ଭଦ୍ର ବ୍ୟବହାର ଦେଖାଇ ଘରେ କେହି ନ ଥିବା ବେଳେ କଳାକନା ବୁଲାଇଦେଲା ପାଖ ଘର ଭାଉଜ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଶ୍ୱାସରେ ବିଷ ଦେଲା ପଡ଼ୋଶୀ । ନିଜ ପଡ଼ୋଶୀ ଘରୁ ସୁନା ଚୋରୀ କରି ଆଉ ଏକ ଚୋରୀ କେସରେ ଫସିଲା । ଏଭଳି ଘଟଣା ପର୍ଦ୍ଧାଫାଶ କରିଛି ଚନ୍ଦ୍ରଶେଖରପୁର ପୋଲିସ। ଘଟଣାରେ ମୁଖ୍ୟ ଅଭିଯୁକ୍ତ…

(Video) ରସୁଣ ପରେ ପରେ ଏବେ ଅଦା ବି ଦେଲାଣି ଟେନସନ୍; ଚିକେନ୍ କିଲୋ ଯେତିକି ନୁହେଁ, ଅଦା…

ଭୁବନେଶ୍ୱର: ଅଦା ଖାଇଲେ ନାହିଁ ଛୁଇଁଲେ ଏବେ ରାଗ, ଅଦାକୁ ଦେଖିଲେ ବହୁଛି ଲୁହ। ରସୁଣ ପରେ ପରେ ଏବେ ଅଦା ବି ଟେନସନ ବଢାଇ ଦେଇଛି। କେତେବେଳେ ରସୁଣ ତ କେତେ ବେଳେ ଆଦା ଖାଉଟିଙ୍କ ପକେଟକୁ ଭାରି ବାଧୁଛି। ଚିକେନ୍ କିଲୋ…

BREAKING…ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ରିମାଣ୍ଡ; ୫ଦିନିଆ ରିମାଣ୍ଡରେ ନେବ ED

ରାଞ୍ଚି: ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ରିମାଣ୍ଡ । ହେମନ୍ତଙ୍କୁ ୫ ଦିନ ରିମାଣ୍ଡରେ ନେବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ମାମଲାରେ ଅଧିକ ପଚରାଉଚରା କରିବ ED । ହେମନ୍ତଙ୍କୁ…

ମଧ୍ୟାହ୍ନ ସୁଦ୍ଧା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଭାରତର ୧୦୩ ରନ୍, ଯଶସ୍ୱୀଙ୍କ ଅର୍ଦ୍ଧଶତକ 

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଭାରତ ପ୍ରଥମେ ବ୍ୟାଟିଂ କରି ମଧ୍ୟାହ୍ନ ଭୋଜନ ସୁଦ୍ଧା ୨ ୱିକେଟ୍ ହରାଇ ୧୦୩ ରନ୍ କରିଛି। ଯଶସ୍ୱୀ ଜୟସ୍ୱାଲ ୫୧ ଓ ଶ୍ରେୟସ ଆୟର ୪ଟି ଖେଳୁଛନ୍ତି। ଭାରତୀୟ ଅଧିନାୟକ…

ଝାଡ଼ଖଣ୍ଡରେ ବିଜେପି ଘୋଡ଼ା ବେପାର କରୁଛି; ଜୟରାମ ରମେଶ

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ବିଜେପି ଘୋଡ଼ା ବେପାର କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ଜୟରାମ ରମେଶ କହନ୍ତି, ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ରେ…

ରାହୁଲଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’କୁ ନେଇ ପଶ୍ଚିମବଙ୍ଗରେ ପୁଣି ବିବାଦ, ଜାଣନ୍ତୁ ମୁର୍ଶିଦାବାଦରେ କ’ଣ ହେଲା?

କୋଲକତା: ପଶ୍ଚିମବଙ୍ଗରେ ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡୋ ନ୍ୟାୟ ଯାତ୍ରା'କୁ ନେଇ ପୁଣି ବିବାଦ ସୃଷ୍ଟି ହୋଇଛି। ରାହୁଲଙ୍କ ଗସ୍ତ ଆଜି ମୁର୍ଶିଦାବାଦରେ ପହଞ୍ଚିଛି। କିନ୍ତୁ କଂଗ୍ରେସ କହିଛି ଯେ ମୁର୍ଶିଦାବାଦ ପ୍ରଶାସନ…

ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ସରଫରାଜ ଖାନଙ୍କୁ ମିଳିଲାନି ସୁଯୋଗ 

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ରୋମାଞ୍ଚକର ମ୍ୟାଚରେ ଭାରତୀୟ ଦଳ ପ୍ରଥମ ଟେଷ୍ଟ ମ୍ୟାଚ୍ ହାରିଥିଲା । ଏହି ମ୍ୟାଚ୍…

(Video) ୯ମ ଶ୍ରେଣୀରେ ପଢ଼ା ହେଉଛି କେମିିତି ହୁଏ ପ୍ରେମ, ଧୋକା ଖାଇଲେ କ’ଣ କରିବେ? ସେ ନେଇ ରହିଛି ପାଠ…

ଭୁବନେଶ୍ୱର: ଏଣିକି ସ୍କୁଲ ବହିରେ ବି ପ୍ରେମକୁ ନେଇ ପଢ଼ା ଯିବ ପାଠ। ପ୍ରେମକୁ ବହିରେ ପଢ଼ି ସିଖିବେ ଛାତ୍ରଛାତ୍ରୀ । ବୟସ ନହୋଇ ପ୍ରେମ କରୁଥିବା ପିଲାଙ୍କ ପାଇଁ ରହିଛି ଏହି ପୁରା ବିଷୟ । କେମିତି ପ୍ରେମ ହୁଏ କେମିତି…

ଫିଲ୍ମ ‘ତେରି ବାତ୍ ମେଁ ଏସା ଉଲଝା ଜିଆ’କୁ ନେଇ ଚର୍ଚ୍ଚାରେ ଶାହିଦ କପୁର

ମୁମ୍ବାଇ: ବଲିଉଡ୍ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶାହିଦ କପୁର ତାଙ୍କର ଆଗାମୀ ଫିଲ୍ମ 'ତେରି ବାତ୍ ମେଁ ଏସା ଉଲଝା ଜିଆ'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶଉତ୍ସାହ…

ରାତିର ତାପମାତ୍ରାରେ ପରିବର୍ତ୍ତନ; ବଢ଼ୁଛି ପାରଦ କମୁଛି ଶୀତ

ଭୁବନେଶ୍ବର: କଥାରେ ଅଛି 'ମାଘ ମାସର ଶୀତ ବାଘ ପରି'। ହେଲେ ଏବେଠୁ ଅର୍ଥାତ୍ ମାଘ ମାସର ପ୍ରଥମ ସପ୍ତାହରୁ ଶୀତ ଅନୁଭୂତ ହେଉନାହିଁ। ଯଦି ପାଣିପାଗ ବିଭାଗର ତଥ୍ୟ ଉପରେ ନଜର ପକାଇବା ତେବେ ସେଥିରୁ ସ୍ପଷ୍ଟ ଜଣା ଯାଉଛି ଯେ…