ଜବାହାର ନବୋଦୟ ସ୍କୁଲରେ କରୋନା ବିସ୍ଫୋରଣ, ଏକାସାଙ୍ଗରେ ୮୫ ଛାତ୍ର ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: କରୋନା ମହାମାରୀ ପୁଣି ନିଜର କାୟା ବିସ୍ତାର କରିପାରେ ଲାଗିଛି । ଏହାରି ମଧ୍ୟରେ ଉତ୍ତରାଖଣ୍ଡ ନୌନିତାଲର ସୁଆଲବାଡ଼ିରେ ଥିବା ଜବାହାର ନବୋଦୟ ବିଦ୍ୟାଳୟ ଗଂଗରକୋଟରେ ଏକାସାଙ୍ଗରେ ୮୫ ସ୍କୁଲ ଛାତ୍ର କରୋନା…

ମୂଳା ଖାଇଲେ ହୋଇଥାଏ ଗ୍ୟାସ୍ ସମସ୍ୟା, ଜାଣନ୍ତୁ ଏହାକୁ ଖାଇବାର ସଠିକ୍ ଉପାୟ

ଶୀତ ଋତୁରେ ମୂଳା ଏପରି ଏକ ପରିବା, ଯାହାକୁ ଲୋକମାନେ ସାଲାଡଠାରୁ ଆରମ୍ଭ କରି ତରକାରୀରେ ବ୍ୟବହାର କରନ୍ତି । ମୂଳା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏହାକୁ ଖାଇବା ଦ୍ୱାରା ଇମ୍ୟୁନିଟି ବଢ଼ିବା ସହିତ ହଜମ ପ୍ରକ୍ରିୟା…

ବିବାହିତଙ୍କ ପାଇଁ ଜବରଦସ୍ତ ସରକାରୀ ପ୍ଲାନ! ପ୍ରତିମାସରେ ମିଳିବ ୧୦ ହଜାର ଟଙ୍କା ପେନସନ୍

ନୂଆଦିଲ୍ଲୀ: ବୃଦ୍ଧାବସ୍ଥାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରିଥାନ୍ତି । ଯଦି ଆପଣ ବି ନିଜର ରିଟାରମେଣ୍ଟକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ଓ ସୁରକ୍ଷିତ ସ୍ଥାନରେ ନିବେଶ କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ…

ବଢ଼ିଗଲା କରୋନା: ୫ ଜିଲ୍ଲାରେ ସ୍କୁଲ-କଲେଜ ବନ୍ଦ, ଥିଏଟରରେ ଝୁଲିଲା ତାଲା

ଗୁରୁଗ୍ରାମ: କରୋନାର ଲହର ପୁଣି ଥରେ ମାଡ଼ିବାରେ ଲାଗିଛି । ଏହାରି ମଧ୍ୟରେ ହରିୟାଣା ସରକାର କରୋନାକୁ ରୋକିବା ପାଇଁ ଗୁରୁଗ୍ରାମ, ଫରିଦାବାଦ, ଅମ୍ବାଲା, ପଞ୍ଚକୁଲା ଓ ସୋନେପତରେ ସିନେମା ହଲ୍, କଲେଜ, ଜିମ୍ ଇତ୍ୟାଦି…

ନୂଆ ଖୁଲାସା: କରୋନାର ଡେଲ୍ଟା ଭାରିଆଣ୍ଟ କବଜାରେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିକଟରେ କରୋନା ପଜିଟିଭ୍ ହୋଇଥିଲେ । ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ସୁସ୍ଥ ହୋଇ ଘରକୁ…

ଗରମ ଖାଦ୍ୟ ଖାଉଥିଲେ ସାବଧାନ୍! ଜାଣନ୍ତୁ ଏହାର ସମସ୍ୟା

କିଛି ଲୋକେ ଗରମ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । କେବଳ ଶୀତ ଋତୁ ନୁହେଁ, ବରଂ ସେମାନେ ସବୁବେଳେ ଗରମ ଖାଦ୍ୟ ଖାଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଅତ୍ୟଧିକ ଗରମ ଖାଦ୍ୟ ଖାଇବା ଆପଣଙ୍କ ଶରୀରକୁ ମଧ୍ୟ କ୍ଷତି…

ଆଜିଠୁ ବଦଳିଲା ବ୍ୟାଙ୍କର ବଡ଼ ନିୟମ! ଏଣିକି ୧୦ ହଜାରରୁ ଅଧିକ ଟଙ୍କା ଜମା କଲେ ଲାଗିବ ଚାର୍ଜ

ନୂଆଦିଲ୍ଲୀ: ଆଜିଠାରୁ ନୂଆବର୍ଷ ଆରମ୍ଭ ହୋଇଛି । ଏହା ସହିତ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ଏହି କ୍ରମରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଗ୍ରାହକମାନଙ୍କୁ ଶକ୍ତ ଝଟକା ଲାଗିଛି । ଆଜିଠାରୁ ଏହି ବ୍ୟାଙ୍କର…

ଶୁଭମଙ୍କ ଖବର ଶୁଣି ବିଦ୍ୟାଶ୍ରୀ ଦୁଃଖିତ: କିଡନୀ ଦାନ କରିବାକୁ ପହଞ୍ଚିଲେ ହସ୍ପିଟାଲ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ଚର୍ଚ୍ଚାରେ ବିଦ୍ୟାଶ୍ରୀ । ଜଣଙ୍କ ଜୀବନ ବଞ୍ଚାଇବାକୁ  ନିଜର କିଡନୀ ଦାନ କରିବାକୁ ଚାହୁଁଛନ୍ତି ବୋଲି ସେ ଖୋଦ୍ ମିଡିଆ ସାମ୍ନାରେ ବୟାନ ଦେଇଛନ୍ତି । ତେବେ ଗତ କିଛିଦିନ ତଳେ…

ନୂଆବର୍ଷରେ ଖୁସି ଖବର: ଆଜି ଚାଷୀଙ୍କୁ ପଠାଗଲା ୨୦ ହଜାର କୋଟି ଟଙ୍କା, ଫଟାଫଟ୍ ଚେକ୍ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ: ଚାଷୀମାନଙ୍କୁ ନୂଆବର୍ଷର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପିଏମ କିଷାନ ଯୋଜାନର ୧୦ମ କିସ୍ତି ଚାଷୀଙ୍କୁ ଆକାଉଣ୍ଟକୁ ଟ୍ରାନ୍ସଫର କରିଛନ୍ତି ମୋଦୀ । ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ପିଏମ…

କି ଯୁଗ ଆସିଲା! ଛେଳି ଚୋରି କରି ASI ସସପେଣ୍ଡ, ଦେଖନ୍ତୁ (ଭିଡିଓ)

ବଲାଙ୍ଗିର(ଓଡ଼ିଶା ଭାସ୍କର): ଚୋରକୁ ପୋଲିସ ଧରେ । କିନ୍ତୁ ବଲାଙ୍ଗିରରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପୋଲିସ ପାଲଟିଛି ଚୋର । ଚୋରି ଅଭିଯୋଗରେ ପୋଲିସ ଏଏସଆଇ ସସପେଣ୍ଡ ହୋଇଛନ୍ତି । ସିନେ୍ଧକେଲା ଥାନା…