fbpx
BSKY
BJD YOUTH SKY
BJD MS SKY

(Video) ମୁମ୍ବାଇରେ ଭୁଶୁଡିଲା କୋଠା: ୨୦ରୁ ୨୫ ଚାପିହୋଇ ରହିଥିବା ଆଶଙ୍କା

ମୁମ୍ବାଇ: ମୁମ୍ବାଇର କୁର୍ଲା ନାସିକାନଗରରେ ଭୁଶୁଡିପଡ଼ିଛି ୪ ମହଲା କୋଠା । ୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ମୁତାବକ, ବିଳମ୍ବିତ ରାତିରେ ଭୁଶୁଡି ପଡିଥିଲା ୪ ମହଲା କୋଠା । ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଅଗ୍ନିଶମ କର୍ମଚାରୀ । କୋଠା ତଳେ ୨୦ରୁ ୨୫ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

Get real time updates directly on you device, subscribe now.