fbpx

କାହିଁକି ରାମାୟଣରେ ଲେଖା ଯାଇନି ପ୍ରଭୁ ଶ୍ରୀରାମଙ୍କ ଭଉଣୀଙ୍କ କଥା

ଓଡ଼ିଶା ଭାସ୍କର: ରାମାୟଣ ହେଉ କି ମହାଭାରତ କିମ୍ବା ଅନ୍ୟ କୌଣସି ପୌରାଣିକ ଗ୍ରନ୍ଥ, ଯାହାକୁ ନେଇ ଅନେକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳେ । ଯେତେବେଳେ ପ୍ରଭୁ ରାମଙ୍କର ଭଉଣୀ କଥା ଶୁଣିବାକୁ ମିଳେ,…

ପୋଲ ଉପରେ ବାଇକି ଓ ଚପଲ ରଖି ନଦୀକୁ ଡ଼େଇଁଲେ ଯୁବକ

ଜଗତସିଂହପୁର: ରାଜ୍ୟରେ ବଢିବାରେ ଲାଗିଛି ଆତ୍ମହତ୍ୟା ଜନିତ ମୃତ୍ୟୁ ହାର । ଏଇ କିଛିଦିନ ମଧ୍ୟରେ ନଦୀକୁ ଡେଇଁ ଆତ୍ମହତ୍ୟା କରିବା ଉଦ୍ୟମ ବଢିବାରେ ଲାଗିଛି । ପୁଣି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର…

ବଢ଼ିଲା ମାଟ୍ରିକ ପରୀକ୍ଷା ଅନଲାଇନ ଫର୍ମ ପୁରଣ ଅବଧି

କଟକ: ବଢ଼ିଲା ମାଟ୍ରିକ ପରୀକ୍ଷା ଅନଲାଇନ ଫର୍ମ ପୁରଣ ଅବଧି । ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଅବଧି ବଢ଼ାଇଲା ବୋର୍ଡ । ଏହା ପରେ ଆଉ ଅବଧି ବଢ଼ିବନି ବୋଲି ସ୍ପଷ୍ଟ କଲା ବୋର୍ଡ । ଚଳିତ ବର୍ଷ ଆସନ୍ତା ଫେବୃଆରୀ ୨୦ରୁ…

ପାରାଦ୍ଵୀପରେ ବଢୁଛି ଦୁର୍ଘଟଣା ଜନିତ ମୃତ୍ୟୁ ହାର: ତିନି ଦିନରେ ଗଲାଣି ୫ ନିରୀହ ଜୀବନ

ପାରାଦ୍ଵୀପ: ପାରାଦ୍ଵୀପ ଗତ ତିନିଦିନ ରେ ବନ୍ଦର ନଗରୀ ପାରାଦ୍ଵୀପ ରେ ଦୂର୍ଘଟଣାରେ ଗଲାଣି ୫ ଜଣଙ୍କ ଜୀବନ। ଅସାବଧାନତା ଓ ଡ୍ରାଇଭର ମାନେ ମଦ୍ୟପାନ କରି ଗାଡି ଚାଳନା ହିଁ ଏହି ଦୂର୍ଘଟଣାର ମୁଳ କାରଣ ପାଲଟିଛି।…

ଏସୀୟ କ୍ରୀଡ଼ା:ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ

ଏସୀୟ କ୍ରୀଡ଼ା: ସ୍କ୍ୱାଶ୍‌ରେ ପାକିସ୍ତାନକୁ ହରାଇଲା ଭାରତ । ଫାଇନାଲରେ ପାକିସ୍ତାନକୁ ମାତ୍‌ ଦେଇ ସ୍ୱର୍ଣ୍ଣ ଜିତିଲା ଭାରତ । ପୁରୁଷ ଟିମ୍‌ ଇଭେଣ୍ଟରେ ପାକିସ୍ତାନକୁ ୨-୧ରେ ହରାଇଲା । ଚେନ୍ନାଇର ଅଭୟ ସିଂହ, ନିଜର…

ବିଶ୍ୱର ସବୁଠାରୁ ଅଧିକ ଦୁଃଖୀ ଦେଶ: ଜାଣନ୍ତୁ ଏହି ତାଲିକାରେ ଭାରତର ସ୍ଥାନ କେଉଁଠି

ଓଡ଼ିଶା ଭାସ୍କର: ଦୁନିଆରେ ଏମିତି କେହି ବ୍ୟକ୍ତି ନାହାନ୍ତି ଯିଏ କିଛି ନା କିଛି କାରଣରୁ ଦୁଃଖୀ ହୋଇ ନଥିବେ । ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ କିଛି ନା କିଛି ସୁଖ ଦୁଃଖ ରହିଥାଏ। ତେବେ ଅନେକ ଲୋକ ବା କହୁଛନ୍ତି ଅନେକ…

ବନ୍ୟା ପାଇଁ ଘୋଷଣା ହେଲା ଜରୁରୀକାଳୀନ ପରିସ୍ଥିତି: ଆଗକୁ ଆହୁରି ଭୟଙ୍କର ହେବ ପରିସ୍ଥିତି

ଓଡ଼ିଶା ଭାସ୍କର: ନ୍ୟୁୟର୍କ ସହରରେ ଘୋଷଣା ହେଲା ଜରୁରୀକାଳୀନ ପରିସ୍ଥିତି । ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ନ୍ୟୁୟର୍କ ସହରରେ ଆଜି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଜାତୀୟ ପାଣିପାଗ…

ଅକ୍ଟୋବର ପହିଲାରୁ ଅନଲାଇନ୍ ଗେମିଂ ଉପରେ ୨୮% GST ଆଦାୟ କରିବେ ସରକାର: ସିବିଡିଟି ମୁଖ୍ୟ

ଓଡ଼ିଶା ଭାସ୍କର: ଏଣିକି ଅନଲାଇନ୍ ଗେମିଂ ଏବଂ ଘୋଡ଼ା ଚଢ଼ିବା ଉପରେ ୨୮ ପ୍ରତିଶତ GCT ଆଦାୟ କରିବେ ସରକାର। ଏନେଇ ସ୍ପଷ୍ଟ କରିଛନ୍ତି ସିବିଡିଟି ମୁଖ୍ୟ, ୫୧ତମ ଜିଏସଟି ପରିଷଦ ବୈଠକର ନିଷ୍ପତ୍ତିକୁ କାର୍ଯ୍ୟକାରୀ…

ଅକ୍ଟୋବର ୧ରୁ ବୁଦ୍ଧାଦିତ୍ୟ ଯୋଗ: ଏହି ସବୁ ରାଶିର ଲୋକଙ୍କର ଆରମ୍ଭ ହେବ ଭଲ ଦିନ

ଓଡ଼ିଶା ଭାସ୍କର: ୧ ଅକ୍ଟୋବରରୁ ହେବାକୁ ଯାଉଛି ବୁଦ୍ଧାଦିତ୍ୟ ଯୋଗ, ଏହି ରାଶିର ଲୋକଙ୍କର ଆରମ୍ଭ ହେବ ଭଲ ଦିନ । ଅକ୍ଟୋବର ଏକ ତାରିଖରେ ଗୋଚର କରିବାକୁ ଯାଉଛନ୍ତି ବୁଧ ଗ୍ରହ । କନ୍ୟା ରାଶିକୁ ଗୋଚର କରିବେ ବୁଧ ଦେବ,…

‘ଉଲଗ୍ନ ଫଟୋ ଦିଅ ନହେଲେ ବମ୍ ପକାଇ ଉଡାଇ ଦେବି’: ଗୋଟିଏ ଧମକରେ ବନ୍ଦ ହେଲା ସ୍କୁଲ, ଏୟାରପୋର୍ଟ, ହସ୍ପିଟାଲ, ସପିଂ ମଲ୍‌

ଓଡିଶା ଭାସ୍କର: ନାବାଳିକା ମାନେ ନଗ୍ନ ଫଟୋ ନ ପଠାଇବାରୁ ବିଭିନ୍ନ ସ୍ଥାନରେ ବୋମା ମାଡ କରିବାକୁ ଧମକ ଦେଇ ଗିରଫ ହେଲା ଯୁବକ । ସ୍କୁଲ ସମେତ ଅନେକ ସାର୍ବଜନୀନ ସ୍ଥାନରେ ୧୫୦ରୁ ଅଧିକ ନକଲି ବୋମା ରଖିଥିବା କଥା କହିବା…