(Video) ଚାଲିଗଲେ ରାଇମୋହନ: ଏପରି ଆରମ୍ଭ କରିଥିଲେ ଅଭିନୟ କ୍ୟାରିୟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ଆଜି ଏକ ଦୁଃଖଦ ଦିନ । ଖଳନାୟକ ଭୂମିକାରେ ଅଭିନୟ କରି ସମସ୍ତ ମନ ମୋହୁଥିବା ଅଭିନେତା ରାଇମୋହନ ପରିଡ଼ା ଆଉ ଏ ଦୁନିଆରେ ନାହାନ୍ତି । ପ୍ରାଚୀ ବିହାର ଘରୁ…

(Video) ଓଲିଉଡ ଅଭିନେତା ରାଇମୋହନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ସିନେ ଜଗତର ଚର୍ଚ୍ଚିତ ଅଭିନେତା ରାଇମୋହନ ପରିଡ଼ାଙ୍କର ପରଲୋକ । ପ୍ରାଚୀ ବିହାର ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଅଭିନେତା ରାଇମୋହନ ଆତ୍ମହତ୍ୟା କରିଥିବା ସୂଚନା…

ଗୋଟିଏ ଗୋଡ଼ରେ କେତେ ସମୟ ହୋଇପାରିବେ ଠିଆ? ଏହି ଟେଷ୍ଟ କହିବ-କେତେ ବର୍ଷ ବଞ୍ଚିବେ ଆପଣ!

ନୂଆଦିଲ୍ଲୀ: ମଧ୍ୟମ ବୟସର ଲୋକ, ଯେଉଁମାନେ ଅତିକମରେ ୧୦ ସେକେଣ୍ଡ ପାଇଁ ଗୋଟିଏ ଗୋଡ଼ରେ ଠିଆ ହୋଇପାରନ୍ତି ନାହିଁ, ସେମାନଙ୍କଠାରେ ଏକ ଦଶନ୍ଧିରେ ମଧ୍ୟରେ ମୃତ୍ୟୁର ଆଶଙ୍କା ବଢ଼ିଯାଏ । ନିକଟରେ ବ୍ରିଟିଶ ଜର୍ଣ୍ଣାଲ ଅଫ…

(Video) ରଶ୍ମିରେଖାଙ୍କ ଆତ୍ମହତ୍ୟା ମାମଲା: ଥାନାରେ ବୟଫ୍ରେଣ୍ଡ ସନ୍ତୋଷଙ୍କୁ ଜେରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ଆତ୍ମହତ୍ୟା ମାମଲାରେ ଚାଲିଛି ଛାନଭିନ୍ । ଏହାରି ମଧ୍ୟରେ ନୟାପଲ୍ଲୀ ଥାନାରେ ହାଜର ହୋଇଛନ୍ତି ସନ୍ତୋଷ ପାତ୍ର । ଏସିପିଙ୍କ ନେତୃତ୍ୱରେ…

ନିଜ ବାହାଘରରେ ସାଙ୍ଗକୁ ଗୁଳି ମାରିଲା ବର: ମାତଙ୍ଗରେ ବଦଳିଲା ଖୁସି, ଦେଖନ୍ତୁ Live ଫୁଟେଜ୍

ନୂଆଦିଲ୍ଲୀ: ଏବେ ବାହାଘର ଋତୁ ଚାଲିଥିବା ବେଳେ ଅନେକ ଭିଡିଓ ସାମ୍ନାକୁ ଆସୁଛି । କିନ୍ତୁ ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ବର ନିଜ ବାହାଘରରେ ସାଙ୍ଗକୁ ଗୁଳିକରି ହତ୍ୟା…

ଆଜି ଯୋଗିନୀ ଏକାଦଶୀ ବ୍ରତ: ଭୁଲରେ ଏହି ଅଶୁଭ ମୂହୁର୍ତ୍ତରେ କରନ୍ତୁନି ପୂଜା

ଆଜି ପାଳନ ହେଉଛି ପବିତ୍ର ଯୋଗିନୀ ଏକାଦଶୀ ବ୍ରତ । ଏହି ବ୍ରତ ପାଳନ କଲେ ଶୁଭ ମିଳିଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଲୋକମାନେ ଏହି ବ୍ରତକୁ ନିଷ୍ଠାର ସହ ପାଳନ କରିଥାନ୍ତି । ଏହି ଯୋଗିନୀ ଏକାଦଶୀକୁ…

ରାଜ୍ୟରେ ସକାଳ ୯ରୁ ୨ଟା ଯାଏ ଖୋଲିବ ଅଙ୍ଗନଓ୍ବାଡ଼ି କେନ୍ଦ୍ର, ଜାଣନ୍ତୁ କେବେଠୁଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଙ୍ଗନଓ୍ବାଡ଼ି କେନ୍ଦ୍ର ଖୋଲିବାକୁ ନେଇ ଆସିଛି ବଡ଼ ଖବର । ରାଜ୍ୟରେ ଥିବା ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର ସ୍ବାଭାବିକ ଭାବେ ଜୁନ୍‌ ୨୭ରୁ ମାର୍ଚ୍ଚ ୩୧ ମଧ୍ୟରେ ସକାଳ ୯ଟାରୁ ମଧ୍ୟାହ୍ନ…

ପୁଣି ବଢ଼ୁଛି କରୋନା ସଂକ୍ରମଣ! ଓଡ଼ିଶାରେ ୬୧ ତ’ ଦେଶରେ ୧୭ ହଜାର ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କିଛି ମାସର ବ୍ୟବଧାନ ପରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢ଼ିଚାଲିଥିବା ବେଳେ ଓଡ଼ିଶାରେ ଏହାର ପ୍ରକୋପ ଦେଖିବାକୁ ମିଳୁଛି । ରାଜ୍ୟରୁ ଗତ…

(Video) ଆଣ୍ଟି ସ୍ମଗଲିଂ ଗାର୍ଡଙ୍କ ଘରେ ଭିଜିଲାନ୍ସ ରେଡ୍

ବାଲେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ବାଲେଶ୍ୱର ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଆଣ୍ଟି ସ୍ମଗଲିଂ ଗାର୍ଡ ।…

ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସରିବା ପରେ କେଉଁଠି ରହିବେ ରାମନାଥ କୋବିନ୍ଦ? ଜାଣନ୍ତୁ

ନୂଆଦିଲ୍ଲୀ: ଜୁଲାଇ ୨୪ରେ ସରୁଛି ତକ୍ରାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ପରବର୍ତ୍ତୀ ରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନ ଏହା ପୂର୍ବରୁ ଶେଷ ହେବ, ଯେଉଁଥିପାଇଁ ଚାଲିଛି ପ୍ରସ୍ତୁତି । ଜୁଲାଇ ମାସ…