fbpx

ସ୍ୱାମୀଙ୍କ ଅଭିମାନ ଭରା ପଦେ କଥା ବଦଳାଇଦେଲା ମହିଳାଙ୍କ ଭାଗ୍ୟ, ୬୭ ବର୍ଷ ବୟରେ ପାଇଲେ ସଫଳତା

ଓଡ଼ିଶା ଭାସ୍କର: ବୟସର ଅପରାହ୍ଣରେ ସଫଳତା ପାଇ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି କୁଲଦୀପ ଆନ୍ଥୋନି ଫର୍ଣ୍ଣାଣ୍ଡିଜ୍ । ସେ ଗତ ୨୧ ବର୍ଷ ହେବ ଅହମ୍ମଦାବାଦର ସିଇପିଟି ବିଶ୍ୱବିଦ୍ୟାଳୟ ଅଞ୍ଚଳରେ ଏକ ଜଳଖିଆ ଦୋକାନ…

ରେଳ ଧାରଣାରୁ ପଛକୁ ଘୁଞ୍ଚିଲାନି ଛୁଆ କୁକୁର, ନାକେଦମ ପୋଲିସ ଅଧିକାରୀ

ଓଡ଼ିଶା ଭାସ୍କର: ରେଳ ଷ୍ଟେସନର ବ୍ୟସ୍ତତା ଭିତରେ ସମସ୍ତଙ୍କ ନଜର ପଡ଼ିଲା ରେଳ ଧାରଣା ଉପରେ ଦୃଢ଼ ଦମ୍ଭରେ ଠିଆ ହୋଇଥିବା ଏକ ଛୁଆ କୁକୁର ଉପରେ । ଦେହରେ ଧୂଳି-ମାଟି ଲାଗି ପୁରା ଅପରିଷ୍କାର ଦେଖାଯାଉ ଥିଲା । ତେବେ ତାର…

ଧାର୍ମିକ ପ୍ରଥାକୁ ନେଇ ହିନ୍ଦୁ ସ୍ତ୍ରୀକୁ ନିର୍ଯାତନା ଦେଉଥିଲେ ମୁସଲମାନ ସ୍ୱାମୀ, ଥାନାରେ ଅଭିଯୋଗ ଆଣିଲେ ମହିଳା

ଓଡ଼ିଶା ଭାସ୍କର: ଦିନକୁ ଦିନ ବଢିବାରେ ଚାଲିଛି ଅପରାଧିକ ମାମଲା । ଖାସ କରି ଉତ୍ତର ଭାରତରେ ଅଧିକାଂଶ ଅପରାଧିକ ମାମଲା ଦେଖିବାକୁ ମିଳୁଛି । ଉତ୍ତରପ୍ରଦେଶରରେ ମୋରାଦାବାଦରେ ଜଣେ ମହିଳା ତାଙ୍କ ସ୍ୱାମୀ ଏବଂ ତାଙ୍କ…

ମୁସଲମାନଙ୍କ ବିରୋଧରେ ଘୃଣା ପ୍ରସାର କରି ଦେଶର ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟକୁ ବୋକା ବନାଯାଉଛି: ମୌଲାନା ମଦନି

ନୂଆଦିଲ୍ଲୀ: ଜମିୟତ ଉଲେମା-ଏ-ହିନ୍ଦର ମୌଲାନା ମହମ୍ମଦ ମଦନି ରବିବାର ଦେଶର ମୁସଲମାନଙ୍କ ଅବସ୍ଥାକୁ ନେଇ କହିଛନ୍ତି ଯେ ସମଗ୍ର ବିଶ୍ୱର ମୁସଲମାନମାନେ ଏଥିରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ଉପସାଗରୀୟ ଦେଶ ଆମ ଭୂମିକା ଉପରେ…

ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ

ଭୁୂବନେଶ୍ବର: ପୋଖରୀପୁଟ ଅଞ୍ଚଳରେ ଅଭବନୀୟ ଘଟଣା | ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ | ଦୁଇ ଛାତ୍ରଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା | କ୍ୟାପିଟାଲ ହସ୍ପିଟାଲରେ ଦୁଇ ଜଣ…

ଜାତିସଂଘ ସାଧାରଣ ଅଧିବେଶନରେ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନ୍ୟୁୟର୍କ: ମିଳିତ ଜାତିସଂଘ ସାଧାରଣ ଅଧିବେଶନରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଅନଓ୍ଵାର-ଉଲ-ହକ୍ କାକରଙ୍କ କଶ୍ମୀର ପ୍ରସଙ୍ଗକୁ କଡ଼ା ଜବାବ ଦେଇଛି ଭାରତ। ମିଳିତ ଜାତିସଂଘ ସାଧାରଣ ସଭାରେ ଭାରତର ପ୍ରଥମ ସଚିବ ପେଟାଲ…

‘ମୁଁ ତୁମ ଭଉଣୀକୁ ମାରିଦେଇଛି, ଘରକୁ ଆସି ତା’ର ଅନ୍ତିମ ସଂସ୍କାର କର’, ପତ୍ନୀଙ୍କୁ ହତ୍ୟା କରି ଶାଳକକୁ ଡାକିଲା ଭିଣୋଇ

ଓଡ଼ିଶା ଭାସ୍କର: ମୁଁ ତୁମ ଭଉଣୀକୁ ହତ୍ୟା କରିଛି, ଆସି ତା'ର ଅନ୍ତିମ ସଂସ୍କାର କର। ପତ୍ନୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଫୋନରେ ଏକଥା କହିବା ପରେ ଶାଶୁଘର ଲୋକେ ଆଶ୍ଚର୍ଯ୍ୟ। ପତ୍ନୀଙ୍କୁ ହତ୍ୟା କରିବାର…

ଅଧିକ ସମୟ ଫୋନ ଧରୁଥିଲେ କରନ୍ତୁ ଏହି ସେଟିଂ, ବଦଳିଯିବ ଅଭ୍ୟାସ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମସ୍ତଙ୍କ ପାଇଁ ମୋବାଇଲ ଫୋନ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି ଯେ ଏହା ଉପରେ ଆମେ ସମ୍ପୁର୍ଣ୍ଣ ନିର୍ଭର କରିବା ଆରମ୍ଭ କରିଦେଲେଣି। ସବୁବେଳେ ଫୋନ୍ ଚଲାଇ ବହୁ ସମୟ ନଷ୍ଟ କରୁଛନ୍ତି…

କଳାକାରଙ୍କୁ ନିମନ୍ତ୍ରଣକଲେ ହେଲେ ରାଷ୍ଟ୍ରପତିଙ୍କୁ ଭୁଲିଗଲେ, ବିଜେପିକୁ ଟାର୍ଗେଟ କରି ଏପରି କହିଲା କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ସଂସଦର ନୂଆ ବିଲଡିଂର ଉଦଘାଟନ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରି ନଥିଲା ବିଜେପି।…

୨୦୨୪ ନିର୍ବାଚନରେ ଓଡ଼ିଶା ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ?

ଭୁବନେଶ୍ୱର: କିଛିଦିନ ତଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମାଲକାନଗିରି ଗସ୍ତରେ ଯାଇଥିଲେ । ତାଙ୍କୁ ସେଠାରେ ଶହ ଶହ ଜନତା ଓ ବିଜେପି କର୍ମୀ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ସେହି ସମୟରେ ବିଜେପି ରାଜ୍ୟ ସଭାପତି…