ଆୟୁର୍ବେଦରୁ ମିଳିଲା ସାଇଟିକାର ସଫଳ ଚିକିତ୍ସା ପଦ୍ଧତି; କରନ୍ତୁ ଏହି ପତ୍ରର ସେବନ….
ଓଡ଼ିଶା ଭାସ୍କର: ହାଡ଼ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଆମକୁ ଠିଆ ହେବାଠୁ ନେଇ ସବୁ କାର୍ଯ୍ୟ କରିବାକୁ ହାଡ଼ ସାହାଯ୍ୟ କରିଥାଏ । ହାଡ଼ ସାଧାରଣତଃ କ୍ରମାଗତ ଭାବରେ ନଷ୍ଟ ହେବା ଏବଂ ଗଠନ ହେବାରେ ଲାଗିଥାଏ ।…