ମହିଳା ସଂରକ୍ଷଣ ବିଲ୍ ଉପରେ ଜାତିସଂଘର ବୟାନ: କହିଲା ବିଶ୍ୱର ଏକ ନମ୍ବର ହେବ ଭାରତ

ନୂଆଦିଲ୍ଲୀ: ସମାନତା କଥା ହେଉ କି ମହିଳା ଅଧିକାର କଥା ହେଉ ରାଜନୀତିରେ ଲିଙ୍ଗ ଭିତ୍ତିକ ସଂରକ୍ଷଣ ଗୁରୁତ୍ୱପୂର୍ଣ୍ଣ। ଭାରତରେ ମହିଳା ସଂରକ୍ଷଣ ବିଲ୍ କୁ ଠିକ୍ ସମୟରେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ରାଜନୈତିକ ଦଳ…

ଆସୁଛି ସୌଭାଗ୍ୟ ଲକ୍ଷ୍ମୀ ଯୋଗ: ଏସବୁ ରାଶିର ଲୋକଙ୍କୁ ମିଳିବାକୁ ଯାଉଛି ମା’ ଲକ୍ଷ୍ମୀଙ୍କର ଅପାର କୃପା

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେପ୍ଟେମ୍ବର ୧୯ରୁ ଏହି ସବୁ ରାଶିରେ ହେବାକୁ ଯାଉଛି ସୌଭାଗ୍ୟ ଲକ୍ଷ୍ମୀ ଯୋଗ। ସେମାନଙ୍କ ଜୀବନରେ ଘଟିବାକୁ ଯାଉଛି ଆଶ୍ଚର୍ଯ୍ୟଜନକ ଘଟଣା ଏବଂ ମିଳିବ ଲକ୍ଷ୍ମୀଙ୍କର ଅପାର…

ଭାରତ-କାନାଡା ବିବାଦ: ଜଷ୍ଟିସ ଟ୍ରୁଡୋଙ୍କ ଅଭିଯୋଗକୁ ମୋହରା କରି ବିଷଭରା କଥା କହିଲା ପାକିସ୍ତାନ

ଓଡ଼ିଶା ଭାସ୍କର: ଭାରତ ବିରୋଧରେ ସବୁବେଳେ ବିଷ ଓଗାଳୁଥିବା ପାକିସ୍ତାନକୁ ପୁଣି ସୁଯୋଗ ମିଳିଛି। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋଙ୍କ ଅଭିଯୋଗକୁ କେନ୍ଦ୍ରକରି ପାକିସ୍ତାନ ଆଉଥରେ ଏପରି ସୁଯୋଗ ପାଇଛି।…

‘ମୋ ଭାଉଜ ଜଣେ କଲ୍‌ଗାର୍ଲ’….ସମ୍ପର୍କ ରଖିବାକୁ ମନା କରିବାରୁ କଲ୍‌ଗାର୍ଲ କହି ଭାଉଜ ନମ୍ବର ଭାଇରାଲ୍‌ କଲା ଦିଅର

ଓଡ଼ିଶା ଭାସ୍କର: ଉତ୍ତରପ୍ରଦେଶର ଶାହଜହାଁପୁର ଆସିଛି ଏକ ହୃଦୟ ବିଦାରକ ଖବର। ଜଣେ ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ଵାମୀ ବିଦେଶରେ ରୁହନ୍ତି। ହେଲେ ବର୍ତ୍ତମାନ ଶଶୁରଘର ଲୋକ ତାଙ୍କୁ ଘରେ ପଶିବାକୁ…

କେବେ ବି ବାଥରୁମରେ ରଖନ୍ତୁ ନାହିଁ ଟୁଥ୍ ବ୍ରସ୍: ଜାଣନ୍ତୁ ଏହା ଦ୍ୱାରା କ’ଣ ହୋଇଥାଏ କ୍ଷତି….

ଓଡ଼ିଶା ଭାସ୍କର: ବଡ଼ ପରିବାର କିମ୍ବା ବାହାରେ ରହୁଥିବା ଲୋକମାନେ ପ୍ରାୟତଃ କମନ୍ ବାଥରୁମ୍ ବ୍ୟବହାର କରନ୍ତି । ସେଠି ସମସ୍ତଙ୍କ ଟୁଥ୍ ବ୍ରସ୍ ସବୁ ଏକାଠି ରଖାଯାଏ, ଯାହା ଅତ୍ୟନ୍ତ ଖରାପ ହୋଇଥାଏ । ଦାନ୍ତ…

ମୋ ଆଧାର ମୋ ପରିଚୟରେ ସାମିଲ ହେଲେ ଅଗ୍ରପୂଜ୍ୟ ଗଣେଶ

କଟକ: ଅଗ୍ରପୂଜ୍ୟ ଗଣେଶଙ୍କ ପାଖରେ ଏବେ ଅଛି ଆଧାର କାର୍ଡ । ଏବେ ଗଣେଶ ବି ବନାଇ ସାରିଛନ୍ତି ଆଧାର କାର୍ଡ । ମୋ ଆଧାର ମୋ ପରିଚୟରେ ସାମିଲ ହୋଇଯାଇଛନ୍ତି । ହଁ ଆଜ୍ଞା ଏବେ ଶ୍ରୀ ଗଣେଶଙ୍କ ର ଆଧାରକାର୍ଡ ସମସ୍ତେ ଦେଖି…

ସିନେମା ହଲ୍‌ରେ ଇତିହାସ ସୃଷ୍ଟି କରିବାସହ ୮୮୩ କୋଟି ଆୟ କରିସାରିଲାଣି ‘ଯବାନ’

ଓଡ଼ିଶା ଭାସ୍କର: ସିନେମା ହଲ୍‌ରେ ଇତିହାସ ସୃଷ୍ଟି କରିବାରେ ଲାଗିଛି ଶାହରୁଖ୍‌ ଖାନ୍‌ଙ୍କ ଫିଲ୍ମ ‘ଯବାନ’। ରିଲିଜ୍‌ ହେବା ଦିନରୁ ପ୍ରଶଂସକଙ୍କର ଜବରଦସ୍ତ ମନୋରଞ୍ଜନ କରାଉଥିବା ଏହି ସିନେମାଟି ପ୍ରଥମ ଦିନରୁ ଯାଦୁ…

ନିପା ଭାଇରସରେ ସଂକ୍ରମିତ ୩୫୨ ଜଣଙ୍କ ଅବସ୍ଥା ଗୁରୁତର

ଓଡ଼ିଶା ଭାସ୍କର: କେରଳ କୋଜିକୋଡେରେ ଗତ ଚାରି ଦିନ ମଧ୍ୟରେ ନିପା ଭାଇରସରେ କୌଣସି ବ୍ୟକ୍ତି ସଂକ୍ରମିତ ହୋଇ ନ ଥିବା ଜଣାପଡିଛି। ଗତକାଲି ପରୀକ୍ଷା ହୋଇଥିବା ୪୨ଟି ନମୁନାରେ କୌଣସି ସଂକ୍ରମଣ ମାମଲା ଚିହ୍ନଟ ହୋଇ ନାହିଁ।…

ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ଖଡ଼ଗେ ଓ ନିର୍ମଳାଙ୍କ ରାଜନୈତିକ ବୟାନବାଜୀ

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲକୁ ନେଇ ଜାରିରହିଛି ରାଜନୈତିକ ବୟାନବାଜୀ। ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ମଙ୍ଗଳବାର କହିଛନ୍ତି ଯେ ୨୦୧୦ମସିହାରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇସାରିଥିଲା,…

ଚାରି ବର୍ଷ ପରେ ପୁଣି ନାଗାଙ୍କ ପ୍ରେମରେ ସାମନ୍ଥା !

ଓଡ଼ିଶା ଭାସ୍କର: ବିବାହର ଚାରି ବର୍ଷ ପରେ ସାଉଥ୍ ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ପରସ୍ପରକୁ ଛାଡ଼ପତ୍ର ଦେଉଥିବା ଖବର ଅକ୍ଟୋବର ୨, ୨୦୨୧ରେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। ଏହି ଘୋଷଣା ଉଭୟଙ୍କ…