ଭାରତୀୟ କ୍ରିକେଟର ଋଷଭ ପନ୍ତ କରୋନା ପଜିଟିଭ

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ମୁତାବକ, ଋଷଭ କିଛି ଦିନ ପୂର୍ବରୁ ୟୁରୋ କପରେ ଇଂଲଣ୍ଡ ଓ ଜର୍ମାନୀ ମଧ୍ୟରେ ମ୍ୟାଚ…

ଓଡ଼ିଶାରେ ପୁଣି ଲାଗିବ କି ଲକଡାଉନ୍! ୨ଟା ୩୦ରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଲାଗୁହୋଇଥିବା ଆଂଶିକ ଲକଡାଉନର ଅବଧି କାଲି ସକାଳ ପର୍ଯ୍ୟନ୍ତ ରହିଛି…

ଘର ଭିତରୁ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର (ଓଡିଶା ଭାସ୍କର): ଦମ୍ପତ୍ତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ବନ୍ଦ ଘରୁ ମିଳିଛି ଉଭୟଙ୍କ ମୃତଦେହ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ପ୍ରୀତିପୁର ପଞ୍ଚାୟତ ସୁନ୍ଦରପୁର…

୨୪ ଘଣ୍ଟାରେ ବାହାରିଲେ ୪୧ ହଜାରରୁ ଅଧିକ ପଜିଟିଭ, ୫୮୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ…

ଇଂଲଣ୍ଡ ସିରିଜ ପୂର୍ବରୁ ବଢ଼ିଲା ଚିନ୍ତା, ଟିମ୍ ଇଣ୍ଡିଆର ୨ ଖେଳାଳି କରୋନା ପଜିଟିଭ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଚିନ୍ତା ବଢ଼ିଛି । ଟିମ ଇଣ୍ଡିଆର ୨ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସୂଚନା ମିଳିବା ପରେ…

ଓଡ଼ିଶାରୁ ପୁଣି ୬୬ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ରାଜ୍ୟରେ କରୋନା ମୃତ୍ୟୁ ରେକର୍ଡ ପାର କରିଛି । ଗତ ନଅଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ…

ଥମୁନି ସଂକ୍ରମଣ ! ଆଜି ପୁଣି ରାଜ୍ୟରୁ ବାହାରିଲେ ୨୧୧୦ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । କିନ୍ତୁ ପ୍ରତିଦିନ ସଂକ୍ରମଣ ସଂଖ୍ୟା ତଳ ଉପର ହେଉଛି । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ…

ଚାଳକଙ୍କୁ ଝଟକା: ପୁଣି ବଢ଼ିଲା ତେଲ ଦର, ପେଟ୍ରୋଲ ୩୫ ତ ଡିଜେଲ ୧୫

ନୂଆଦିଲ୍ଲୀ: ୨ ଦିନର ବ୍ରେକ୍ ପରେ ପୁଣି ମହଙ୍ଗା ହୋଇଛି ତୈଳ ଦର । ସରକାରୀ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଦର ଲିଟର ପିଛା ୩୫ ପଇସା ବଢ଼ାଇଥିବା ବେଳେ ଡିଜେଲ ଲିଟର ପିଛା ୧୫ ପଇସା ବଢ଼ାଇଛନ୍ତି । ଦର ବଢ଼ିବା ପରେ ଆଜି…

ପାଟିରେ ମଦ ବୋତଲ ଖୋଲି ଢ଼କଢ଼କ କରି ପିଇଗଲା ମାଙ୍କଡ଼, ଦେଖନ୍ତୁ ଭିଡ଼ିଓ

କିଛି ଲୋକ ମଦ ପିଇବାରେ ଅଭ୍ୟସ୍ତ ହୋଇଗଲେଣି, କିନ୍ତୁ ଏପରି କିଛି ଅଭ୍ୟାସ ପଶୁଙ୍କ ମଧ୍ୟରେ ବି ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ମଧ୍ୟପ୍ରଦେଶର ମଣ୍ଡଲାରେ ଏକ ଆଶ୍ଚର୍ଯ୍ୟଜନକ ଭିଡ଼ିଓ ସାମ୍ନାକୁ ଆସିଛି, ଯେଉଁଥିରେ…

କାଲିଠୁ ୬ ଦିନ ପର୍ଯ୍ୟନ୍ତ ଏହି ସହରରେ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି କାମ ଅଛି, ତେବେ ତାକୁୁ ତୁରନ୍ତ କରନ୍ତୁ । କାରଣ ଜୁଲାଇ ମାସରେ ବ୍ୟାଙ୍କର ଅନେକ ଛୁଟି ସରିଥିବା ବେଳେ ଆଉ କିଛି ବାକି ଅଛି । ତେଣୁ ବ୍ୟାଙ୍କକୁ ଯିବା ପୂର୍ବରୁ…