କ’ଣ ହେବ ଫାଇନାଲ ମ୍ୟାଚର ଟିମ କମ୍ବିନେସନ? ଏହି ଦଳ ସହ ଓହ୍ଲାଇପାରନ୍ତି ଅଷ୍ଟ୍ରେଲିଆ ଓ ସାଉଥ ଆଫ୍ରିକା

ନୂଆଦିଲ୍ଲୀ: ମହିଳା ଟି୨୦ ବିଶ୍ୱକପ ୨୦୨୩ର ଫାଇନାଲ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫିକ୍ରା । ଫାଇନାଲ ମ୍ୟାଚ ପାଇଁ ଉଭୟ ଦଳ ନିଜର ଦମଦାର ପ୍ରସ୍ତୁତି ଶେଷ କରିବା ପରେ ଏବେ ଟ୍ରଫି…

Old Pension Schemeକୁ ନେଇ ଆସିଲା ଖୁସି ଖବର: ବଡ ପରିବର୍ତ୍ତନ ଆଣିପାରନ୍ତି ମୋଦି ସରକାର

ନୂଆଦିଲ୍ଲୀ: ସାରା ଦେଶରେ ପୁରୁଣା ପେନସନ ଯୋଜନାକୁ ନେଇ ଲଗାତାର ଭାବେ ଦାବି କରାଯାଉଛି । ନୂଆ ପେନସନ ଯୋଜନା ଅନୁସାରେ, ପୁରୁଣା ପେନସନ ଯୋଜନାକୁ ଅଧିକାଂଶ ରାଜ୍ୟରେ ଫେରାଇ ଆଣିବା ପାଇଁ ଦାବି ହେଉଛି । ଏପରିକି ଅନେକ…

ବରିଷ୍ଠ ସାମ୍ବାଦିକ ଅଜିତ ମହାନ୍ତିଙ୍କ ପରଲୋକ: ୭୩ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ ଭାବେ ପରିଚିତ ଅଜିତ ମହାନ୍ତଙ୍କର ପରଲୋକ ଘଟିଛି । ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ୭୩ ବର୍ଷ…

ଗ୍ୟାସ ସିଲିଣ୍ଡର ଫାଟିବାରୁ ଗାନ୍ଧୀ ସେତୁ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ: ପୋଲ ନିର୍ମାଣ କମ୍ପାନୀରେ ନିଆଁ

ବିହାର: ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ଯୋଗୁଁ ଏକ ପୋଲ ନିର୍ମାଣ କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ଏହି ଦୁର୍ଘଟଣାରେ ଅନେକ ସିଲିଣ୍ଡର ବ୍ଲାଷ୍ଟ ହୋଇଥିବା ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା…

ଅହଂକାର ଦେଖାଇଲା ପାକିସ୍ତାନ: ଆତ୍ମସମ୍ମାନ ନାଁରେ ବିସିସିଆଇକୁ ଧମକ ଦେଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଚଳିତବର୍ଷ ପାକିସ୍ତାନରେ ଆୟୋଜନ ହେବାକୁ ଯାଉଛି ଏସିଆ କପ୍-୨୦୨୩ । ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ପାକିସ୍ତାନକୁ ନଯିବା ନେଇ ନିଷ୍ପତ୍ତି ନେଇଥିଲେ ବିସିସିଆଇ ସଚିବ ଜୟ ଶାହ । ଏହି ନିଷ୍ପତ୍ତି…

ଆଉ ବେଶୀ ଦିନ ରହିବେ ନାହିଁ ପୁଟିନ! କାରଣ ବି ଖୋଲି କହିଲେ ଋଷର ନିର୍ବାସିତ ନାଗରିକ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ଯୁଦ୍ଧକୁ ଏକ ବର୍ଷ ବିତିଗଲାଣି । ଏପର୍ଯ୍ୟନ୍ତ ଯୁଦ୍ଧରେ ବିରାମ ଲାଗିବାର ନାଁ ବି ନେଉନି । ଋଷ ବିଜୟର ଆଶା ଛାଡି ପାରୁନାହିଁ ତ ସେପଟେ ଅଧିକାରକୁ ଅନ୍ୟ ହାତକୁ ଟେକି ଦେବା ପାଇଁ…

ହୋଲି ପୂର୍ବରୁ ରାସନ କାର୍ଡଧାରୀ ମାନଙ୍କୁ ଖୁସି ଖବର: ମିଳବ ଅଧିକ ଚାଉଳ

ନୂଆଦିଲ୍ଲୀ: ଦେଶର ରାସନକାର୍ଡଧାରୀ ମାନଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର । ଆସନ୍ତା ମାସ(ମାର୍ଚ୍ଚ)ରୁ ସରକାରଙ୍କ ତରଫରୁ ଅଧିକ ଚାଉଳ ମିଳିବ ବୋଲି ଘୋଷଣା କରାଯାଇଛି । କନ୍ଦ୍ରେ ଏବଂ ରାଜ୍ୟ ସରକାରଙ୍କ ତରଫରୁ ଗରିବ…

ସ୍ୱାସ୍ଥ୍ୟ ବିଭାଗରେ ବଡ ନିଯୁକ୍ତି: ୧୨୯୦ ସିଟରେ ମେଡିକାଲ ଅଫିସର ପଦବୀ ପାଇଁ ଆସିଲା ବିଜ୍ଞପ୍ତି

ବିହାର: ବିହାରରେ ଆରମ୍ଭ ହେଉଛି ବେକାରୀ ସମସ୍ୟା ଶେଷ କରିବାର ପର୍ଯ୍ୟାୟ । ବିଭିନ୍ନ ପଦ ପଦବୀରେ ନୂଆ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଶିକ୍ଷକଙ୍କ ପାଇଁ ୩ ଲକ୍ଷରୁ ଅଧିକ ନିଯୁକ୍ତି ଯୋଜନା ପରେ ଏବେ…

IPL-2023 ପୂର୍ବରୁ ଗୁଜୁରାଟ ଟାଇଟନ୍ସକୁ ଶକ୍ତ ଝଟକା: ଆହତ ହେଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରାଟ ଅସ୍ତ୍ର

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସିଜନକୁ ମାତ୍ର ଗୋଟିଏ ମାସ ବାକି ରହିଛି । ସେଥିପାଇଁ ପ୍ରତ୍ୟେକ ଦଳର କୋଚ ଏବଂ ଟିମ ମ୍ୟାନେଜମେଣ୍ଟ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିବା ଆରମ୍ଭ କରି ଦେଲେଣି । କିନ୍ତୁ…

Indian Army ବଢିଲା ଗୌରବ: ଭାରତୀୟ ସେନାରେ ଇଂରେଜ ପରମ୍ପରାରେ ପଡିଲା ଯବନିକା

ନୂଆଦିଲ୍ଲୀ: ଦୀର୍ଘ ଦିନରୁ ଚାଲୁଥିବା ବିଭିନ୍ନ ପୁରୁଣା ପରମ୍ପରା ଉପରେ ରୋକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛି ଭାରତୀୟ ସେନା । ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଦ୍ଦେଶ ପରେ ଇଂରେଜ ଶାସନର ଅନେକ ପ୍ରଥାକୁ ବନ୍ଦ କରିବା…