ପୁଣି ମୁଣ୍ଡ ନେଲାଣି ‘ବ୍ଲୁ ହ୍ୱେଲ୍’ ଗେମ୍; ଚ୍ୟାଲେଞ୍ଜ୍ ହାରିବା ପରେ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଲୀ: ଆମେରିକାରେ ପଢୁଥିବା ଜଣେ ୨୦ ବର୍ଷୀୟ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, 'ବ୍ଲୁ ହ୍ୱେଲ୍ ଗେମ୍' ଚ୍ୟାଲେଞ୍ଜ ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଗେମ୍ ଖେଳୁଥିବା…

ଖରାପ ଷ୍ଟ୍ରାଇକ୍ ରେଟ୍ ଯୋଗୁଁ ଡିଫେନ୍ସ୍ ମିନିଷ୍ଟର୍ କହି କରିଲେ ଉପହାସ; ମୁହଁ ବନ୍ଦ କଲେ କେଏଲ୍ ରାହୁଲ

ମୁମ୍ଵାଇ: ଗତ ଶୁକ୍ରବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ଇକାନା ଷ୍ଟାଡିୟମରେ ଖେଳିଥିଲେ, ଯେଉଁଥିରେ ଏଲ୍ ଏସ୍ ଜି ୬ ବଲ୍ ବାକି ଥାଇ ୮ ଓ୍ଵିକେଟ୍ ରେ ସହଜରେ ବିଜୟୀ ହୋଇଥିଲା। ଏହି ମ୍ୟାଚ୍ ରେ…

ଟ୍ରାଫିକ କର୍ମଚାରୀ ପିନ୍ଧିଲେ AC ହେଲମେଟ୍; ପରୀକ୍ଷାମୂଳକ ଭାବେ ଆରମ୍ଭ କଲା କମିଶନରେଟ୍ ପୋଲିସ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ପୋଲିସ ମୁଣ୍ଡରେ ଏସି ହେଲମେଣ୍ଟ । ଖରା ପାଇଁ ଏୟାର କୁଲିଙ୍ଗ୍ ହେଲମେଟ୍ ପିନ୍ଧିଲେ ଟ୍ରାଫିକ ପୋଲିସ । ଆଜି ଏହି ହେଲମେଟ୍ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଛି କମିଶନରେଟ ପୋଲିସ ।…

ସୁନା ଚେନ୍ ପାଇଁ ସଙ୍ଘବଦ୍ଧ ଆକ୍ରମଣ ଓ ହତ୍ୟା ଉଦ୍ୟମ; ଅଭିଯୋଗ ପରେ ଗିରଫ ହେଲା ଅଭିଯୁକ୍ତ

ଭୁବନେଶ୍ଵର: ସୁନା ଚେନ୍ ପାଇଁ ସଙ୍ଘବଦ୍ଧ ଆକ୍ରମଣ ଓ ହତ୍ୟା ଉଦ୍ୟମ । ଏୟାରଫୀଲ୍ଡ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଅଭିଯୋଗକାରୀ ବିରଞ୍ଚିନାରାୟଣ ବେହେରାଙ୍କର ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ…

ସତ ହେଲାନି ୭ବର୍ଷର ପ୍ରେମ; ଦେଉଥିଲା ଶାରୀରିକ-ମାନସିକ ନିର୍ଯ୍ୟାତନା, ବାନ୍ଧିନେଲା ପୋଲିସ

ଭବନେଶ୍ଵର: (ଓଡ଼ିଶା ଭାସ୍କର) ନୟାପଲ୍ଲୀ ଥାନା ପୋଲିସ ଅଭିଯୋଗକାରିଣୀ ପ୍ରୋମିକାଙ୍କର ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ଶଙ୍କର ଦଳେଇ (୨୬) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ,…

ଏପ୍ରିଲ ୩୦ ପର୍ଯ୍ୟନ୍ତ ତେଲ୍ ଆଭିବକୁ ସମସ୍ତ ବିମାନ ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଏପ୍ରିଲ ୩୦ ପର୍ଯ୍ୟନ୍ତ ତେଲ୍ ଆଭିବକୁ ସମସ୍ତ ବିମାନ ବାତିଲ କଲା ଏୟାର ଇଣ୍ଡିଆ। ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏୟାର ଇଣ୍ଡିଆ ଶୁକ୍ରବାର କହିଛି ଯେ ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ…

ଝିଅ ଜନ୍ମ ହେବାରୁ ସବୁ ସୀମା ଟପିଲା ଜେଜେମା; ଦିବ୍ୟାଙ୍ଗ ଶିଶୁର ଗଳା ଚିପି କଲା ହତ୍ୟା

ଗ୍ୱାଲିୟର: ଗ୍ୱାଲିୟରର ଗୋଲପଡ଼ାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ନବଜାତ ନାତୁଣୀକୁ କୋଳରେ ଖାଇବାକୁ ଦେବା ପରିବର୍ତ୍ତେ ଏବଂ ଜନ୍ମର ଖୁସି ପାଳନ କରିବା ପରିବର୍ତ୍ତେ ଜଣେ ନିଷ୍ଠୁର ଜେଜେମା ମାନବିକତାର…

ସାଥି ଅଭିଯୁକ୍ତଙ୍କୁ ଜେଲରେ ଭେଟିବା ବେଳେ ଧରା ପଡିଲା ଗଂଜେଇ ଚାଲାଣର ମାଷ୍ଟର ମାଇଣ୍ଡ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଜେଲକୁ ସାଙ୍ଗକୁ ଭେଚିବାକୁ ଆସିଥିଲେ ହେଲେ ନିଜେ ବନ୍ଧା ହୋଇ ଜେଲ ଚାଲିଗଲେ । ସାଥି ଅଭିଯୁକ୍ତଙ୍କୁ ଜେଲ ରେ ଭେଟିବା ବେଳେ ଧରା ପଡିଲା ଗଂଜେଇ ଚାଲାଣର ମାଷ୍ଟର ମାଇଣ୍ଡ । ୧୧.୨.୨୦୨୪ରେ…

ଗେଷ୍ଟ ହାଉସରୁ ମିଳିଲା ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକଙ୍କ ଗଳିତ ମୃତଦେହ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଗେଷ୍ଟ ହାଉସରୁ ମିଳିଲା ଶିଳ୍ପପତିଙ୍କ ଗଳିତ ମୃତଦେହ । ଭୁବନେଶ୍ୱର ମୈତ୍ରିବିହାର ଥାନା ଅଞ୍ଚଳର ଶାନ୍ତି ଗେଷ୍ଟ ହାଉସରୁ ସନ୍ଦେହଜନକ ଅବସ୍ଥାରେ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଦୁବାଇ ବର୍ଷାରେ ଫସିଥିବା ଦୁଇ ଭାରତୀୟ କୁସ୍ତିଯୋଦ୍ଧାଙ୍କ ବିଷୟରେ ଏହି ସୂଚନା ଦେଲେ ସ୍ପୋର୍ଟ୍ସ ଅଥରିଟି 

ନୂଆଦିଲ୍ଲୀ: ଦୁଇ ଭାରତୀୟ କୁସ୍ତିଯୋଦ୍ଧା ଦୀପକ ପୁନିଆ ଓ ସୁଜିତ କଲ୍କଲ କିର୍ଗିଜସ୍ତାନ ଯାଉଥିଲେ କିନ୍ତୁ ୟୁଏଇରେ ବର୍ଷା ଯୋଗୁଁ ସେମାନେ ଏବେ ଦୁବାଇ ବିମାନ ବନ୍ଦରରେ ଫସି ରହିଛନ୍ତି। ଏହା ସହ ପ୍ୟାରିସ୍ ଅଲିମ୍ପିକ୍ସ…