ଚଳିତବର୍ଷ ଶ୍ରେୟସଙ୍କ…

ରାହୁଲ ଗାନ୍ଧିଙ୍କ ପରେ ୧୬ କଂଗ୍ରେସ କର୍ମୀ ସସପେଣ୍ଡ: ଜଣକ ବ୍ୟତୀତ ସମସ୍ତ ବିଧାୟକଙ୍କୁ ନିଲମ୍ବନ

ନୂଆଦିଲ୍ଲୀ: ଜେଲ ଦାଣ୍ଡାଦେଶ ପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦ କରିବା ନେଇ ବର୍ତ୍ତମାନ ରାଜନୀତି ମାହୋଲ ସରଗରମ ରହିଛି । ଏହା ଭିତରେ ପୁଣିଥରେ କଂଗ୍ରେସର ଆଉ କିଛି ନେତାଙ୍କ ଉପରେ…

IPLରେ ଓଡିଆ କମେଣ୍ଟ୍ରି କରିବେ ଲୋରିଆ: ଏମିତି ଭାବେ ମଜା ନେଇ ପାରିବେ ଦର୍ଶକ

କଟକ: ଚଳିତବର୍ଷର ଆଇପିଏଲକୁ ନେଇ ରୋମାଞ୍ଚ ଦିନକୁ ଦିନ ବଢିବାରେ ଲାଗିଛି । ବିଭିନ୍ନ କାରଣରୁ ଆଇପିଏଲ-୨୦୨୩ ସିଜନ୍ ପାଇଁ ଫ୍ୟାନ୍ସମାନଙ୍କ ମନରେ ଉତ୍ସାହ ବଢିଚାଲିଛି । ସେପଟେ ଓଡିଆ କ୍ରିକେଟପ୍ରେମୀମାନଙ୍କ ପାଇଁ ଆଉ ଏକ…

ପୁଣି ଫେରଲା କି ମହାମାରୀ? ୧୦ ହଜାର ଟପିଲା ପଜିଟିଭ କେସ୍, ଗୋଟିଏ ସ୍କୁଲରୁ ୩୭

ନୂଆଦିଲ୍ଲୀ: ଗୋଟିଏ ବର୍ଷର ବ୍ୟବଧାନ ପରେ ପୁଣି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରବିବାର ଦେଶରେ ୧୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୧୪୯ ଦିନ ଭିତରେ ଏହା ସର୍ବାଧିକ ବୋଲି ରେକର୍ଡ…

India TB-2023: ଓଡିଶା ପାଇଁ ଗୌରବର ବିଷୟ, ଯକ୍ଷ୍ମା ନିରାକରଣରେ ରାଜ୍ୟ ଦ୍ୱିତୀୟ ସ୍ଥାନରେ

ଭୁବନେଶ୍ୱର: ଯକ୍ଷ୍ମା ରୋଗର ନିରାକରଣ ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା ଜାରି ରଖିଛି ସାରା ଭାରତ । ନିଜ ନିଜ କ୍ଷେତ୍ରରେ ରାଜ୍ୟବାସୀଙ୍କୁ ଏ ନେଇ ସତର୍କ ଏବଂ ସଚେତନ କରିବା ପାଇଁ ପ୍ରୟାସ କରୁଛନ୍ତି ପ୍ରଶାସନ । ତେବେ…

୧ ମିନିଟରେ ହେଉଛି ୪ କୋଟି ହ୍ୱାଟ୍ସଆପ ମେସେଜ, ୧୮ କୋଟି ଇ-ମେଲ: ଦେଖନ୍ତୁ ଇଣ୍ଟରନେଟର ହିସାବ

ନୂଆଦିଲ୍ଲୀ: ଆପଣ ମାନେ ମୋବାଇଲ୍ ଫୋନ୍ ବିନା କେତେ ସମୟ ରହିପାରିବେ? ବୋଧ ହୁଏ କିଛି ଘଣ୍ଟା ମାତ୍ର । କାରଣ ଆଜିକା ସମୟରେ ମୋବାଇଲ୍ ଠାରୁ ଆମେ ଦୂରେଇ ରହିପାରୁନେ । ଆଉ ଇଣ୍ଟରନେଟ୍ ସହିତ ଆମେ ପୂରା ଦୁନିଆକୁ ନିଜ ହାତ…

WPL ରନର୍ସ ଅପ୍ ଟିମକୁ ମିଳିବ ୩ କୋଟି: ଚମ୍ପିଆନଙ୍କୁ କେତେ?

ମୁମ୍ବାଇ: ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ ଆଜି ବାଜିବ ଫାଇନାଲ ବିଗୁଲ । ପ୍ରଥମ ଟୁର୍ଣ୍ଣାମେଣ୍ଟରେ ଟ୍ରଫି ହାତେଇବା ପାଇଁ ମୁମ୍ବାଇ ଏବଂ ଦିଲ୍ଲୀ ମଧ୍ୟରେ ହେବ ଘମାଘୋଟ ଫାଇଟ । ସେଥିପାଇଁ ସଜେଇ ହୋଇସାରିଛି…

୨୭ ତାରିଖରୁ ଆରମ୍ଭ ହେବ ନାମଲେଖା ପ୍ରକ୍ରିୟା: କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ନୋଟିସ

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆସନ୍ତା ୨୭ ତାରିଖରୁ ପ୍ରଥମ ଶ୍ରେଣୀ ପାଇଁ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ । ଏପ୍ରିଲ ୧୭ ତାରିଖ…

ସମୁଦ୍ର କୂଳରେ ଶାହରୁଖଙ୍କ ପ୍ରତିଛବି: ପାକିସ୍ତାନୀ କଳାକାର ଦେଲେ ଏମିତି ଉପହାର

ନୂଆଦିଲ୍ଲୀ: ବଲିଉଡ ବାଦଶାହ ଶାହରୁଖ ଖାନ ବର୍ତ୍ତମାନ 'ମନ୍ନତ'ରେ ନୁହେଁ, ଆଉ ଏକ ସ୍ଥାନରେ ଦେଖା ଯାଇଛନ୍ତି । ପାକିସ୍ତାନର ଏକ ସମୁଦ୍ର କୂଳରେ କିଙ୍ଗ ଖାନଙ୍କୁ ସ୍ଥାନ ଦେଇଛନ୍ତି ଜଣେ ପ୍ରତିଭାବାନ କଳାକାର ।…