କେବେ ଫେରିବ ପୁରୁଣା ଦିନ? ସ୍କୁଲ ବନ୍ଦ କରିବା ମାମଲାରେ ଭାରତ ବିଶ୍ୱରେ ତୃତୀୟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଭାରତ ତୃତୀୟ ଦେଶ, ଯେଉଁଠାରେ କରୋନା ମହାମାରୀ ଯୋଗୁଁ ଅଧିକ ଦିନ ସ୍କୁଲ ବନ୍ଦ ରହିଛି । ୟୁନିସେଫର ଏହି ତଥ୍ୟ କହୁଛି ଯେ, ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଭାରତରେ ପିଲାମାନେ ଦୀର୍ଘ ସମୟ…

ପିଏମ କିଷାନର ୧୧ତମ କିସ୍ତିକୁ ନେଇ ବଡ଼ ଅପେଡଟ, ଏହି ତାରିଖରେ ଆସିବ ୨୦୦୦ ଟଙ୍କା

ନୂଆଦିଲ୍ଲୀ: ପିଏମ କିଷାନ ସମ୍ମାନ ନିଧିର ୧୧ ତମ କିସ୍ତିକୁ ନେଇ ଆସିଛି ବଡ଼ ଅପଡେଟ । ବର୍ତ୍ତମାନ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ୧୦ମ କିସ୍ତି ଜାନୁଆରୀ ୧ ରେ ଟ୍ରାନ୍ସଫର ହୋଇସାରିଛି । ଏବେ କୃଷକମାନେ…

ଶରୀରରେ ଏହି ଲକ୍ଷଣ ଦେଖାଦେଉଥିଲେ ହୋଇପାରେ ଅକାଳ ମୃତ୍ୟୁ, ଅଧ୍ୟୟନରୁ ଖୁଲାସା

ମୃତ୍ୟୁ ହେଉଛି ଜୀବନର ଏକ ଅପ୍ରିୟ ସତ୍ୟ, ଯାହାର କେହି ଅନୁମାନ କରିପାରିବେ ନାହିଁ କି ଏଥିରୁ ରକ୍ଷା ପାଇପାରିବେ ନାହିଁ । ଏପରି ପରିସ୍ଥିତିରେ ବୈଜ୍ଞାନିକମାନେ ଏଭଳି କିଛି ଲକ୍ଷଣକୁ ଚିହ୍ନଟ କରିଛନ୍ତି, ଯେଉଁଥିରେ…

ବଡ଼ ଖବର: ଫେବ୍ରୁଆରୀ ୧ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ(ଓଡ଼ିଶା ଭାସ୍କର): କରୋନା କଟକଣା ମଧ୍ୟରେ ପୁରୀ ଶ୍ରୀମନ୍ଦିରକୁ ନେଇ ଆସିଛି ବଡ଼ ଖବର । ଆସନ୍ତା ମାସ ଅର୍ଥାତ୍ ଫେବ୍ରୁଆରୀ ୧ ତାରିଖରୁ ଖୋଲିବ ଶ୍ର୍ରୀମନ୍ଦିର । ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ୧ରୁ ଖୋଲିବ…

ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ନାତୁଣୀଙ୍କ ଆତ୍ମହତ୍ୟା, ଦେଖନ୍ତୁ Video

ବେଙ୍ଗାଲୁର: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ବିଏସ୍ ୟେଦୁରପ୍ପାଙ୍କ ନାତୁଣୀ ସୌନ୍ଦର୍ଯ୍ୟା ଆତ୍ମହତ୍ୟା କରିଛନ୍ତି । ଘର ଭିତରୁ ୟେଦିଙ୍କ ନାତୁଣୀ ଡାକ୍ତର ସୌନ୍ଦର୍ଯ୍ୟାଙ୍କ ମୃତଦେହ…

କେବଳ ବିବାହିତ ପୁରୁଷ ସହ ସମ୍ପର୍କ ରଖନ୍ତି ଏହି ମହିଳା, ପତ୍ନୀ ନୁହେଁ ପ୍ରେମିକା ହେବାର ସଉକ୍

ଆଜିକାଲି ସମାଜରେ ପୁରୁଷ ବା ମହିଳା ବାହାଘର ପରେ ପରକୀୟା ପ୍ରୀତି ରଖୁଥିବା ମାମଲା ସାମ୍ନାକୁ ଆସୁଛି । ଏଭଳି ସ୍ଥିତିରେ ଏଭଳି ଜଣେ ମହିଳାଙ୍କ ବିଷୟରେ ଜଣାପଡିଛି, ଯାହାକୁ ବିବାହିତ ପୁରୁଷଙ୍କ ସହିତ ସମ୍ପର୍କ ରଖିବାକୁ…

ପୁଣି ଫେରିଲା ଶୀତ: ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଘନ କୁହୁଡ଼ି ସହ ଶୀତ ଲହର ଜାରି । ଏନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ଅନୁଗୁଳ,…

ଓଡ଼ିଶାର ପ୍ରଥମ ଆଣ୍ଟିଜେନ୍ ଟେଷ୍ଟ କିଟକୁ ICMRର ଅନୁମତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରସ୍ତୁତ ପ୍ରଥମ ଆଣ୍ଟିଜେନ୍ ଟେଷ୍ଟ କିଟକୁ ଅନୁମତି ଦେଇଛି ଆଇସିଏମଆର । ମେକ୍ ଇନ୍ ଓଡ଼ିଶା ରାପିଡ୍ ଆଣ୍ଟିଜେନ୍ କିଟ୍ IMCOV- AGକୁ ଅନୁମତି ମିଳିଛି । ଭୁବନେଶ୍ୱରର ଇମଜେନେକ୍ସ…

ପ୍ରେମିକାର ବେଡରୁମରେ ଶୋଇ ଶୋଇ ଯୁବକ କମାଇଲା ୧୦ ବିଲିୟନ୍ ଟଙ୍କା, ଲୋକେ ଆଶ୍ଚର୍ଯ୍ୟ

କରୋନା କାଳରେ ଲୋକମାନଙ୍କର ଜୀବିକା ଚାଲିଯାଉଥିବା ବେଳେ କିଛି ଲୋକ ଏପରି ଅଛନ୍ତି, ଯେଉଁମାନଙ୍କର ଜୀବନରେ କିଛି ଚର୍ମକାର  ଘଟିଛି । ଏବେ ସାରା ବିଶ୍ୱରେ ଜଣେ ଆରବପତିଙ୍କ ବିଷୟରେ ଚର୍ଚ୍ଚା ଚାଲିଛି, ଯିଏ କି ନିଜ…

ମହାରାଷ୍ଟ୍ର ବିଧାନସଭାରୁ ୧୨ ବିଜେପି ବିଧାୟକ ନିଲମ୍ବିତ ମାମଲା, ସୁପ୍ରିମକୋର୍ଟ ରଦ୍ଦ କଲେ ପ୍ରସ୍ତାବ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭାରୁ ନିଲମ୍ବିତ କରାଯାଇଥିବା ବିଜେପି ବିଧାୟକଙ୍କୁ ସୁପ୍ରିମକୋର୍ଟ ଏକ ରିଲିଫ୍ ଦେଇଛନ୍ତି । ୧୨ ବିଧାୟକଙ୍କୁ ଏକ ବର୍ଷ ମଧ୍ୟରେ ନିଲମ୍ବନକୁ ଅଣସାମ୍ବିଧାନିକ ଓ ମନମୁଖି କହି ରଦ୍ଦ…