CJIଙ୍କୁ ଓକିଲଙ୍କ ଚିଠିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଜବାବ ଦେଲେ ଖଡ଼ଗେ; ଆଣିଲେ ତମାମ ଅଭିଯୋଗ

ନୂଆଦିଲ୍ଲୀ: ପ୍ରାୟ ୬୦୦ ଓକିଲଙ୍କ ତରଫରୁ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଦଳକୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ସମାଲୋଚନା ଉପରେ…

ଏଲଭିଶ ଯାଦବଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୟୁଟ୍ୟୁବର ଏଲଭିଶ ଯାଦବଙ୍କ ସମସ୍ୟା ବଢିପାରେ । ଗୁରୁଗ୍ରାମର ଏକ ଅଦାଲତ ଏଲଭିଶ ଯାଦବଙ୍କ ବିରୋଧରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ହରିୟାଣବୀ ଗାୟକ ରାହୁଲ ଯାଦବ ଫଜିଲପୁରିଆଙ୍କ ବିରୋଧରେ ମଧ୍ୟ…

ଆଇପିଏଲ୍ ୨୦୨୪: ଟସ୍ ଜିତିଲା ଦିଲ୍ଲୀ, ପ୍ରଥମେ ବ୍ୟାଟିଂ ପାଇଁ ରାଜସ୍ଥାନକୁ ଦେଲା ନିମନ୍ତ୍ରଣ

ନୂଆଦିଲ୍ଲୀ: ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଇପିଏଲ୍ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍ ରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ…

ବିହାରରେ ୧୫ଟି ଆସନରେ ଲଢ଼ିବ AIMIM; ଆଉ ୫ଟି ଆସନ ଘୋଷଣା କଲେ ଓୱେସି

ନୂଆଦିଲ୍ଲୀ: ଅସଦୁଦ୍ଦିନ ଓୱେସିଙ୍କ ଦଳ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମଆଇଏମ୍) ବିହାରରେ ୧୫ଟି ଆସନରେ ଲଢ଼ିବ। ଦଳର ରାଜ୍ୟ ସଭାପତି ଅଖତରୁଲ ଇମାନ କହିଛନ୍ତି, ଆମ ଦଳ ପୂର୍ବରୁ ୧୦ଟି ଆସନରେ…

ଚନ୍ଦ୍ରଶେଖରପୁର ଡାକ୍ତର ଦମ୍ପତି ହତ୍ୟା ମାମଲା; ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ଵର: ( ଓଡ଼ିଶା ଭାସ୍କର ) ଭୁବନେଶ୍ଵର ବହୁଚର୍ଚ୍ଚିତ ଡାକ୍ତର ଦମ୍ପତି ହତ୍ୟାକାଣ୍ଡ ଘଟଣାରେ ଆସିଲା ରାୟ। ୫ ଦୋଷୀ ସାବ୍ଯସ୍ତ ହୋଇଥିବା ଆସାମୀ ଟିମ୍ପା ଓରଫ କିଶୋର ଚନ୍ଦ୍ର ବେହେରା, ଏମଡି କାମାଲ ଖାନ, ନିନି ଓରଫ…

ପୋଲିସ ପଞ୍ଝାରେ ବଡ଼ ଡକାୟତି ଗ୍ୟାଙ୍ଗ୍; ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ବେଳେ ମାଡ଼ି ବସିଲା କମିଶନରେଟ ପୋଲିସ

ଭୁବନେଶ୍ଵର: ( ଓଡ଼ିଶା ଭାସ୍କର ) ଜଟଣି ପୋଲିସ ପଞ୍ଝାରେ ବଡ଼ ଡକାୟତି ଗ୍ୟାଙ୍ଗ । ରାତିରେ ବଡ ଧାରଣର ଲୁଟ ପାଇଁ ଯୋଜନା କରୁଥିବା ବେଳେ ମାଡି ବସିଲା କମିଶନରେଟ ପୋଲିସ । ଲଙ୍କାଗୁଣ୍ଡ ବଦଳରେ ଡକାୟତଙ୍କ ହାତରେ ଥିଲା…

ନିର୍ବାଚନ ପୂର୍ବରୁ ପୋଲିସର ଜିରୋ ଟଲରେନ୍ସ; ୫ବନ୍ଧୁକ ସହ ୨୪ରାଉଣ୍ଡ ଗୁଳି ଜବତ, ୨ଗିରଫ

ଭୁବନେଶ୍ଵର: କମିଶନରେଟ ପୋଲିସ ହାତରେ କୁଖ୍ୟାତ ଅପରାଧୀ । ୫ ବନ୍ଧୁକ ସହ ମାଗାଜିନ,୨୪ ରାଉଣ୍ଡ ଗୁଳି ୨ ଜଣକୁ ଗିରଫ କଲା ପୋଲିସ । ଅପରାଧ ଘଟେଇବା ପୁର୍ବରୁ ସ୍ପେଶାଲ କ୍ରାଇମ ୟୁନିଟ ପଞ୍ଝାରେ ପଡ଼ିଲା ହାର୍ଡକୋର…

ଦିଲ୍ଲୀରେ ସାମ୍ବାଦିକଙ୍କୁ ଧକ୍କା ମାରିଲା ପୋଲିସ; ଜୋର ଧରିଲା ତଦନ୍ତ ଦାବି, ନିନ୍ଦା କଲା ପ୍ରେସ୍ କ୍ଲବ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରାଯାଉଥିବା ବେଳେ ସାମ୍ଵାଦିକଙ୍କୁ ଦୁର୍ବବ୍ୟବହାର। ଆମ୍ ଆଦମୀ ପାର୍ଟି କର୍ମୀଙ୍କୁ କଭର କରିବାକୁ ଆସିଥିବା ଫଟୋ ସାମ୍ବାଦିକମାନେ…

ତିନୋଟି ଗୁରୁତ୍ବପୂର୍ଣ୍ଣ କେନ୍ଦ୍ରୀୟ ସଂସ୍ଥାର ୩ ନୂଆ DG ନିଯୁକ୍ତ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ତିନୋଟି ଗୁରୁତ୍ବପୂର୍ଣ୍ଣ କେନ୍ଦ୍ରୀୟ ସଂସ୍ଥାର ୩ ନୂଆ DG ନିଯୁକ୍ତ । IPS ସଦାନନ୍ଦ ବସନ୍ତ NIAର ନୂଆ ଡିଜି ନିଯୁକ୍ତ । IPS ପୀୟୂଷ ଆନନ୍ଦ NDRFର ନୂଆ ଡିଜି ନିଯୁକ୍ତ । IPS ରାଜୀବ…

ବନକଲାଗି ନୀତି ପାଇଁ ସନ୍ଧ୍ୟା ୬ରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ: (ଓଡ଼ିଶା ଭାସ୍କର) ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ବନକଲାଗି ନୀତି ପାଇଁ ସନ୍ଧ୍ୟା ୬ରୁ ରାତି ୧୦ଟା ଦର୍ଶନ ବନ୍ଦ । ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଦର୍ଶନ ବନ୍ଦ ରହିବ । ପ୍ରତିମାସରେ…