କାହାଠାରୁ ମାଗଣାରେ ନିଅନ୍ତୁ ନାହିଁ ଏହି ସବୁ ଖାଦ୍ୟ ଜିନିଷ; ନହେଲେ ସର୍ବଦା ଲାଗିରହିବ ଋଣ….

ଓଡ଼ିଶା ଭାସ୍କର: ବାସ୍ତୁଶାସ୍ତ୍ର ଅନୁସାରେ ଏପରି ଖାଦ୍ୟ ସାମଗ୍ରୀକୁ କେବେ କାହାଠାରୁ ମାଗଣାରେ ନିଅନ୍ତୁ ନାହିଁ । ଏହାକୁ ନେବା ବାସ୍ତୁଶାସ୍ତ୍ରରେ ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ । ଏହି ଜିନିଷକୁ ଧାର ଆଣିବା…

ଆସୁଛି ବିବାହ ଋତୁ, ସୁନା କିଣିବାକୁ ଭାବୁଛନ୍ତି କି? କଟକ-ଭୁବନେଶ୍ୱରେ କମିଛି ସୁନାଦର, ଆଜିଠୁ ଭିଡ଼…

ଭୁବନେଶ୍ୱର: ବିବାହ ଋତୁ ଆସୁଥିବାରୁ ସୁନାର ଚାହିଦା ବଢିଛି । ତେବେ ଏହାରି ଭିତରେ ଆସିଛି ସୁନା ପ୍ରେମିକଙ୍କ ପାଇଁ ଖୁସି ଖବର । ଆଜି ସୁନା କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି ଓଡିଶାରେ କେତେ ରହିଛି ସୁନା ଦର ।…

ତୀରନ୍ଦାଜି ବିଶ୍ୱକପ୍: ଦୀପିକା କୁମାରୀ ଜିତିଲେ ରୌପ୍ୟ ପଦକ, ଭାରତ ଜିତିଲା ରେକର୍ଡ ୫ ସ୍ୱର୍ଣ୍ଣ

ନୂଆଦିଲ୍ଲୀ : ( ଓଡ଼ିଶା ଭାସ୍କର ) ସାଂଘାଇରେ ଖେଳାଯାଉଥିବା ତୀରନ୍ଦାଜି ବିଶ୍ୱକପରେ ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ଦୀପିକା କୁମାରୀ ରୌପ୍ୟ ପଦକ ଜିତିଛନ୍ତି । ଫାଇନାଲ ମ୍ୟାଚରେ ଦକ୍ଷିଣ କୋରିଆର ତୀରନ୍ଦାଜ…

ଗୁଜରାଟ ଉପକୂଳରୁ ୬୦୦ କୋଟି ଟଙ୍କାର ଡ୍ରଗ୍ସ ସହ ଧରାପଡ଼ିଲେ ୧୪ ପାକିସ୍ତାନୀ ନାଗରିକ

ଓଡ଼ିଶା ଭାସ୍କର: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଗୁଜରାଟ ଏଟିଏସର ମିଳିତ ଅପରେସନରେ ଭାରତୀୟ ତଟରକ୍ଷୀ ବାହିନୀ ଗୁଜରାଟ ଉପକୂଳରେ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରୁ ପ୍ରାୟ ୯୦ କେଜି…

କାହିଁକି ପାଳନ କରାଯାଏ ଅକ୍ଷୟ ତୃତୀୟା, ଜାଣନ୍ତୁ କାହିଁକି ଏହି ଦିନକୁ ଏତେ ଶୁଭ ବୋଲି ବିବେଚନା କରାଯାଏ?

ଓଡ଼ିଶା ଭାସ୍କର: ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟ ତିଥିରେ ଅକ୍ଷୟ ତୃତୀୟା ପାଳନ କରାଯାଏ । ଅକ୍ଷୟ ଅର୍ଥାତ୍ ଯାହା କେବେ ଶେଷ ହୁଏ ନାହିଁ । ଅକ୍ଷୟ ତୃତୀୟା ହିନ୍ଦୁ ଧର୍ମର ଅନ୍ୟତମ ପବିତ୍ର ପର୍ବ । ଚଳିତ ବର୍ଷ ଅକ୍ଷୟ…

ବିଜେପି ବିଧାୟକଙ୍କ ବିବାଦୀୟ ବୟାନ; ‘ଧର୍ମ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ବେକ କାଟି ଦିଅ’

ରାୟପୁର: ଛତିଶଗଡ଼ରେ ଜଣେ ବିଜେପି ବିଧାୟକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ବିଧାୟକ ଲୋକମାନଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ବେକ କାଟିବାକୁ…

ସାଇବର ଠକଙ୍କ ଅଜବ କାରନାମା; ସର୍ଭିସ୍ ଚାର୍ଜ ନାଁରେ ୨ ଟଙ୍କା ମାଗି ଲୁଟି ନେଲେ ୨୦ ହଜାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଅଦୃଶ୍ୟ ସାଇବର ଠକଙ୍କ ଅଜବ କାରନାମା । ସର୍ଭିସ ଚାର୍ଜ ନରେ ୨ ଟଙ୍କା ମାଗିଲେ ଓ ପରେ ୨୦ ହଜାର ଟଙ୍କା ଲୁଟି ନେଲେ । ପ୍ରଥମେ ବାଇକ୍ ଇ-ସର୍ଭିସ ପାଇଁ ଗୁଗଲରୁ ନମ୍ବର ନେଇ କଲ କରିଥିଲେ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ଦଳରୁ ବହିଷ୍କାର ହେବା ସହ ଗିରଫ ହେଲେ ଉସମାନ ଗନି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବିକାନେର ସଂଖ୍ୟାଲଘୁ ମୋର୍ଚ୍ଚା ଜିଲ୍ଲା ସଭାପତି ଉସମାନ ଗନିଙ୍କୁ ଶନିବାର ସକାଳେ ପୁଲିସ ଗିରଫ କରିଛି। ବିକାନେରର ମୁକ୍ତା ପ୍ରସାଦ ଥାନା ଅଧିକାରୀ ଧୀରେନ୍ଦ୍ର ସିଂହ ଫୋନ୍ ଯୋଗେ…

ପୁଣି କନ୍ଦାଇବାକୁ ଯାଉଛି ପିଆଜ; କଟକଣା ସତ୍ତ୍ୱେ ୬ ଟି ଦେଶକୁ ରପ୍ତାନି ପାଇଁ ଅନୁମତି

ନୂଆଦିଲ୍ଲୀ: ପିଆଜ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଗତବର୍ଷ ଡିସେମ୍ବର ୮ତାରିଖରୁ ଭାରତରୁ ପିଆଜ ରପ୍ତାନି ବନ୍ଦ ହୋଇଯାଇଥିଲା। କିନ୍ତୁ ଏବେ ସରକାର ଏହାକୁ…

ଶରୀରରେ ଶ୍ୱେତ ରକ୍ତକଣିକାର ଅଭାବ ଦୂର କରିଥାଏ ଏ ସମସ୍ତ ଫଳ

ଓଡ଼ିଶା ଭାସ୍କର: ଶ୍ୱେତ ରକ୍ତ କଣିକା (ଡବ୍ଲୁବିସି) ହେଉଛି ରକ୍ତରେ ଥିବା ଏକ ପ୍ରକାରର ରକ୍ତ କଣିକା, ଯାହା ଶରୀର ସ୍ୱାସ୍ଥ୍ୟ ପାଇଁ ଜରୁରୀ ଅଟେ । ଶରୀରରେ ରକ୍ତଚାପକୁ ଠିକ୍ ମାତ୍ରାରେ ବଜାୟ ରଖିବା, ରକ୍ତକୁ ସଫା…