ଗିନିଜ ବିଶ୍ୱ ରେକର୍ଡ ଭାଙ୍ଗିଲେ ଖିଲାଡି ଷ୍ଟାର: ଫିଲ୍ମ ପ୍ରମୋଶନରେ କଲେ ଏମିତି କାରନାମା
ମୁମ୍ବାଇ: ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କର ଅପକମିଙ୍ଗ ଫିଲ୍ମ 'ସେଲଫି'ର ପ୍ରମୋସନକୁ ନେଇ ଖୁବ ବ୍ୟସ୍ତ ରହିଛନ୍ତି । ଏହାସହିତ ତାଙ୍କର ନୂଆ ପ୍ରୋଜେକ୍ଟ 'ହେରା ଫେରି-୩'ର ଶୁଟିଙ୍ଗ ମଧ୍ୟ ଆରମ୍ଭ…