କେରଳରେ ମଙ୍କିପକ୍ସର ଏଣ୍ଟ୍ରି ପରେ ଆଲର୍ଟରେ ସରକାର: ସ୍କ୍ରିନିଂ-ଟେଷ୍ଟିଂ ବଢ଼ାଇବା ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେରଳରେ ମଙ୍କିପକ୍ସର ଏକ ସନ୍ଦିଗ୍ଧ କେସ୍ ମିଳିବା ପରେ କେନ୍ଦ୍ର ସରକାର ସତର୍କ ହୋଇଯାଇଛନ୍ତି । କେନ୍ଦ୍ରଶାସିତ ଅଞ୍ଚଳ ସମେତ ସମସ୍ତ ରାଜ୍ୟକୁ ଚିଠି ଲେଖି ସଜାଗ ରହିବାକୁ କହିଛନ୍ତି କେନ୍ଦ୍ର ସରକାର ।…

ପ୍ରଶ୍ନପତ୍ର ଲିକ୍ ମାମଲା: ୧୯ରେ ହେବ ଏଜୁକେସନ ଅନର୍ସ ପରୀକ୍ଷା

ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁର ବିଶ୍ୱବିଦ୍ୟାଳୟର +୩ ତୃତୀୟ ବର୍ଷ ଏଜୁକେସନ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡିବା ପରେ ପରୀକ୍ଷା ବାତିଲ ହୋଇଥିଲା । ଏଜୁକେସନ ଅନର୍ସ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଖୋଦ୍…

କାଶୀପୁରରେ ଝାଡ଼ାବାନ୍ତି ଯୋଗୁଁ ଚାଲିଗଲା ୪ ଜୀବନ: ପହଞ୍ଚିନି ମେଡିକାଲ ଟିମ୍

ରାୟଗଡ଼ା(ଓଡ଼ିଶା ଭାସ୍କର): କରୋନା ପୁଣି ବଢ଼ୁଥିବା ବେଳେ ରାୟଗଡ଼ା କାଶିପୁର ବ୍ଲକରେ ଝାଡ଼ାବାନ୍ତି ସାଜିଛି ମୁଣ୍ଡବିନ୍ଧାର କାରଣ । ଝାଡ଼ାବାନ୍ତି ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କାଲି ରାତିରେ ଟିକିରି…

ରାଜ୍ୟରେ ଆଜିଠୁ ମାଗଣା ବୁଷ୍ଟର ଡୋଜ୍: କଲେଜ, ହଷ୍ଟେଲରେ ମଧ୍ୟ ଦିଆଯିବ ଟିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ପୁଣି ବଢ଼ିବାରେ ଲାଗିଥିବା ବେଳେ ବୁଷ୍ଟର ଡୋଜକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହାରି ମଧ୍ୟରେ ରାଜ୍ୟରେ ଆଜିଠାରୁ ମାଗଣା ବୁଷ୍ଟର ଡୋଜ୍ ଦିଆଯିବ । ଆଜିଠୁ ସରକାରୀ ଟିକାକରଣ…

ଘର କରିବାକୁ ସୁବର୍ଣ୍ଣ ସୁଯୋଗ: କ୍ୱିଣ୍ଟାଲ ପିଛା ୨୦୦୦ ଟଙ୍କା ଶସ୍ତା ହେଲା ଲୁହା ରଡ, ଇଟା-ସିମେଣ୍ଟ ମଧ୍ୟ ଖସିଲା ଦାମ୍

ନୂଆଦିଲ୍ଲୀ: ମେ ମାସ ଶେଷ ଆଡକୁ ସାରା ଦେଶରେ ପୁଣି ଥରେ ଲୁହା ରଡ ଦାମ୍ ବଢ଼ିବାରେ ଲାଗିଥିଲା । ଜୁନର ପ୍ରଥମ ସପ୍ତାହରୁ ଲଗାତାର ଭାବେ ଏହାର ରେଟ୍ ବଢ଼ିବାରେ ଲାଗିଛି । ଏହି କାରଣରୁ ଗତ ଦେଢ଼ ମାସ ଭିତରେ ଦେଶର ବିଭିନ୍ନ…

(ଭିଡିଓ) ମାଲକାନଗିରି ସୀମାନ୍ତରେ ପ୍ରବଳ ବର୍ଷା: ଭାସିଗଲା ଟ୍ରକ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ ଉପକୂଳ ଓଡ଼ିଶା ଉପରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଓ ତତସହିତ ଜଡ଼ିତ ସାମୁଦ୍ରିକ ଘୂର୍ଣ୍ଣିବଳୟ ସମୁଦ୍ର ପତନର ୭.୬ କିଲୋମିଟର ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଦିଗକୁ ଅଗ୍ରସର…

(Video)ମହିଳାଙ୍କର ନିଆରା ପ୍ରୟାସ: ବିଜେପି ବିଧାୟକ ଓ ମ୍ୟୁନସିପାଲ କାଉନସିଲଙ୍କ ଉପରେ ଢ଼ାଳିଦେଲେ କାଦୁଅ

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁଁ ଅଧା ଭାରତ ବୁଡ଼ିଗଲାଣି ତ ଆଉ କିଛି ଜିଲ୍ଲାରେ ବର୍ଷାକୁ ଚାତକ ଭଳି ଚାହିଁ ବସିଛନ୍ତି ଲୋକେ । ଏପରି କିଛି ପରିସ୍ଥିତି ଯୋଗୁଁ ସମସ୍ୟାରେ ଥିବା ଉତ୍ତରପ୍ରଦେଶର ମହାରାଜଗଞ୍ଜର ମହିଳାମାନେ…

ଖାଇବାରେ ଅଧିକ ଲୁଣର ବ୍ୟବହାର ଦ୍ୱାରା ବଢ଼ିଯାଏ ମୃତ୍ୟୁର ଆଶଙ୍କା: ରିସର୍ଚ୍ଚରୁ ଖୁଲାସା

ଖାଇବାର ସ୍ୱାଦ ବଢ଼ାଇବା ପାଇଁ ଲୁଣ ନିହାତି ଦରକାର । ଲୁଣ ବିନା ଆପଣ ଖାଇବା ଯେତେ ଭଲରେ ବନାନ୍ତୁ ନା କାହିଁକି, ତାହା ସ୍ୱାଦହୀନ ହୋଇଯିବ । କିନ୍ତୁ ଯଦି ଆପଣ ଖାଇବାରେ ଅତ୍ୟଧିକ ଲୁଣ ପକାଇ ଖାଉଛନ୍ତି, ତେବେ ସମୟ…

ଆରମ୍ଭ ହୋଇଗଲା ଶ୍ରାବଣ ମାସ: ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ଶିବଙ୍କ ପୂଜା, ପୂରଣ ହେବ ସମସ୍ତ ମନୋକାମନା

ନୂଆଦିଲ୍ଲୀ: ଭଗବାନ୍ ଶିବଙ୍କ ପ୍ରିୟ ମାସ ଶ୍ରାବଣ ୨୦୨୨ ଆଜି ଅର୍ଥାତ୍ ୧୪ ଜୁଲାଇରୁ ଆରମ୍ଭ ହୋଇଛି । ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏହି ମାସରେ ଶିବଙ୍କୁ ପୂଜା କରିବା ଦ୍ୱାରା ଦୁଇଗୁଣ ଫଳ ମିଳିଥାଏ । ଚଳିତ ବର୍ଷ ଶ୍ରାବଣ…

କାଲିଠୁ ମାଗଣା ବୁଷ୍ଟର ଡୋଜ୍ ନେଇ କ’ଣ କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ? ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ କରୋନା ଭାଇରସ୍ ପୁଣି ଘାଇଲା ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ବୁଷ୍ଟର ଡୋଜକୁ ଗୁରୁତ୍ୱ ଦିଆଯାଉଛି । ଆସନ୍ତାକାଲି ଠାରୁ ୧୮ ରୁ ୫୯ ବର୍ଗର ଲୋକଙ୍କୁ ମାଗଣା ଟିକାକରଣକୁ ନେଇ…