କାହିଁକି ଲାଲ୍, ସବୁଜ ଓ ନୀଳ ହୋଇଥାଏ ଟ୍ରେନର କୋଚ୍ ? ଜାଣନ୍ତୁ ପ୍ରତ୍ୟେକ ରଙ୍ଗର ଅର୍ଥ

ନୂଆଦିଲ୍ଲୀ: ଭାରତୀୟମାନେ ଟ୍ରେନରେ ଯାତ୍ରା କରିବାକୁ ଅଧିକ ପସନ୍ଦ କରନ୍ତି । ଭାରତୀୟ ରେଳ ଏସିଆର ଦ୍ୱିତୀୟ ଏବଂ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ  । ଭାରତରେ ସମୁଦାୟ ୧୨,୧୬୭ ଯାତ୍ରୀବାହୀ ଟ୍ରେନ୍ ଏବଂ ୭,୩୪୯…

ଜିଲ୍ଲା ପରିଷଦ ଉପନିର୍ବାଚନ: ବିଜେଡି ବିଜୟୀ

କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲା ଘଟଗାଁ ଜିଲ୍ଲା ପରିଷଦ ଉପନିର୍ବାଚନରେ ବାଜିମାରିଛି ବିଜେଡି । ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡିର ରଣଜିତ ନାୟକ ବିଜୟୀ ହୋଇଛନ୍ତି । ବିଜେପିର ମହେଶ୍ୱର ନାୟକଙ୍କୁ…

ଦୁଲର୍ଭ ସ୍ଥିତି କାରଣରୁ ‘ସ୍ଥାୟୀ ହସ’ ସହ ଜନ୍ମ ହେଲା ଶିଶୁ

ଶିଶୁ ଜନ୍ମ ହେବା ମାତ୍ରେ କାନ୍ଦି ଥାଏ ଏହାତ ସମସ୍ତେ ଜାଣନ୍ତି । କିନ୍ତୁ ଅଷ୍ଟ୍ରେଲିଆର ଏକ ପରିବାରରେ ସ୍ଥାୟୀ ହସ ସହ ଜନ୍ମ ହୋଇଛି ଏକ ଶିଶୁ । ବିରଳ ସ୍ଥାୟୀ ହସ ସହ ଶିଶୁଟିର ଜନ୍ମକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର…

ପୁରୀ ଗୁଳିକାଣ୍ଡରେ ପୋଲିସକୁ ବଡ଼ ସଫଳତା: ୪ ବନ୍ଧୁକ ଜବତ, ୭ ଗିରଫ

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଗୁଳିକାଣ୍ଡ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା । ପୁରୀ ଗୁଳିକାଣ୍ଡ ମାମଲାକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ପୁରୀ ଏସପି । ସେ କହିଛନ୍ତି ଯେ,…

ବଡ଼ ଖବର: ଜୁନ୍ ୨ରୁ ଆରମ୍ଭ ହେବ +୨ ମୂଲ୍ୟାୟନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଜୁନ୍ ୨ରୁ ଆରମ୍ଭ ହେବାକୁ ଯାଉଛି +୨ ମୂଲ୍ୟାୟନ । ୬୪ ମୂଲ୍ୟାୟନ କେନ୍ଦ୍ରରେ ଅଫଲାଇନ୍ ଜରିଆରେ ହେବ ମୂଲ୍ୟାୟନ । ସୂଚନା ମୁତାବକ, ୬୪ଟି କେନ୍ଦ୍ରରେ ଅଫଲାଇନ୍ ଓ ୩୭ଟି କେନ୍ଦ୍ରରେ…

୧୬ ଓ ୧୯ ମେ’ରେ ଚାଲିବାକୁ ଥିବା ୧୦୫୦ ଟ୍ରେନ୍ ବାତିଲ: ଏଠାରେ ଚେକ୍ କରନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ପ୍ରତିଦିନ ଦେଶର ଲକ୍ଷାଧିକ ଯାତ୍ରୀ ଟ୍ରେନ ସେବାର ଲାଭ ଉଠାଇ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛନ୍ତି । ଏପରି ପରିସ୍ଥିତିରେ ରେଳବାଇ ଦେଶର ଲାଇଫଲାଇନ୍ ଭାବେ ଗଣନା କରାଯାଉଛି । ଏପରି କ୍ଷେତ୍ରରେ ଯଦି ଆପଣ ବି…

ଗୋଷ୍ଠୀ ସଂକ୍ରମଣ ହୋଇପାରେ ମଙ୍କିପକ୍ସ: WHO

ନୂଆଦିଲ୍ଲୀ: ଦୁନିଆରେ ଏବେ ମଙ୍କିପକ୍ସ ଭାଇରସ୍ ଦ୍ରୁତ ଗତିରେ ମାଡ଼ିଚାଲିଛି । ଏହାରି ମଧ୍ୟରେ ମଙ୍କିପକ୍ସକୁ ନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ସତର୍କ ନରହିଲେ ଏହା ଗୋଷ୍ଠୀ ସଂକ୍ରମଣ ହୋଇପାରେ ବୋଲି WHO…

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସିଖବର! ବଡ଼ ଘୋଷଣା କଲେ କେନ୍ଦ୍ର ସରକାର, ଏପରି ଉଠାନ୍ତୁ ଫାଇଦା

ନୂଆଦିଲ୍ଲୀ: ଯଦି ଆପଣ ବର୍ତ୍ତମାନ ସୁଦ୍ଧା ଆପଣଙ୍କର ରାସନ କାର୍ଡକୁ ଆଧାର ସହିତ ଲିଙ୍କ୍ କରିନାହାଁନ୍ତି, ତେବେ ଶୀଘ୍ର କରନ୍ତୁ । କାହିଁକି ନା ହିତାଧିକାରୀଙ୍କୁ ଆଉ ଏକ ବଡ଼ ସୁଯୋଗ ଦେଇଛନ୍ତି କେନ୍ଦ୍ର ସରକାର ।…

ଗ୍ୟାସ୍ ବିସ୍ଫୋରଣ ଯୋଗୁଁ ଭୁଶୁଡି ପଡ଼ିଲା ପଡୋଶୀଙ୍କ ଘର: ଚାପି ହୋଇ ୪ ମୃତ, ୨ ଗୁରୁତର

ଅମରାବତୀ: ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଗୋଟିଏ ଘରେ ଗ୍ୟାସ୍ ସସିଲିଣ୍ଡର ବିସ୍ଫୋରଣ ହେବାରୁ ଚାଲିଯାଇଛି ୪ ଜୀବନ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପଡୋଶୀ ଘରର କାନ୍ଥ ମଧ୍ୟ…

ମହିଳା ପୋଲିସ କର୍ମୀଙ୍କ ସହ ଅଶ୍ଳୀଳ କାମ କରୁଥିବା ନଜର ଆସିଲେ କନେଷ୍ଟବଳ, ସିସିଟିଭ ଫୁଟେଜ୍ ଭାଇରାଲ

ୟୁପି: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ପୋଲିସ ଷ୍ଟେସନରେ ମହିଳାଙ୍କ ସୁରକ୍ଷା ପାଇଁ ମହିଳା ଡେସ୍କ ସ୍ଥାପନ କରିଛନ୍ତି । ଏହାରି ମଧ୍ୟରେ କାନପୁରରେ ପୁରୁଷ ପୋଲିସ କର୍ମଚାରୀ ନିଜ ବିଭାଗର ମହିଳା…