ସାବଧାନ୍! ଏହି ତାରିଖ ପର୍ଯ୍ୟନ୍ତ ଦେଶରେ ପ୍ରତିଦିନ ଚିହ୍ନଟ ହେବେ ୧୦ ଲକ୍ଷ ଆକ୍ରାନ୍ତ
ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଦିନୁଆରେ ହାହାକାର ସୃଷ୍ଟି ହୋଇଛି । ଓମିକ୍ରନ ଯୋଗୁଁ ଭାରତରେ ତୃତୀୟ ଲହର ଆସିଯାଇଛି । ବିଶେଷଜ୍ଞଙ୍କ କହିବା ମୁତାବକ, ଜାନୁଆରୀରେ ତୃତୀୟ ଲହର ପିକ୍ କରିବ ।…