ଆକାଶରୁ ହେବ ଅଗ୍ନି ବର୍ଷା; ସମୁଦ୍ରରେ ଖେଳିବ ଓଲଟା ଲହଡ଼ି ଆଉ ଶୁଖିଯିବ ନଦୀ ,ହ୍ରଦ, ପୋଖରୀ…

ଓଡିଶା ଭାସ୍କର: ଧିରେ ଧିରେ ସରି ଆସୁଛି କଳି ଯୁଗ.. ଘଟିବ ଚର୍ତୁଃଦିଗରେ ଜଳ ପ୍ରଳୟ । ସମଗ୍ର ଓଡିଶାରେ ଜଳ ପ୍ରବାହିତ ହେବା ସହ ଚାରି ଆଡୁ ମାଡିବ ପାଣି । ୭ ଦିନ ହେବ ଭୟଙ୍କର ଝଡ ତୋଫାନ । ଆଉ ମାଡି ଆସୁଛି ଭୟଙ୍କର…

ମରିଗଲା ମାନବିକତା; ମାଠିଆରୁ ପାଣି ପିଇବାରୁ ଦଳିତ ଯୁବକଙ୍କୁ ମାଡ଼ ମାରିଲେ ଦୁର୍ବୃତ୍ତ, ଏତଲା ରୁଜୁ

ଭୋପାଳ: ଆଜି ଏକବିଂଶ ଶତାବ୍ଦୀରେ ଯେଉଁଠି ମଣିଷ ଚନ୍ଦ୍ରରେ ଘର ନିର୍ମାଣ କରୁଛି। ଅପରପକ୍ଷେ ଆଜି ବି ସାମନ୍ତବାଦୀ- ଅସ୍ପୃଶ୍ୟତା ଚିନ୍ତାଧାରାକୁ ଯାବୁଡି ଧରିଛନ୍ତି କିଛି ଲୋକ। ମଧ୍ୟପ୍ରଦେଶର ମହୋବା ଜିଲ୍ଲାର ଶ୍ରୀନଗର…

ସଲମାନ ଖାନ୍‌ଙ୍କ ଘରକୁ ଫାୟାରିଂ ମାମଲା: ବନ୍ଧୁକ ଯୋଗାଇଥିବା ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ନେଲା ପୋଲିସ

ମୁମ୍ୱାଇ: ସଲମାନ ଖାନ୍‌ଙ୍କ ଘରେ ଗୁଳି ଚାଳନା ମାମଲାରେ ପୂର୍ବଦିନ ଖବର ଆସିଥିଲା ଯେ ଗୁଳିଚାଳକଙ୍କ ପାଖରେ ୪୦ଟି ଗୁଳି ଥିଲା ଏବଂ ଯେଉଁମାନେ ସେମାନଙ୍କୁ ବନ୍ଧୁକ ଯୋଗାଉଥିଲେ ସେମାନଙ୍କୁ ଗିରଫ କରାଯାଇଥିଲା। ସେପଟେ ଏହି…

ଭାରତରେ ‘ଅବିଶ୍ୱସନୀୟ କାମ’ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ଜେମି ଡିମୋନ୍

ନୂଆଦିଲ୍ଲୀ: ଜେପି ମୋର୍ଗାନ୍ ଚେଜ୍ ଆଣ୍ଡ୍ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଜେମି ଡିମୋନ୍ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ 'ଅବିଶ୍ୱସନୀୟ କାମ' କରୁଛନ୍ତି। "୪୦୦ ନିୟୁତ ଲୋକ ଶୌଚାଳୟ…

କେନ୍ଦୁଝର: ଯୁବକଙ୍କ ପାଟିରେ ବନ୍ଧୁକ ପୁରାଇ ଲୁଟ୍, CCTV ଆଧାରରେ ପୋଲିସର ତଦନ୍ତ

କେନ୍ଦୁଝର: (ଓଡ଼ିଶା ଭାସ୍କର) ଯୁବକଙ୍କ ପାଟିରେ ବନ୍ଧୁକ ପୁରାଇ ଲୁଟ୍ ଉଦ୍ୟମ । ବଡ଼ବିଲ ଥାନା ୮ ନମ୍ବର ୱାର୍ଡ ଭଞ୍ଜ କଲୋନୀରେ ଲୁଟ୍‌ ଛୁରାମାଡ଼ କରି ଦୁର୍ବୃତ୍ତଙ୍କ ଲୁଟ୍ ।  ଗୁରୁତର ଯୁବକଙ୍କ ପରିଚୟ ଅନୁପ…

ଭାରତୀୟ ମସଲାକୁ ନେଇ ସାଙ୍ଘାତିକ ତଥ୍ୟ; କର୍କଟ ରୋଗର କାରଣ ପାଲଟୁଛି ମିଶୁଥିବା ରାସାୟନିକ ପଦାର୍ଥ 

ନୂଆଦିଲ୍ଲୀ: ସିଙ୍ଗାପୁର ଓ ହଂକଂରେ ଭାରତୀୟ ମସଲାର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି। ଏମଡିଏଚ ଏବଂ ଏଭରେଷ୍ଟ ମସଲାର କିଛି ପ୍ରଜାତି କୁ ମଧ୍ୟ ନିଷିଦ୍ଧ କରାଯାଇଛି । ସିଙ୍ଗାପୁର ଏବଂ ହଂକଂର ଖାଦ୍ୟ ସୁରକ୍ଷା…

କାହିଁକି ଆଗକାଳରେ କାଠ ନିର୍ମିତ ସାମଗ୍ରୀକୁ କରୁଥିଲେ ବ୍ୟବହାର? ଜାଣନ୍ତୁ ଏହାର କାରଣ…

ଓଡିଶା ଭାସ୍କର: ଆଧୁନିକ ଚଳନୀ ଭିତରେ ବି ବେଳେ ବେଳେ ପାରମ୍ପାରିକ ଚଳନୀର ଝଲକ ଦେଖିବାକୁ ମିଳେ । ସେ ସୋଉକରେ ହେଉ ବିମ୍ବା ସଚେତନତା । ତେବେ ଆଜି ଜାଣିବା କାଠ ନିର୍ମିତ ସାମଗ୍ରୀ ଆମ ପାଇଁ କେତେ ଉପକାରୀ ହୋଇଥାଏ ।…

ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡିର ଜୟ ଯାତ୍ରା; ‘ଆପଣଙ୍କ ସ୍ନେହ, ସମର୍ଥନ ପାଇଁ ଚିର ଋଣୀ’

ହିଞ୍ଜିଳି: (ଓଡ଼ିଶା ଭାସ୍କର) ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ହିଞ୍ଜିଳିରେ ପ୍ରଚାର ଆରମ୍ଭ କଲେ ନବୀନ ପଟ୍ଟନାୟକ । ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ…

ବଢ଼ିଲା ଚିନି ଦର; କ୍ବିଣ୍ଟାଲ ପିଛା ୨୦୦ରୁ ୩୦୦ ଟଙ୍କା ବଢ଼ି ୪୪୦୦ ଟଙ୍କାରେ ପହଞ୍ଚିଲା

ନୂଆଦିଲ୍ଲୀ: ଦେଶରେ ଗତ କିଛିଦିନ ହେଲା ଅନେକ ଖାଦ୍ୟ ସାମଗ୍ରୀର ଦର ବଢ଼ିବାରେ ଲାଗିଛି, ଏହାରି ଭିତରେ ଯଦି ଦେଖିବା ଚିନି ଦର ବି କ୍ବିଣ୍ଟାଲ ପିଛା ୨୦୦ରୁ ୩୦୦ ଟଙ୍କା ବଢ଼ିଯାଇଛି। ପୂର୍ବରୁ ସାଧାରଣ କିସମ ଚିନିର ଦାମ୍‌…

ବିଜେପି ଯେଉଁଠି ଶକ୍ତିଶାଳୀ ଥିଲା, ସେହିଠୁ ଭୋଟ୍ କମିଲା; ରାଜନୀତିରେ କିପରି ଆସିଲା ‘ମଙ୍ଗଳସୂତ୍ର’?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୬ରେ ଅନୁଷ୍ଠିତ ହେବ। ପୂର୍ବରୁ ତାତି ବଢିଯାଇଛି । ୮୦ ବନାମ ୨୦ ଲଢ଼େଇ ଜୋରଦାର ହୋଇଛି। ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦି…