ବଡ଼ ଖବର: ନିୟମିତ ହେଲେ ରାଜ୍ୟର ୮,୧୦୨ ଠିକା ଶିକ୍ଷକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆବର୍ଷରେ ଠିକା ଶିକ୍ଷକମାନଙ୍କ ପାଇଁ ଆସିଛି ବଡ଼ ଖୁସି ଖବର । ରାଜ୍ୟର ୮ ହଜାର ୧୦୨ ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ନିୟମିତ ହୋଇଛନ୍ତି । ନିୟମିତ ହୋଇଛନ୍ତି ୨୦୧୫ ଜାନୁଆରିରେ…

ନୂଆ ବର୍ଷରେ ବଡ଼ ଉପହାର: ୧୦୦ ଟଙ୍କା ଶସ୍ତା ହେଲା LPG ସିଲିଣ୍ଡର

ନୂଆଦିଲ୍ଲୀ: ନୂଆବର୍ଷରେ ଇଣ୍ଡିଆନ୍ ଅଏଲ ଲୋକମାନଙ୍କ ବଡ଼ ଉପହାର ଦେଇଛି । ଆଜିଠାରୁ ରନ୍ଧନ ଗ୍ୟାସ୍ ସିଲିଣ୍ଡର ୧୦୦ ଟଙ୍କା ଶସ୍ତା ହୋଇଛି । କର୍ମସିଆଲ ଇଣ୍ଡିଆନ୍ ଅଏଲ ମୂଲ୍ୟରେ ୧୦୦ ଟଙ୍କା ହ୍ରାସ କରିଛି ଇଣ୍ଡିଆନ୍ ଅଏଲ…

ମହାରାଷ୍ଟ୍ରରେ ଭୟଙ୍କର ପରିସ୍ଥିତି: ୧୦ ମନ୍ତ୍ରୀ ଓ ୨୦ରୁ ଅଧିକ ବିଧାୟକ କରୋନା ପଜିଟିଭ୍

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଯୋଗୁଁ ପରିସ୍ଥିତି ଅଧିକ ଭୟଙ୍କର ହେବାରେ ଲାଗିଲାଣି । ବହୁ ସଂଖ୍ୟାରେ ମନ୍ତ୍ରୀ ଓ ବିଧାୟକମାନେ କରୋନା ପଜିଟିଭ୍ ହୋଇଥିବା ନେଇ ଶନିବାର ଦିନ ସୂଚନା ଦେଇଛନ୍ତି ଡେପୁଟି ସିଏମ୍…

୧୫-୧୮ ବର୍ଷ ପିଲାଙ୍କ ଟିକାକରଣ ପାଇଁ ଆଜିଠୁ ସ୍ଲଟ ବୁକିଂ, ଜାଣନ୍ତୁ ପ୍ରୋସେସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆବର୍ଷ ଆରମ୍ଭ ଅର୍ଥାତ୍ ଆଜିଠାରୁ ରାଜ୍ୟରେ ୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ କୋଭିଡ ଟିକା ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ସ୍ଲଟ୍ ବୁକିଂ ବ୍ୟବସ୍ଥା…

ବୈଷ୍ଣୋ ଦେବୀ ମନ୍ଦିର ଦଳାଚକଟାରେ ୧୩ ମୃତ, ଅନୁକମ୍ପା ସହାୟତା ଘୋଷଣା କଲେ ମୋଦୀ

ନୂଆଦିଲ୍ଲୀ: ମାତା ବୈଷ୍ଣୋ ଦେବୀ ଭବନରେ ଭକ୍ତ ମାନଙ୍କ ମଧ୍ୟରେ ଦୌଡ଼ାଦୌଡ଼ି ବେଳେ ଦଳାଚକଟା ହୋଇ ୧୩ ଜଣ ଶ୍ରଦ୍ଧାଳୁ ମୃତ୍ୟୁବରଣ କରିଛନ୍ତି । ବୈଷ୍ଣୋ ଦେବୀ ମନ୍ଦିରରେ ଦଳାଚକଟା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି…

ଦେଶରୁ ୨୪ ଘଣ୍ଟାରେ ବାହାରିଲେ ୨୨,୭୭୫ ପଜିଟିଭ୍, ଓମିକ୍ରନ ମାମଲା ୧୪୩୧କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ସହରରେ କରୋନା ମାମଲା ସାଙ୍ଗକୁ ଓମିକ୍ରନ ମାମଲାକୁ ଅଧିକ ସାମ୍ନାକୁ ଆସୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୨,୭୭୫ ଆକ୍ରାନ୍ତ ଚିହ୍ନଟ…

ଆଜି ଚାଷୀଙ୍କ ଆକାଉଣ୍ଟକୁ ଆସିବ ୨୦୦୦ ଟଙ୍କା; ଆଗରୁ ସାରିଦିଅନ୍ତୁ ଏହି କାମ, ନଚେତ୍…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୦ମ କିସ୍ତିକୁ ଅପେକ୍ଷା କରିଥିବା ୧୨ କୋଟି ଚାଷୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ଦେଶର ଚାଷୀମାନଙ୍କୁ ନୂଆବର୍ଷରେ ଉପହାର ଦେବାକୁ ଯାଉଛନ୍ତି ।…

ଶ୍ରମିକଙ୍କୁ ନକଲି ଟଙ୍କା ଦେବା ପଡ଼ିଲା ମହଙ୍ଗା, ଠକ ଠିକାଦାର ରସିକ ଗିରଫ

ମାଲକାନଗିରି(ଓଡ଼ିଶା ଭାସ୍କର):ଆଜିକାଲି ସମାଜରେ ଲୋକମାନେ ଠକେଇ କରିବାର ବିଭିନ୍ନ ଉପାୟ ଖୋଜୁଛନ୍ତି । କିଏ ସାଇବର ଲୁଟ୍ କଲାଣି ତ ଆଉ କିଏ ଜାଲ ନୋଟ୍ ଦେଲାଣି । ସେହିପରି ନକଲି ନୋଟ୍ ଦେଇ ଫସିଯାଇଛନ୍ତି ସମ୍ବଲପୁରର ଜଣେ…

ଝିଅ ପାଇଁ କେତେ ଟଙ୍କା? ତପସ୍ୱିନୀଙ୍କ ବାପାଙ୍କୁ ଫୋନ୍ କରି ଟଙ୍କା ଅଫର କଲେ ସୁମିତଙ୍କ ସାଙ୍ଗ(ଭିଡ଼ିଓ)

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ଦମ୍ପତ୍ତି ଦପସ୍ୱିନୀ ଦାଶ ସୁମିତ ସାହୁଙ୍କ ପାରିବାରିକ ବିବାଦ ଲାଗିରହିଛି । ଦିନକୁ ଦିନ ନୂଆ ନୂଆ ଅଡ଼ୁଆ ସୂତାର ଖିଅ ଲମ୍ବିବାରେ ଲାଗିଛି, କିନ୍ତୁ କୌଣସି…

ପଞ୍ଚାୟତିରାଜ ଆଇନରେ ସଂଶୋଧନକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତିରାଜ ସଂଶୋଧନରେ ବାଜିଲା କ୍ୟାବିନେଟ୍ ମୋହର । ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ଆଇନରେ ସଂଶୋଧନ ହୋଇଛି । ପ୍ରାର୍ଥୀ ମିଥ୍ୟା ସତ୍ୟପାଠ ଦେଲେ କାର୍ଯ୍ୟାନୁଷ୍ଠାନ ନେଇ…