fbpx

ଜାଡ଼ ଭାଙ୍ଗୁଛି ହାଡ଼; ରାଜ୍ୟର ଅନେକ ସ୍ଥାନରେ ୧୫ ଡିଗ୍ରୀ ତଳେ ପାରଦ, କେନ୍ଦୁଝରରେ ତାପମାତ୍ରା ସର୍ବନିମ୍ନ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ରାଜ୍ୟରେ ଖସିଲା ପାରଦ । କିଛି ଦିନ ହେବ ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ, ଅନେକ ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଅନେକ ସ୍ଥାନର ତାପମାତ୍ରା ହ୍ରାସ ହେବା…

ସଂସଦ ପରିସରରେ ସନ୍ଦିଗ୍ଧ ଯୁବକଯୁବତୀଙ୍କ ହଙ୍ଗାମା ଘଟଣା; ୫ ଅଭିଯୁକ୍ତଙ୍କ ବିରୋଧରେ UAPAରେ ମାମଲା ରୁଜୁ

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଗତକାଲି ଲୋକସଭାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା । ହଠାତ ଲୋକସଭା ଭିତରକୁ ପଶିଆସିଥିଲେ୨ ଜଣ ଅଜଣା ଯୁବକ । ଲୋକସଭାରେ ଗୃହକାର୍ଯ୍ୟ ଚାଲିଥିବା ବେଳ ହଠାତ ସେ ଦୁଇଜଣ…

ଭଦ୍ରକ: ନିଆଁ ଲାଗି ଜଳିଗଲା ୧୫ଟି ଦୋକାନ; ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ଭଦ୍ରକ: (ଓଡ଼ିଶା ଭାସ୍କର) ନିଆଁ ଲାଗି ଜଳିଗଲା ୧୫ଟି ଦୋକାନ । ଭଦ୍ରଦ ଜିଲ୍ଲା ବାସୁଦେବପୁର ଇରମ ପଞ୍ଚାୟତରେ ଅଘଟଣ । ରଥପଦା ମାର୍କେଟରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ସମସ୍ତ ଦୋକାନର…

ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ନାଁ ନେଇ ବାଗେଶ୍ୱର ବାବାଙ୍କୁ ବଟି ମାଗି ଅଭିଯୁକ୍ତ ଗିରଫ

ପାଟନା: କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ନାଁରେ ଦେଶର ବିଭିନ୍ନ ସହରରୁ ବଡ଼ ବଡ଼ ସେଲିବ୍ରିଟିଙ୍କ ଠାରୁ ଦାଦାବଟି ଓ ଧମକ ଦେବା ର ମାମଲା ସାମ୍ନାକୁ ଆସୁଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ର ଏଭଳି ଅପରାଧୀ…

କୁନି କୁନି ପିଲାଙ୍କର ବି ପାଚିଲାଣି କେଶ; ଜାଣନ୍ତୁ କିପରି ନେବେ ଯତ୍ନ…

ଓଡ଼ିଶା ଭାସ୍କର: ବୟସ ସହିତ କେଶ ପାଚିବା ଗୋଟେ ସାଧାରଣ କଥା। କିନ୍ତୁ ଆଜିକାଲି, ସ୍କୁଲ-କଲେଜ ଯାଉଥିବା କୁନି କୁନି ପିଲାମାନଙ୍କର ମଧ୍ୟ ଏହି ସମସ୍ୟାର ଦେଖାଦେଲାଣି। କେଶ ଝଡ଼ିବାରୁ ନେଇ ପିଲାଦିନେ କେଶ ପାଚିଯିବା ପରି…

ଫିଲ୍ମରେ କାହିଁକି ଖରାପ ସିନ୍ କରନ୍ତି ନାହିଁ କାଜଲ ? ଅନେକ ବର୍ଷ ପରେ କହିଲେ ଏହାର କାରଣ…

ଓଡ଼ିଶା ଭାସ୍କର: ୯୦ ଦଶକରେ ବଲିଉଡରେ ସମସ୍ତଙ୍କ ମନହୁଥିବା କରୁଥିବା ଏହି ବଲ୍ ବୁଲି ଅଭିନେତ୍ରୀ କାଜଲ ଏବେ ବି ଅଭିନୟ ଜଗତରେ ସକ୍ରିୟ ଅଛନ୍ତି। ନିକଟରେ ଅଭିନେତ୍ରୀ ଫିଲ୍ମରେ ଖରାପ ସିନ୍ କୁ ନେଇ ଏକ ବଡ଼ ଖୁଲାସା…

ମାଛ vs ଚିକେନ୍: କେଉଁଟିରେ ଅଧିକ ପ୍ରୋଟିନ୍ ଥାଏ, କିଏ ଅଧିକ ଲାଭଦାୟକ ?

ଓଡ଼ିଶା ଭାସ୍କର: ଉଭୟ ଚିକେନ୍ ଏବଂ ମାଛରେ କମ୍ ଚର୍ବି ଏବଂ କମ୍ କ୍ୟାଲୋରୀ ଥାଏ ଏବଂ ଏହା ପ୍ରୋଟିନର ଏକ ଭଲ ଉତ୍ସ ଅଟେ। ଏଥିରେ ଭିଟାମିନ୍, ଆଇରନ୍ ଏବଂ ଓମେଗା ଥ୍ରି ଫ୍ୟାଟ୍ ସମେତ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ…

ତିନି ଅପରାଧିକ ଆଇନ ବିଲରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ; ଆସନ୍ତା କାଲି ଏହା ଉପରେ ସଂସଦରେ ହେବ ତର୍କ

ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ନିରାପତ୍ତା ଏବଂ ଆର୍ଥିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରି ଦଣ୍ଡବିଧାନ ଆଇନ ଅଧୀନରେ 'ଆତଙ୍କବାଦୀ କାର୍ଯ୍ୟ'ର ସଂଜ୍ଞାକୁ ବିସ୍ତାର କରିବାକୁ କେନ୍ଦ୍ର ସରକାର ମଙ୍ଗଳବାର ପ୍ରସ୍ତାବ…

(Video) ପୁରୁଣା ପ୍ରେମିକଠୁ ଏଭଳି ପ୍ରତିଶୋଧ ନେଲା ପ୍ରେମିକା; ସାମ୍ନାକୁ ଆସିଲା ଚତୁରତାର ନିଆରା ଚିତ୍ର

ଓଡ଼ିଶା ଭାସ୍କର: ଆଜିକାଲି ପ୍ରେମ-ପ୍ରତାରଣା ଯୁବ ପିଢ଼ିଙ୍କ ପାଇଁ ଏକ ସାଧାରଣ କଥା ହୋଇଗଲାଣି । ଅନେକ ସମୟରେ ଏମିତି ବି ହୋଇଥାଏ ଯେ ଆପଣ ରିଲେସନସିପରେ ଅଛନ୍ତି କିନ୍ତୁ ଏକଥା କାହାକୁ କହିନଥାନ୍ତି। କେବେକେବେ…

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେବ ସାଏ

ଓଡ଼ିଶା ଭାସ୍କର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେବ ସାଏ । ଶପଥ ପାଠ କରାଇଲେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅରୁଣ ସାଓ । ସମାରୋହରେ ପ୍ରଧାନମନ୍ତ୍ରୀ…