ଗୁପ୍ତଧନ ପାଇଁ ମହିଳା ତାନ୍ତ୍ରିକ ସହ ମିଶି ପତ୍ନୀକୁ ବଳି ଦେବାର ଯୋଜନା କରୁଥିଲା ସ୍ୱାମୀ, ବାନ୍ଧିନେଲା ପୋଲିସ
ଜାଫରାବାଦ: ଯୁଗ ଯେତେ ଆଗକୁ ଗଲେ ବି ଆଜି ବି ଅନ୍ଧବିଶ୍ୱାସ ଓ ବଳି ପ୍ରଥା ଚାଲିଆସିଛି । ଏହାରି ମଧ୍ୟରେ ମହାରାଷ୍ଟ୍ରର ଜାଳନା ଜିଲ୍ଲା ଜାଫରାବାଦ ତହସିଲରେ ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ବଳି ଦେବାର ଉଦ୍ୟମ କରୁଥିବାର…