Breaking News ପକେଟ୍ ଖର୍ଚ୍ଚ ପାଇଁ ମାସକୁ ୧୫୦୦ ଟଙ୍କା ଦେବେ ସରକାର Sushreejyoti Routray Jul 7, 2022 ନୂଆଦିଲ୍ଲୀ: ଦେଶରେ ଚାକିରିକୁ ନେଇ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି । ସରକାରୀ ଠାରୁ ବେସରକାରୀ କ୍ଷେତ୍ର ପର୍ଯ୍ୟନ୍ତ, ଚାକିରିର ସୁଯୋଗ ବହୁତ କମ ହୋଇଯାଉଛି । ଏହି କାରଣରୁ ଦେଶରେ ବେକାରଙ୍କ ସଂଖ୍ୟା କ୍ରମାଗତ…
Breaking News ଭିଜିଲାନ୍ସ ଜାଲରେ ସୁପରଭାଇଜର: ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଟିମ୍ Sushreejyoti Routray Jul 7, 2022 ପୁରୀ(ଓଡ଼ିଶା ଭାସ୍କର): ଦିନକୁ ଦିନ ଦୁର୍ନତିଖୋର ଅପରାଧୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଖଦି ଗ୍ରାମୋଦ୍ୟୋଗ…
Breaking News ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ପ୍ରଦୀପ ପାଣିଗ୍ରାହୀ: ମୋଦୀଙ୍କୁ ପ୍ରଶଂସା କରି କହିଲେ ଏପରି Sushreejyoti Routray Jul 7, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ଏବେଠୁ ଜୋର ଧରିଛି ରାଜନୀତି । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ବା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ କରିବାକୁ ବିଜେଡ଼ି ହଁ କହିଥିବା ବେଳେ…
Breaking News ଶ୍ରେଣୀଗୃହରେ ୫ ବର୍ଷର ଛାତ୍ରକୁ ଅତି ନିର୍ମମ ଭାବେ ପିଟିଲେ ଶିକ୍ଷକ: Video ହେଲା ଭାଇରାଲ Sushreejyoti Routray Jul 7, 2022 ପାଟନା: ଶିକ୍ଷକଙ୍କୁ ଭଗବାନଙ୍କ ସ୍ଥାନରେ ରଖାଯାଇଛି । ମାତା,ପିତାଙ୍କ ପରେ ଗୁରୁଙ୍କ ଉପରେ ଅଧିକ ବିଶ୍ୱାସ କରାଯାଏ । କିନ୍ତୁ ପାଟନାର ଜଣେ ଶିକ୍ଷକ ଠିକ୍ ଭୁଲ ଭିତରେ ଅନ୍ତର ଶିଖାଇବା ବ୍ୟତୀତ ନିଜେ ଭୁଲ କରି ବସିଛନ୍ତି…
Breaking News ଭାରତରେ ଠାବ ହେଲା କରୋନାର ନୂଆ ସବ୍-ଭାରିଆଣ୍ଟ: WHO Sushreejyoti Routray Jul 7, 2022 ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ପୁଣି ବ୍ୟାପିବାରେ ଲାଗିଥିବା ବେଳେ ଆସିଛି ବଡ଼ ଖବର । ଓମିକ୍ରନର ନୂଆ ସବ୍ ଭାରିଆଣ୍ଟ ଦେଶରୁ ଠାବ ହୋଇଛି । ଭାରତ ସହ ୧୦ଟି ଦେଶରେ ଏହି ନୂଆ ଭାରିଆଣ୍ଟ ଠାବ ହୋଇଥିବା ଡବ୍ଲୁଏଚଓ ବା…
Breaking News କାଳୀ ପୋଷ୍ଟର ବିବାଦ ପରେ ଫିଲ୍ମ ନିର୍ମାତା ଲୀନାଙ୍କ ନୂଆ ଟ୍ୱିଟ୍: ‘ଶିବ-ପାର୍ବତୀ’ଙ୍କୁ ସିଗାରେଟ୍ ଟାଣୁଥିବାର ଦେଖାଇଲେ Sushreejyoti Routray Jul 7, 2022 ନୂଆଦିଲ୍ଲୀ: ଡକ୍ୟୁମେଣ୍ଟାରୀ ସିନେମା କାଳୀର ପୋଷ୍ଟରକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ତୀବ୍ର ହେବାରେ ଲାଗିଛି । କାଳୀ ପୋଷ୍ଟର ଫିଲ୍ମର ବିବାଦ ମଧ୍ୟରେ ଫିଲ୍ମ ନିର୍ମାତା ଲୀନା ମନିମେକଲାଇ ଆଉ ଏକ ଟ୍ୱିଟ୍ କରିଛନ୍ତି…
Breaking News (Video) ଛାତ୍ରୀ ନିଖୋଜ ଘଟଣାରେ ନୂଆ ଟ୍ୱିଷ୍ଟ୍: ମୁହଁ ଖୋଲିଲେ ସୁଭାଷିନୀ, କହିଲେ – ‘ମୋତେ ଖୋଜନି ବାପା, ମୁଁ ପ୍ରେମିକ ସହ ପଳେଇ… Sushreejyoti Routray Jul 7, 2022 ଭୁବନେଶ୍ୱର: ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ସୁଭାଷିନୀ ମଲ୍ଲିକ ହଷ୍ଟେଲ୍ରୁ ନିଖୋଜ ହେବା ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ୍ । ଘର ଲୋକ ଓ ପୋଲିସ ସୁଭାଷିନୀଙ୍କୁ ଖୋଜିବାରେ ଲାଗିପଡ଼ିଥିବା ବେଳେ ଏକ ଭିଡିଓ ପୋଷ୍ଟ କରିଛନ୍ତି,…
Breaking News (Video) ମେୟରଙ୍କ କନିଆଁ ସାଜିଲା କୁମ୍ଭୀର: ପାରମ୍ପରିକ ଗୀତରେ ଦୁଲୁକିଲା ସହର Sushreejyoti Routray Jul 7, 2022 ବାଜା ବାଣ ରୋଷଣୀ ନେଇ ଆସିଲା ବରଯାତ୍ରୀ । ପାରମ୍ପରିକ ଗୀତ ବାଦ୍ୟରେ ଦୁଲୁକିଲା ସହର । ବର ସାଜିଲେ ମେୟର ଆଉ ତାଙ୍କ କନିଆଁ ସାଜିଲା କୁମ୍ଭୀର । କୁମ୍ଭୀର ସହ ବିବାହ କରିଲେ ଜଣାଶୁଣା ମେୟର । କଥାଟା ଶୁଣି ଆଶ୍ଚର୍ଯ୍ୟ…
Breaking News ମୋହନାରେ ଅଘଟଣ: ଶ୍ୱାସରୁଦ୍ଧ ହେବାରୁ ଚାଲିଗଲା ୩ ଜୀବନ Sushreejyoti Routray Jul 7, 2022 ମୋହନା(ଓଡ଼ିଶା ଭାସ୍କର): ଚାଓମିନ୍ ଫ୍ୟାକ୍ଟ୍ରିରେ ଶ୍ୱାସରୁଦ୍ଧ ହେବାରୁ ୩ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ନାରାୟଣ ନଗରରେ ଥିବା ଫ୍ୟାକ୍ଟ୍ରିରେ ଶ୍ୱାସରୁଦ୍ଧ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସେହି ୩…
Breaking News ୧୨ ଘଣ୍ଟା ପାଇଁ ବନ୍ଦ ରହିବ ଓଡ଼ିଶାର ଏହି ସହର, ଜାଣନ୍ତୁ କାହିଁକି Sushreejyoti Routray Jul 7, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହରରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବାଣିଜ୍ୟକର ଓ ଜିଏସଟି ବିଭାଗର ଘନଘନ ଚଢ଼ାଉକୁ ବିରୋଧ କରି ଏହି ବନ୍ଦ ପାଳନ କରାଯାଉଥିବା ଜଣାପଡିଛି । ଫଳରେ…