୧୧ ଟଙ୍କାର ଏହି ରିଚାର୍ଜ କରନ୍ତୁ ନାହିଁ, ହ୍ୟାକ୍ ହୋଇଯିବ ମୋବାଇଲ!

ନୂଆଦିଲ୍ଲୀ: ସାଇବର ଅପରାଧର ମାତ୍ରା ଏତେ ବଢ଼ିଯାଇଛି ଯେ, ପ୍ରତି ମିନିଟ୍ ସଜାଗ ରହିବାକୁ ପଡୁଛି । ଯଦି ଆପଣ ସାବଧାନ୍ ନ ରୁହନ୍ତି ତେବେ କୌଣସି ବି ଲୋକ ଆପଣଙ୍କୁ ଠକିଦେଇପାରେ । ସେହିପରି ଏକ ମାମଲା ମହାରାଷ୍ଟ୍ରର…

୧୭ରୁ ରାଜ୍ୟରେ ପୁଣି ବର୍ଷା, ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । କାଲିଠାରୁ ବର୍ଷାର ପ୍ରଭାବ କମିବ ବୋଳି କୁହାଯାଉଥିବା ବେଳେ ୧୭ ତାରିଖଠାରୁ ରାଜ୍ୟରେ ପୁଣି ବର୍ଷା…

ଲଗାଣ ବର୍ଷାକୁ ନେଇ କ’ଣ କହୁଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର, ଜାଣନ୍ତୁ

ଭୁବନେଶ୍ୱର,(ଓଡିଶା ଭାସ୍କର): ଆଗାମୀ ୨୪ ଘଣ୍ଟା ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ…

ପ୍ରକାଶ ପାଇଲା +୨ ପ୍ରଥମ କଟ୍ ଅଫ୍ ମାର୍କ

ଭୁବନେଶ୍ୱର,(ଓଡିଶା ଭାସ୍କର): ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ଘଟାଇ ଶେଷରେ ପ୍ରକାଶ ପାଇଛି +୨ ପ୍ରଥମ କଟ୍ ଅଫ୍ ମାର୍କ । www.samsodisha.gov.in ୱେବସାଇଟରେ ତାଲିକା ଉପଲବ୍ଧ ହୋଇଛି । +୨ ପାଇଁ ୪ ଲକ୍ଷ ୩୫ ହଜାର…

ଦିବ୍ୟାଙ୍ଗଙ୍କ ପାଇଁ କୋର୍ଟ ରୁମରୁ ବାହାରି ଆସିଲେ ଜଜ୍, ପାର୍କିଂରେ କଲେ ଶୁଣାଣି

କୋର୍ବା : ଦିବ୍ୟାଙ୍ଗଙ୍କ ପାଇଁ କୋର୍ଟ ରୁମରୁ ବାହାରି ଆସିଲେ ଜଜ୍ । ଏଭଳି ଏକ ଘଟଣା ଛତିଶଗଡ଼ କୋର୍ବା ଜିଲ୍ଲା ଅଦାଲତରେ ଘଟିଛି । ଏକ ସଡ଼କ ଦୁର୍ଘଟଣା କାରଣରୁ ଦିବ୍ୟାଙ୍ଗରେ ପୀଡିତ ହୋଇଥିବା ୪୨ ବର୍ଷୀୟ ବ୍ୟକ୍ତିଙ୍କୁ…

ଓଡ଼ିଶାରୁୁ ପୁଣି ବାହାରିଲେ ୪୭୧ ପଜିଟିଭ

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…

ବର୍ଷା ଯୋଗୁଁ ୧୨ ଜିଲ୍ଲାରେ ସ୍କୁଲ ଛୁଟି, ଗଣଶିକ୍ଷା ମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା କାରଣରୁ ୧୨ ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ରେଡ୍…

ଇକମୋ ଚିକିତ୍ସାରେ ଆଉ ଜଣେ ରୋଗୀ ମୃତ

କଟକ(ଓଡ଼ିଶା ଭାସ୍କର): କଟକ ଏସସିବିରେ ଇକମୋ ଚିକତ୍ସାଧୀନ ଆଉ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି । ସେ ଗତ ୨୯ରେ ଫୁସଫୁସ ସଂକ୍ରମଣ ଯୋଗୁଁ ଭର୍ତ୍ତି ହୋଇଥିଲେ । ଗତ ରାତିରେ ମହିଳା ରୋଗୀଙ୍କ ମୃତ୍ୟୁ ନେଇ ମେଡିକାଲରୁ ସୂଚନା…

ଗଭୀର ଅବପାତର ରୂପ ନେଲା ଅବପାତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ସକାଳ ୫ଟା ୩୦ରୁ ୬ଟା ୩୦ ମଧ୍ୟରେ ଚାନ୍ଦବାଲି ଉପକୂଳ ଅତିକ୍ରମ କରିଛି । ଏହାର ପ୍ରଭାବରେ ପାରାଦୀପରେ ୨୧୯ ମିମି ବର୍ଷା ହୋଇଥିବା…

ଟି -୨୦ ୱାଲ୍ଡକପ୍ ପରେ ରୋହିତ ଶର୍ମା ହୋଇପାରନ୍ତି ଅଧିନାୟକ, ବିରାଟ ଛାଡ଼ିବେ ପଦ!

ନୂଆଦିଲ୍ଲୀ : ଚଳିତ ବର୍ଷ ଟି -୨୦ ୱାଲ୍ଡକପ୍ ପରେ ଟି -୨୦ ଓ ଦିନିକିଆ ଟିମର ଟିମ୍ ଇଣ୍ଡିଆ ଅଧିନାୟକ ପଦ ଛାଡି ପାରନ୍ତି ବିରାଟ କୋହଲି । ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ପଦର ଦାୟିତ୍ୱ ଦିଆଯାଇପାରେ ।…