fbpx

ମା’ ତାରାତାରିଣୀ ମନ୍ଦିରରେ ଅଗ୍ନିକାଣ୍ଡ; ଦୀପଘରେ ଲାଗିଥିବା ଦୀପରୁ ବ୍ୟାପିଲା ନିଆଁ

ଗଞ୍ଜାମ: (ଓଡ଼ିଶା ଭାସ୍କର) ମା’ ତାରାତାରିଣୀ ମନ୍ଦିରରେ ଅଗ୍ନିକାଣ୍ଡ। ପାହାଡ଼ ଉପର ମା’ ଙ୍କ ମନ୍ଦିରରେ ଥିବା ଦୀପଘରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ଦୀପଘରେ ଲାଗିଥିବା ଦୀପରୁ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ କାହାରି କିଛି କ୍ଷୟକ୍ଷତି ହୋଇନାହିଁ । ଅଗ୍ନିଶମ ବିଭାଗ ଦ୍ବାରା ନିଆଁକୁ ଆୟତ୍ତ କରାଯାଉଛି ।

Get real time updates directly on you device, subscribe now.