PF ଆକାଉଣ୍ଟରେ ଆସିଲା ସୁଧ; ଘଣ୍ଟାକ ଭିତରେ ବାହାର କରିପାରିବେ ଟଙ୍କା, ଜାଣନ୍ତୁ ପ୍ରକ୍ରିୟା

ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ୍ ଫଣ୍ଡ ଆକାଉଣ୍ଟରେ ଦୀପାବଳୀ ପୂର୍ବରୁ ପିଏଫର ସୁଧ ଟ୍ରାନ୍ସଫର କରୁଛି ଇପିଏଫଓ । ଯଦି ଆପଣ ପାର୍ବଣ ପୂର୍ବରୁ ନିଜ ପିଏଫ୍ ଟଙ୍କା ବାହାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ…

ଅଧିକ ଚିନ୍ତାକରିବା ଦ୍ୱାରା କିପରି କ୍ଷତି ହୋଇଥାଏ ମାନସିକ ସ୍ୱାସ୍ଥ୍ୟ, ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ

କୁହାଯାଏ ‘ଚିନ୍ତା’ ଚିତା ସହିତ ସମାନ ହୋଇଥାଏ । ମାନସିକ ରୋଗରୁ ରକ୍ଷା ପାଇବା ପାଇଁ କୌଣସି କଥାକୁ ଅଧିକ ଚିନ୍ତା ନକରି ତାର ସମାଧାନ କରିବା ଉଚିତ୍ । ବାରମ୍ବାର ନକାରାତ୍ମକ ଚିନ୍ତାଧାରା ମଣିଷକୁ ଅଧିକ ଥକାଇ ଦେଇଥାଏ ।…

ମନୀଷ ହତ୍ୟା ମାମଲାରେ କନଷ୍ଟେବଲ ନିଲମ୍ବିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ମାମଲାରେ କମିଶନରେଟ ପୋଲିସର କନଷ୍ଟେବଲ ପ୍ରସନ୍ନ ବେହେରାଙ୍କୁ ନିଲମ୍ବିତ କରାଯାଇଛି…

ଥାନା ପରିସରରେ ପୋଲିସ-ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ, ୪ ଆହତ

ନରସିଂହପୁର(ଓଡ଼ିଶା ଭାସ୍କର): ନରସିଂହପୁର ଥାନା ପରିସର ପାଲଟିଛି ରଣକ୍ଷେତ୍ର । ପୋଲିସ-ଜନତାଙ୍କ ମଧ୍ୟରେ ପିଟାପିଟି ହେବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ ପୋଲିସ କର୍ମଚାରୀ ଥିବା ବେଳେ ଆଉ…

ଏଥର ପଞ୍ଚାୟତ ନିର୍ବାଚନର ହେବ ସେଣ୍ଟ୍ରାଲ କାଉଣ୍ଟିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରସ୍ତୁତି ପ୍ରସଙ୍ଗରେ ଆଜି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ । ସେ କହିଛନ୍ତି ଯେ,…

ବିନା ଛୁଞ୍ଚିରେ ପିଲାଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନାର ମୁକାବିଲା ପାଇଁ ଟିକାକରଣରୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ପିଲାଙ୍କୁ ଟିକା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ବିନା ଛୁଞ୍ଚିରେ ପିଲାଙ୍କୁ ଦିଆଯିବ କରୋନା ଟିକା । ୨ଟି ଯାକ…

ବାରିପଦାରେ ନୂଆ ସ୍ମାର୍ଟକାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ବାରିପଦା(ଓଡ଼ିଶା ଭାସ୍କର): ବାରିପଦାରେ ପହଞ୍ଚି ନୂଆ ସ୍ମାର୍ଟ କାର୍ଡ ବିତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ନବୀନ । ଏହା ସହ…

ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି: ଜାଣନ୍ତୁ କେବେ ଓ କେଉଁ ରାଶି ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: କାର୍ତ୍ତିକ ମାସ ଶୁକ୍ଲ ପକ୍ଷର ପୂର୍ଣ୍ଣିମା ତିଥି ଅର୍ଥାତ୍ ୧୯ ନଭେମ୍ବର ୨୦୨୧ ଶୁକ୍ରବାର ଦିନ ଚଳିତବର୍ଷର ଦ୍ୱିତୀୟ ବା ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । କୁହାଯାଉଛି ଯେ ଏହା ଆଂଶିକ ଚନ୍ଦ୍ରଗ୍ରହଣ…

ଭାରତ ଓ ପାକିସ୍ତାନର Live ମ୍ୟାଚ୍ ମୋବାଇଲରେ ମାଗଣାରେ ଦେଖିବାକୁ ଚାହୁଁଛନ୍ତି କି? କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଟି ୨୦ କ୍ରିକେଟ ୱାର୍ଲ୍ଡ କପ୍ ଆରମ୍ଭ ହୋଇଯାଇଛି । ୱାର୍ଲ୍ଡ କପ୍ ୧୭ ଅକ୍ଟୋବରରୁ ଆରମ୍ଭ ହୋଇଥିବା ବେଳେ ଏହା ୧୪ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ଆଇପିଏଲ ପରେ ଟି୨୦ ୱାର୍ଲ୍ଡ କପ୍ ୨୦୨୧ ହେଉଛି,…

ଚୀନକୁ ପୁଣି ଫେରିଲା କରୋନା: ବିମାନ ସହିତ ସ୍କୁଲ ବନ୍ଦ, ଗୃହବନ୍ଦୀ ହେଲେ ଲୋକେ

ବିଜିଂଗ: ଚୀନରେ କରୋନାର ରିଟର୍ଣ୍ଣ ବିଶ୍ୱର ଚିନ୍ତା ବଢ଼ାଇଦେଇଛି । ସେଠାରେ ଲଗାତାର ଭାବେ ନୂଆ ମାମଲା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଚୀନ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କରୋନା ଯୋଗୁଁ…