ଜିମ୍ ଯିବା ପୂର୍ବରୁ ଏହି ଦିଗପ୍ରତି ଧ୍ୟାନ ଦିଅନ୍ତୁ, ନଚେତ୍…

ଓଜନ କମ୍ କରିବାକୁ ହେଉ ବା ଶରୀରକୁ ଫିଟ୍ ରଖିବାକୁ ଲୋକମାନେ ଜିମ ଯାଇ ୱାର୍କଆଉଟ୍ କରିବାକୁ ପଛାନ୍ତି ନାହିିଁ । ଯଦି ଆପଣ ବି ଜିମ ଯିବାକୁ ଚାହୁଁଛନ୍ତି, ତେବେ ଥରେ ନିଜର ମେଡିକାଲ କଣ୍ଡିସନ ଉପରେ ଧ୍ୟାନ ଦିଅନ୍ତୁ ।…

ଓଡ଼ିଶାରେ ୬୦ ତଳକୁ ଖସୁନି କରୋନା ମୃତ୍ୟୁର ତାଣ୍ଡବ, ଜାଣନ୍ତୁ ଆଜି କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…

ଝିଅମାନେ କମ୍ ବୟସରେ ମଦ ପିଇବାଦ୍ୱାରା ଭୋଗିପାରନ୍ତି ଏହି ସମସ୍ୟା

ଆଜିକାଲିର ପରିବେଶ ପୂର୍ବ ଅପେକ୍ଷା ସମ୍ପୂର୍ଣ୍ଣ ବଦଳି ଯାଇଛି । କୌଣସି ବି ଉତ୍ସବ ହେଉ, ଡ୍ରିଙ୍କସକୁ ସାମିଲ କରିବା ସାଧାରଣ କଥା । ବୟସ୍କଙ୍କୁ ଦେଖି ପିଲାମାନେ ବି କମ୍ ବୟସରେ ମଦ୍ୟପାନ କରିବାରେ ଲାଗିଛନ୍ତି । ଯଦି…

ବାରବାଙ୍କୀରେ ଭୟଙ୍କର ସଡ଼କ ଦୁର୍ଘଟଣା, ୧୮ ମୃତ

ବାରବାଙ୍କୀ: ଉତ୍ତରପ୍ରଦେଶର ବାରବାଙ୍କୀରେ ହୋଇଛି ଭୟଙ୍କର ସଡ଼କ ଦୁର୍ଘଟଣା, ଯେଉଁଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଲକ୍ଷ୍ନୌ-ଅଯୋଧ୍ୟା ଜାତୀୟ ରାଜପଥରେ ଏକ ବସକୁ ପଛପଟୁ ଧକ୍କା ଦେଇଛି ଟ୍ରକ୍ । ଧକ୍କା ଏତେ ଶକ୍ତ ଥିଲା…

ଘନୀଭୂତ ହେଉଛି ଲଘୁଚାପ: ୧୫ ଜିଲ୍ଲା ସାବଧାନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ବଙ୍ଗୋପସାଗର ଓ ତାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହେବାରେ ଲାଗିଛି । ଏଥିସହ ଆଗାମୀ ୩ରୁ ୪ ଦିନ ମଧ୍ୟରେ ପଶ୍ଚିମ ଦିନରେ ଗତି ପଶ୍ଚିମବଙ୍ଗ,…

HDFC ବ୍ୟାଙ୍କ ବିନା ଗ୍ୟାରେଣ୍ଟିରେ ଦେଉଛି ୧୦ ଲକ୍ଷ ! ବାସ୍ କରିବାକୁ ପଡ଼ିବ ଏହି କାମ

ନୂଆଦିଲ୍ଲୀ: HDFC ବ୍ୟାଙ୍କର ଗ୍ରାହକମାନଙ୍କ ପାଇଁ ଆସିଛି ଖୁସିଖବର । ଯଦି ଟଙ୍କା ଦରକାର, ତେବେ ଆପଣଙ୍କୁ କୌଣସି ପ୍ରମାଣ ବିନା ୧୦ ଲକ୍ଷ ଟଙ୍କା ମିଳିପାରିବ । ଏଥିପାଇଁ ଆପଣଙ୍କୁ କେବ, ନିଜ ଆକାଉଣ୍ଟର ୬ ମାସର…

ଅନଲାଇନ୍ ଟିକେଟ୍ ପାଇଁ IRCTC ର ନୂଆ ନିୟମ, ନଜାଣିଲେ କରିପାରିବେନି ବୁକିଂ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଏବେ ଲୋକମାନେ ଅଫଲାଇନ୍ ଅପେକ୍ଷା ଅନଲାଇନ ଜରିଆରେ ଟିକେଟ୍ କରିବାକୁ ପସନ୍ଦ କରୁଛନ୍ତି । ଏହାରି ମଧ୍ୟରେ ଅନଲାଇନ୍ ଟିକେଟ କରୁଥିବା ଲୋକଙ୍କ ପାଇଁ ନୂଆ ନିୟମ ଆଣିଛି IRCTC । ଏଣିକି…

ଭୁବନେଶ୍ୱରରେ ପ୍ରଥମ ଡେଙ୍ଗୁ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ସଂକ୍ରମଣ ମଧ୍ୟରେ ଡେଙ୍ଗୁ ନିଜର ଆତଙ୍କ ଖେଳାଇଚାଲିଛି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶୈଳଶ୍ରୀ…

‘ଡେଲ୍ଟା ଭାରିଆଣ୍ଟ’ରୁ ରକ୍ଷାପାଇବାକୁ ଚାହୁଁଥିରେ ଭୁଲରେ ଏହି ୫ ସ୍ଥାନକୁ ଯାଆନ୍ତୁ ନାହିଁ

କରୋନାର ଦ୍ୱିତୀୟ ଲହର ହ୍ରାସ ପାଇଛି ସତ, କିନ୍ତୁ ବିପଦ ଟଳିନି । କରୋନାର ଡେଲ୍ଟା ଭାରିଆଣ୍ଟ ଏବେ ଦୁନିଆ ପାଇଁ ଅଧିକ କ୍ଷତିକାରକ ସାବ୍ୟସ୍ତ ହୋଇଛି । ଆମେରିକାରେ ଏହି ଭାରିଆଣ୍ଟ ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତରେ…

ଭିଜିଲାନ୍ସ ଜାଲରେ ଧନକଉଡା ବିଇଓ ଅଫିସର ମୁଖ୍ୟ କିରାଣି

ସମ୍ବଲପୁର, (ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି କିରାଣି । ସମ୍ବଲପୁର ଜିଲ୍ଲା ଧନକଉଡ଼ା ବିଇଓ ଅଫିସ ମୁଖ୍ୟ କିରାଣିଙ୍କୁ ଧରିଛି ଭିଜିଲାନ୍ସ । ବିଇଓ ଅଫିସ ମୁଖ୍ୟ କିରାଣି ଦିଲ୍ଲୀପ ଦେବଙ୍କ ଘରେ ଭିଜିଲାନ୍ସ…