ମହାରାଷ୍ଟ୍ରରେ ରାଜନୈତିକ ଖେଳ! ଗୁଜୁରାଟ ପହଞ୍ଚିଲେ ଶିବସେନାର ୧୦ରୁ୧୨ ବିଧାୟକ, ସଙ୍କଟରେ ଉଦ୍ଧବ ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ଥରେ ରାଜନୈତିକ ଉତ୍ତେଜନା ଦେଖିବାକୁ ମିଳିଛି । ସୋମବାର ଦିନ ଏମଏଲସି ନିର୍ବାଚନରେ ଶିବସେନା ୩ ଏମଭିଏ ଗଠବନ୍ଧନକୁ ଝଟକା ଦେଇଛି ବିଜେପି ଓ ମଙ୍ଗଳବାର ଦିନ ଶିବସେନାର ୧୦ ରୁ ୧୨ ବିଧାୟକ…

୧ ଜୁଲାଇରୁ ଯଦି ଲାଗୁ ହୁଏ ନୂଆ ଲେବର କୋଡ୍, ତେବେ ଜାଣନ୍ତୁ କିପରି ବଦଳିଯିବ ଆପଣଙ୍କ ଦରମା, PF ଓ କାମର ସମୟ

ନୂଆଦିଲ୍ଲୀ: ଚାକିରୀ କରୁଥିବା ଲୋକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଜୁଲାଇ ୧ ରୁ ଚାକିରି ସମ୍ବନ୍ଧୀୟ ନିୟମରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି । କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ପାଇଁ ମୋଦୀ ସରକାର ନୂଆ ଲେବର କୋଡ…

ଏବେ ବି ବହୁୂତ ଶସ୍ତାରେ ମିଳୁଛି ଲୁହା ରଡ୍ ଓ ସିମେଣ୍ଟ: ଘର ତିଆରି ପୂର୍ବରୁ ଚେକ୍ କରନ୍ତୁ ରେଟ୍

ନୂଆଦିଲ୍ଲୀ: ଯଦି ଆପଣ ଘର ତିଆରି କରିବାକୁ ଯୋଜନା କରୁଛନ୍ତି, ତେବେ ବିଳମ୍ବ କରନ୍ତୁ ନାହିଁ । ରେକର୍ଡ ସ୍ତରରୁ ତଳକୁ ଖସିବା ପରେ ପୁଣିଥରେ ଲୁହା ରଡ ସମେତ ଘର ନିର୍ମାଣ ସାମଗ୍ରୀର ମୂଲ୍ୟ ବଢ଼ିବାରେ ଲାଗିଛି । କେବଳ…

ପ୍ରେମିକା ମଥାରେ ଆଉ କାହା ନାଁର ସିନ୍ଦୁର ଦେଖି ସହିପାରିଲେନି ପ୍ରେମିକ, ହାରିଦେଲେ ଜୀବନ: ଦେଖନ୍ତୁ Video

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): ଆଜିକାଲି ପ୍ରେମ ସମ୍ପର୍କକୁ ନେଇ ଅନେକ ମାମଲା ସାମ୍ନାକୁ ଆସୁଛି । କେଉଁଠି ପୁଅ ଧୋକା ଖାଇ ଜୀବନ ହାରୁଛି ତ ଆଉ କେଉଁଠି ଦୁନିଆକୁ ଅଲବିଦା କହୁଛି ଝିଅ । ସେହିଭଳି ଏକ ଅଧୁରା ପ୍ରେମ…

ଗୋଟିଏ ମଣ୍ଡପରେ ୨ ଯୁବତୀଙ୍କୁ ସିନ୍ଦୁର ପିନ୍ଧାଇଲେ ଯୁବକ: ଦୁହିଁଙ୍କ ସହ ଥିଲା ପ୍ରେମସମ୍ପର୍କ, ଜଣେ ତ ବାହାଘର ପୂର୍ବରୁ ମା’…

ନୂଆଦିଲ୍ଲୀ: ଝାଡଖଣ୍ଡର ଭଣ୍ଡାରା ବ୍ଲକର ବାନ୍ଦାଗାଇ ଗାଁରୁ ପ୍ରେମ ସମ୍ପର୍କର ଏକ ନିଆରା ମାମଲା ସାମ୍ନାକୁ ଆସିଛି । ସେଠାରେ ଗୋଟିଏ ଫୁଲକୁ ୨ଟି ମାଳି ଭଳି ପରିସ୍ଥିତି ଦେଖିବାକୁ ମିଳିଛି । ଜଣେ ଯୁବକ ଗୋଟିଏ ମଣ୍ଡପରେ…

ଅଧା ବାଟରେ ଅଟକିଲା କେବୁଲ କାର୍: ମଝି ଆକାଶରେ ଫସିଲେ ୧୧ ପର୍ଯ୍ୟଟକ

ନୂଆଦିଲ୍ଲୀ: ମଝି ଆକାଶରେ ଅଟକିଲା କେବୁଲ କାର । ଫସିଲେ ୧୧ ପର୍ଯ୍ୟଟକ । ମଝି ଆକାଶରେ କେବୁଲ କାର ଫସିବା ଯୋଗୁଁ ପ୍ରାୟ ୧୧ ପର୍ଯ୍ୟଟକ ମଝି ଆକାଶରେ ଫସି ରହିଛନ୍ତି । ତେବେ ସେମାନଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି…

ଗୋଟିଏ ଝିଅକୁ ଭଲ ପାଇବସିଲେ ସ୍ୱାମୀ-ସ୍ତ୍ରୀ, ଏକାସାଙ୍ଗରେ ଭାଙ୍ଗିଲା ହୃଦୟ! ଜାଣନ୍ତୁ ଅଜବ ପ୍ରେମକାହାଣୀ

ନୂଆଦିଲ୍ଲୀ: ପ୍ରେମର ଅନେକ ଅଜବ-ଗଜବ ମାମଲା ସାମ୍ନାକୁ ଆସିଥାଏ, ଯାହାକୁ ଶୁଣି ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗିବ । ସେହିପରି ଆମେରିକାର ଫ୍ଲୋରିଡାରୁ ଏପରି ଏକ ଟ୍ରିପଲ ଲଭ ଷ୍ଟୋରୀ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ…

ଜୁନ୍ ୨୭ରୁ ପିଜି ପାଇଁ ଆବେଦନ: ଆସିଲା ବିଜ୍ଞପ୍ତି

ଭୁବନେଶ୍ୱର: କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ଜୁନ୍ ୨୭ରୁ ଏସଏଏମଏସ ଜରିଆରେ ଆବେଦନ କରାଯିବ । ଏହାର ଶେଷ ତାରିଖ ଜୁଲାଇ ୧୨ ରହିଛି । ଏହା ପରେ ଅଗଷ୍ଟ ୧ ତାରିଖରୁ…

ସାରା ଓଡ଼ିଶାକୁ ଛୁଇଁଲା ମୌସୁମୀ ବାୟୁ

ନୂଆଦିଲ୍ଲୀ: ଆଜି ସାରା ରାଜ୍ୟକୁ ଅଗ୍ରସର ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ସବୁ ପ୍ରାନ୍ତକୁ ପ୍ରବେଶ କରି ପ୍ରବାହିତ ହେଉଥିବା କଥା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି…

ବିମାନକୁ ଜରୁରୀକାଳୀନ ଅବତରଣ କରି ଛାଇଗଲେ ମୋନିକା ଖନ୍ନା: ଏପରି ବଞ୍ଚାଇଲେ ୧୮୫ ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ: ସ୍ପାଇସଜେଟର ବିମାନ ଏସଜି-୭୨୩କୁ ରବିବାର ଦିନ ବିହାରର ପାଟନା ଏୟାରପୋର୍ଟରେ ଜରୁରୀକାଳୀନ ଅବତରଣ କରାଯାଇଥିଲା, ଯେଉଁଥିରେ ୧୮୫ ଲୋକ ଥିଲେ । ବିମାନଟି ଉଡ଼ାଣ ଭରିବା ପରେ ଇଞ୍ଜିନରେ ନିଆଁ ଲାଗିଥିଲା,…