RJD ସାଂସଦ ମନୋଜ ଝାଙ୍କ ‘ଦ୍ୱନ୍ଦ୍ୱପୂର୍ଣ୍ଣ’ ବୟାନର ଜବାବ ଦେଲା JDU

ପାଟନା: ଜେଡିୟୁ ମୁଖ୍ୟ ମୁଖପାତ୍ର ନୀରଜ କୁମାର ଆରଜେଡିର ରାଜ୍ୟସଭା ସାଂସଦ ମନୋଜ ଝାଙ୍କ ଦ୍ୱନ୍ଦ୍ୱପୂର୍ଣ୍ଣ ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନୀତୀଶ କୁମାର ଦ୍ୱନ୍ଦ୍ୱର ରାଜନୀତି କରନ୍ତି…

ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ: ଶତକରୁ ବଞ୍ଚିତ ହେଲେ କେଏଲ ରାହୁଲ

ହାଇଦ୍ରାବାଦ: ହାଇଦ୍ରାବାଦରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ୫ ୱିକେଟ୍ ହରାଇ ୩୦୩ ରନ୍ କରିଛନ୍ତି । ଭାରତ ପକ୍ଷରୁ କେଏଲ୍ ରାହୁଲ ଭଲ ବ୍ୟାଟିଂ କରିଥିଲେ ହେଁ ସେ ୮୬ ରନ୍…

ରାଜ୍ୟବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ନିଶ୍ଚିତ ଭାବେ ପୂରଣ ହେବ; ତେଜସ୍ୱୀ ଯାଦବ

ପାଟନା: ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଛନ୍ତି। ବେରୋଜଗାରୀକୁ ସବୁଠାରୁ ବଡ଼ ଶତ୍ରୁ ବୋଲି ବର୍ଣ୍ଣନା କରି ତେଜସ୍ୱୀ ଯାଦବ କହିଛନ୍ତି, ଆମ ସରକାର…

ଦୁଇ ପାକିସ୍ତାନୀ ନାଗରିକଙ୍କୁ ହତ୍ୟା ଅଭିଯୋଗର ଜବାବ ଦେଲା ଭାରତ

ନୂଆଦିଲୀ: ଦୁଇ ଜଣ ପାକିସ୍ତାନୀ ନାଗରିକଙ୍କୁ ହତ୍ୟା କରିଥିବା ପାକିସ୍ତାନର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । ପାକିସ୍ତାନର ବୈଦେଶିକ ସଚିବଙ୍କ ବୟାନ କୁ ନେଇ ଆମେ କିଛି…

ଲାଲୁଙ୍କ ଝିଅଙ୍କ ଟୁଇଟ୍ ଉପରେ JDU ନେତା କହିଲେ- ବଡ଼ଙ୍କ କଥାରେ ପିଲା କଥା ହେବା ଉଚିତ ନୁହେଁ

ନୂଆଦିଲ୍ଲୀ: ଲାଲୁ ପ୍ରସାଦଙ୍କ ଝିଅ ରୋହିଣୀ ଆଚାର୍ଯ୍ୟଙ୍କ ଟୁଇଟ୍ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଜେଡିୟୁ ମୁଖପାତ୍ର କେସି ତ୍ୟାଗୀ କହିଛନ୍ତି ଯେ ସେ ପିଲାମାନଙ୍କ କଥା ଉପରେ କୌଣସି ମନ୍ତବ୍ୟ ଦିଅନ୍ତି…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ନୀତୀଶ; ବିହାରରେ ପୁଣି ବାଜି ମାରିବ କି BJP

ପାଟନା: ଖୁବଶୀଘ୍ର ବିହାର ରାଜନୀତିରେ ବଡ଼ ଧରଣର ଅଦଳବଦଳ ହେବାକୁ ଯାଉଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମସ୍ତ ବିଧାୟକଙ୍କୁ ପାଟନା ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୀତୀଶ କୁମାର ଯେକୌଣସି ସମୟରେ…

ମୋଦୀଙ୍କୁ ଖଡ଼ଗେଙ୍କ ଟାର୍ଗେଟ; ‘ସଙ୍କଟ ଆସିଲେ ବାହାନା କରି ଚୀନ-ପାକିସ୍ତାନ ଓ ଭଗବାନଙ୍କ ନାଁ ନିଅନ୍ତି’

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ। ଗୁରୁବାର ତେଲେଙ୍ଗାନାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଖଡଗେ କହିଛନ୍ତି, ଆସନ୍ତାକାଲି ଯଦି…

ଖୋଲା କାର୍ ରେ ସିଂହକୁ ବୁଲାଇବା ପଡ଼ିଲା ମହଙ୍ଗା; ଗିରଫ ହେଲେ ମହିଳା

ନୂଆଦିଲ୍ଲୀ: ଥାଇଲାଣ୍ଡରେ ଏକ ପୋଷା ସିଂହକୁ କାର୍ ରେ ବୁଲାଇବା ଅଭିଯୋଗରେ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ଏହି ଘଟଣାର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ବେଣ୍ଟଲେର ଏକ ସିଂହ ବେକରେ ଏକ ପଟ୍ଟା ବାନ୍ଧି ସିଟ୍…

ଆସନ୍ତା କାଲି ସାଧାରଣତନ୍ତ୍ର ଦିବସ ପାଇଁ ବନ୍ଦ ରହିବ ରାଜ୍ୟର ସବୁ ପେଟ୍ରୋଲ ପମ୍ପ୍

ଭୁବନେଶ୍ୱର: କାଲି ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ୟର ସବୁ ପେଟ୍ରୋଲ ପମ୍ପ ବନ୍ଦ ରହିବ । ଜରୁରୀ ସେବା ପାଇଁ ପ୍ରତି ଜିଲ୍ଲାର କିଛି ପେଟ୍ରୋଲ ପମ୍ପ ଖୋଲା ରହିବ । ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ପେଟ୍ରୋଲ…

BREAKING…ଭୁବନେଶ୍ଵର; ନବଜାତ ଶିଶୁକୁ କଣ୍ଟା ବୁଦାରେ ଫିଙ୍ଗି ଚାଲିଗଲା ନିଷ୍ଠୁର ମା’

ଭୁବନେଶ୍ଵର: ପୁଣି ଅଲୋଡା ହେଲା ନବଜାତ ଶିଶୁ । ଅଖା ବସ୍ତାରେ ପୁରାଇ ନବଜାତ ଶିଶୁକୁ କଣ୍ଟା ବୁଦାରେ ଫିଙ୍ଗି ଚାଲିଗଲା ନିଷ୍ଠୁର ମା'। ଖୋଦ ରାଜଧାନୀରେ ଘଟିଛି ଏଭଳି ଘଟଣା। କିଛିଦିନ ତଳେ ଏଭଳି ଏକ ମାମଲା ସାମ୍ନାକୁ…