ସଂସଦର ବଜେଟ୍ ଅଧିବେଶନ୍ ଆରମ୍ଭ, ଜାଣନ୍ତୁ ଏହା ପୂର୍ବରୁ କ’ଣ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ୨ଟି ପର୍ଯ୍ୟାୟରେ ଆରମ୍ଭ ହୋଇ ବଜେଟ୍ ଅଧିବେଶନ ଏପ୍ରିଲ ୮ରେ ସରିବ । ଫେବ୍ରୁଆରୀ ୧୧ ଯାଏଁ ପ୍ରଥମ, ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ଯାଏଁ ଦ୍ୱିତୀୟ ଅଧିବେଶନ…

କୋଟିପତି ଶିକ୍ଷକଙ୍କୁ ଗିରଫ କଲା ଭିଜିଲାନ୍ସ

କୋରାପୁଟ(ଓଡ଼ିଶା ଭାସ୍କର): କୋରାପୁଟ ଜିଲ୍ଲାରେ କୋଟିପତି ଶିକ୍ଷକ ଶିଶିର କୁମାର ସେମିଳିଙ୍କୁ ଗିରଫ କରାଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଶିକ୍ଷକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜୟପୁର…

୧ ସେକେଣ୍ଡ୍ ବିଳମ୍ବ ହୋଇଥିଲେ ଟ୍ରକ ତଳେ ଚାପିହୋଇଥାନ୍ତେ ଯୁବକ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: ଆପଣ ସଡ଼କ ଦୁର୍ଘଟଣାର ଅନେକ ଭୟଙ୍କର ଭିଡ଼ିଓ ତ ଦେଖିଥିଲେ । କିନ୍ତୁ ସୋସିଆଲ ମିଡିଆରେ ଏପରି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣଙ୍କ ଲୋମ ଟାଙ୍କୁରି ଯିବ । ସେଥିରେ ଜଣେ ବାଇକ୍ ଚାଳକ ୧ ସେକେଣ୍ଡ…

ସ୍ତ୍ରୀ ମାଡ଼ରେ ସ୍ୱାମୀର ମୃତ୍ୟୁ! ଘରେ ପଡ଼ିରହିଛି ମୃତଦେହ

କୋଇଡ଼ା(ଓଡ଼ିଶା ଭାସ୍କର): ୩ ଦିନ ହେବ ଘରେ ପଡ଼ି ରହିଛି ମୃତଦେହ । ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ । ମଦ୍ୟପ ଦମ୍ପତ୍ତିଙ୍କ ଝଗଡ଼ାରୁ ହତ୍ୟାକାଣ୍ଡ ଘଟିଛି । ସ୍ତ୍ରୀ ମାଡ଼ରେ ସ୍ୱାମୀର ମୃତ୍ୟୁ…

ପିଇଓ ଗୋଲାପ ନାଏକ ନିଲମ୍ବିତ

ବରଗଡ଼(ଓଡ଼ିଶା ଭାସ୍କର): ବରଗଡ଼ ବ୍ଲକ୍ ଖଣ୍ଡାହାତ ପିଇଓ ଗୋଲାପ ନାଏକଙ୍କୁ ନିଲମ୍ବିତ କରାଯାଇଛି । ମଡେଲ କୋଡ଼ ଅଫ୍ କଣ୍ଡକ୍ଟ ଉଲ୍ଲଙ୍ଘନ ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି । ମଡେଲ କୋଡ ପାଇଁ ଗୋଲାପଙ୍କୁ ନିଲମ୍ବନ…

ସାବଧାନ୍! ଫେବ୍ରୁଆରୀ ୩ରୁ ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ପଶ୍ଚିମା ଝଡ଼କୁ ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ପଶ୍ଚିମା ଝଡ଼ ପ୍ରଭାବରେ ଫେବ୍ରୁଆରୀ ୩ରୁ ବର୍ଷା ହେବାର ସମ୍ଭାବନା ରହିଛି । କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବା…

ଏବେ କରୋନାରୁ ରକ୍ଷା କରିବ ଧୂପକାଠି: ବନାରସ ହିନ୍ଦୁ ୟୁନିଭର୍ସିଟିର ନୂଆ ଅଧ୍ୟୟନ

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ ପୁଣି ଥରେ କରୋନା ସହ ଲଢ଼େଇ କରୁଛି । ଏହାରି ମଧ୍ୟରେ କରୋନାରୁ ରକ୍ଷାପାଇବା ପାଇଁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନଙ୍କୁ ବଡ଼ ସଫଳତା ମିଳିଛି । ଅନୁସନ୍ଧାନକାରୀମାନେ ପ୍ରଥମ…

ମେଡିକାଲ ନାମଲେଖା କାର୍ଯ୍ୟସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏମବିବିଏସ ଓ ବିଡିଏସରେ ନାମଲେଖା ପାଇଁ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଛି । ଫେବ୍ରୁଆରୀ ୨ ସକାଳ ୧୦ଟାରୁ ୩ ତାରିଖ ରାତି ୧୧ଟା ୫୯ ଯାଏଁ ଚଏସ୍ ଲକିଂ ହେବ । ୫ ଫେବ୍ରୁଆରୀରେ ପ୍ରଥମ…

୧୨ ଘଣ୍ଟାରେ ଟଳିଲେ ୫ ପାକିସ୍ତାନୀ ଆତଙ୍କବାଦୀ, ଜୈଶ କମାଣ୍ଡର ଜାହିଦ ବି ସାମିଲ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୫ ପାକିସ୍ତାନୀ ଆତଙ୍କବାଦୀ ନିହତ । ବଡ଼ଗାମ ଓ ପୁଲୱାମାରେ ୧୨ ଘଣ୍ଟାରେ ୨ଟି ପୃଥକ ଏନକାଉଣ୍ଟର ହୋଇଛି । ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ଓ ଲସ୍କରର ୫…

ପୋଲିସକୁ ମୋଷ୍ଟ ୱାଣ୍ଟେଡର ନିର୍ଧୁମ୍ ମାଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋଷ୍ଟ ୱାଣ୍ଟେଡକୁ ଗିରଫ କରିବାକୁ ଯାଇ ଲହୁଲୁହାଣ ହୋଇଛି ପୋଲିସ । ପୋଲିସକୁ ମାଡ଼ ମାରି ଖସିଯିବାକୁ ଉଦ୍ୟମ ବେଳେ ବନ୍ଧା ହୋଇଛନ୍ତି ଅଭିଯୁକ୍ତ । ଏଭଳି ଘଟଣଶ ଲିଙ୍ଗରାଜ ଥାନା ଅଞ୍ଚଳରେ…