ଭୟାନକ ରୂପ ନେଉଛି ଏଡିନୋଭାଇରସ: ସଂକ୍ରମଣ ପୂର୍ବରୁ ଜାଣନ୍ତୁ ଏହାର ଲକ୍ଷଣ ଓ ପ୍ରତିକାର
ନୂଆଦିଲ୍ଲୀ: କରୋନା ଭାଇରସର ଆତଙ୍କ ଭିତରୁ ସମ୍ପୂର୍ଣ୍ଣ ମାତ୍ରାରେ ବାହାରି ପାରିନାହାନ୍ତି ଭାରତବାସୀ । ସେପଟେ ମୁଣ୍ଡ ଟେକିଲାଣି ଆଉ ଏକ ଭୟଙ୍କର ଭୂତାଣୁ । ଏଡିନୋଭାଇରସ ନାମରେ ଏକ ଭୂତାଣୁ ଏବେ ସ୍ୱାସ୍ଥ୍ୟ…