Breaking News ପୂର୍ବ ଶତ୍ରୁତାରୁ ଗୁଳି ଓ ବୋମାମାଡ: ଜଣେ ମୃତ, ୨ ଗୁରୁତର Sushreejyoti Routray Jun 17, 2021 ଢେଙ୍କାନାଳ(ଓଡ଼ିଶା ଭାସ୍କର): ଢେଙ୍କାନାଳ କାମାଖ୍ୟାନଗରରେ ପୂର୍ବ ଶତ୍ରୁତାରୁ ଗୁଳି ଓ ବୋମାମାଡ ହୋଇଥିବା ସୂଚନା ମିଳିଛି । ଏହି ଗୁଳିମାଡରେ ଅନନ୍ତପୁର କଲୋନୀ ସାହିର ତୋଫାନ ପାତ୍ରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨…
Breaking News ବର୍ତ୍ତମାନ ସୁଦ୍ଧା ୭୩୦ ଡାକ୍ତରଙ୍କ ଜୀବନ ନେଲାଣି କରୋନା, ଜାଣନ୍ତୁ କେଉଁ ରାଜ୍ୟରୁ କେତେ? Sushreejyoti Routray Jun 17, 2021 ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଯୋଗୁଁ ରୋଗୀଙ୍କ ସମତେ ଅନେକ ଡାକ୍ତରଙ୍କ ମୃତ୍ୟୁ ହୋଇଛି । କରୋନାର ଦ୍ୱିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ଦେଶରେ ଅତି କମରେ ୭୩୦ ଡାକ୍ତରଙ୍କ ମୃତ୍ୟୁ ହୋଇଛି ବୋଲି ଇଣ୍ଡିଆନ୍…
Breaking News ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮.୪୮ ଲକ୍ଷରେ ପହଞ୍ଚିଲା Sushreejyoti Routray Jun 17, 2021 ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୪୮ ହଜାର ୧୫୮ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୭୭ ଲକ୍ଷ ୮୭…
Breaking News ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୮୫୦୦ କୋଟି ବିନିଯୋଗ Sushreejyoti Routray Jun 16, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର କୋଭିଡ ସ୍ଥିତି, ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ନବନିଯୁକ୍ତ ୭୮୬ ଡାକ୍ତରଙ୍କ ସହ ମୁଖ୍ୟମନ୍ତ୍ରୀ କଥା…
Breaking News ଖୁସି ଖବର: ଓଡ଼ିଶାରୁ ଆଜି ୫ ହଜାର ୫୭୯ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ? Sushreejyoti Routray Jun 16, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୫ ହଜାର ୫୭୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…
Breaking News ରଘୁରାଜପୁରରେ ଅନୁଷ୍ଠିତ କଳାଶିବିର ସପ୍ତରଙ୍ଗ ଉଦଯାପିତ, ମୁଖ୍ୟମନ୍ତ୍ରୀ କହିଲେ-‘ଆମ କଳା ଆମ ଗୌରବ’ Sushreejyoti Routray Jun 16, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ରଘୁରାଜପୁରରେ ଅନୁଷ୍ଠିତ କଳାଶିବିର ସପ୍ତରଙ୍ଗ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ଭାଗ ନେଇଥିବା ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଭିଡିଓ କନଫରେନ୍ସିଂ…
Breaking News ସାମ୍ନାକୁ ଆସିଲା ଦେଶର ପ୍ରଥମ ଗ୍ରୀନ୍ ଫଙ୍ଗସ୍ ମାମଲା, ୯୦ ଦିନର ଚିକିତ୍ସା ପରେ ଦେଖାଗଲା ଲକ୍ଷଣ Sushreejyoti Routray Jun 16, 2021 ଇନ୍ଦୋର : ବ୍ଲାକ୍ ଫଙ୍ଗସ୍ ପରେ ଦେଶରେ ପ୍ରଥମଥର ପାଇଁ ସାମ୍ନାକୁ ଆସିଲା ଗ୍ରୀନ୍ ଫଙ୍ଗସ୍ ମାମଲା । ମଧ୍ୟପ୍ରଦେଶର ଇନ୍ଦୋର ସହରର ସରକାରୀ ଓ ଘରୋଇ ମେଡିକାଲରେ ୫୦୦ରୁ ଅଧିକ ବ୍ଲାକ ଫଙ୍ଗସରେ ସଂକ୍ରମିତ ହେଉଥିବା ବେଳେ…
Breaking News ଭୁବନେଶ୍ୱରରୁ ଆଜି ୩୭୨ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ? Sushreejyoti Routray Jun 16, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମି ଆସୁଥିବା ବେଳେ ଭୁବନେଶ୍ୱରରୁ ଆଜି ୩୭୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…
Breaking News କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ BJD ସାଂସଦଙ୍କ ଚିଠି, ଜାଣନ୍ତୁ କାହିଁକି? Sushreejyoti Routray Jun 16, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । କୋଭିଡ ଦ୍ୱିତୀୟ ଲହରୀରେ ବହୁ ଘରସଂସାର ଉଜୁଡିଯାଇଥିବା ବେଳେ…
Breaking News ରାଜ୍ୟରେ କାଲିଠାରୁ ନୂଆ ଗାଡ଼ି ରେଜିଷ୍ଟ୍ରେସନ Sushreejyoti Routray Jun 16, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମୁକାବିଲା ପାଇଁ ଆସନ୍ତା ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ ଜାରି କରିଛନ୍ତି ରାଜ୍ୟ ସରକାର । କାଲି ସକାଳ ୫ଟା ପରଠାରୁ ଆଂଶିକ ଲକଡାଉନ ଲାଗୁ ହେବ । ଏହା ସହ କାଲିଠାରୁ ଗାଡ଼ି…