ବିଶ୍ୱର ଏପରି ନଦୀ, ଯେଉଁଠାରେ ପ୍ରବାହିତ ହେଉଛି ଫୁଟାପାଣି: ଭୁଲରେ ବି ପଡ଼ିଗଲେ ଚାଲିଯିବ ଜୀବନ
ଦୁନିଆରେ ଏପରି କିଛି ରହସ୍ୟମୟୀ ସ୍ଥାନ ରହିଛି, ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ବି ଜାଣିପାରିନାହାନ୍ତି । ଏପରି ଏକ ରହସ୍ୟମୟୀ ନଦୀ ରହିଛି, ଯେଉଁଥିରେ ସବୁବେଳେ ଉତ୍ତପ୍ତ ପାଣି ପ୍ରବାହିତ ହୁଏ ।…