ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବଡ ଘୋଷଣା, କହିଲେ – ‘ଯେଉଁଠାରେ ଭୋଟ୍, ସେଠାରେ ଟିକାକରଣ’

ନୂଆଦିଲ୍ଲୀ: କରୋନା ଟିକାକରଣକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆ ଅଭିଯାନ ଚଳାଇବାକୁ ଘୋଷଣା କରିଛନ୍ତି । ଆଜି ସେ ‘ ଯେଉଁଠାରେ ଭୋଟ୍, ସେଠାରେ ଟିକାକରଣ' ଅଭିଯାନ ଆରମ୍ଭ କରିବା ବିଷୟରେ କହିଛନ୍ତି…

କରୋନା ଚିକିତ୍ସାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡଲାଇନ୍, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଏବେ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ମେ’ ମାସରେ ଦୈନିକ ୪ ଲକ୍ଷ ଲୋକ କରୋନା ପଜିଟିଭ ହେଉଥିବା ବେଳେ ଏବେ ୧ ଲକ୍ଷ ପାଖାପାଖି ଲୋକ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ…

ଜୀବନ ବଞ୍ଚାଉଛି ଡବଲ ଡୋଜ୍ ଟିକା

ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ଚିନ୍ତା ବଢୁଥିବା ବେଳେ ଟିକାକୁ ନେଇ ଖୁସି ଖବର ଦେଇଛି ଏମସ ଗବେଷଣା । ଏମସ ପକ୍ଷରୁ କୁହାଯାଇଛି ଯେ, ଟିକା ନେଇଥିବା ଲୋକଙ୍କ ପ୍ରତି ଘାତକ ହୋଇପାରୁନି କରୋନା । ଡବଲ ଡୋଜ ଟିକା…

ଭୁବନେଶ୍ୱରରୁ ଆଜି ୫୯୨ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଥିବା ବେଳେ ଭୁବନେଶ୍ୱରରୁ ଆଜି ୫୯୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୦ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…

ଭାରତ ବାହାରେ ହେବ ଟି-୨୦ ବିଶ୍ୱକପ, ଏନେଇ ICCକୁ ସୂଚନା ଦେଲା BCCI

ନୂଆଦିଲ୍ଲୀ: ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପର ଆୟୋଜନ ଏବେ ଦେଶ ବାହାରେ ହେବାକୁ ନିଷ୍ପତ୍ତି ହୋଇଛି । ଆଇସିସି ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇ ଓ ଓମାନରେ ଆୟୋଜିତ କରିବାକୁ…

ଗର୍ଭାବସ୍ଥା ସମୟରେ କରୋନା ସଂକ୍ରମିତ ଶିଶୁଙ୍କଠାରେ ଦେଖାଯାଉଛି ଏହି ସାଙ୍ଘାତିକ ରୋଗ, ଡାକ୍ତର କଲେ ଆଲର୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନ୍ୟ ରୋଗ ମଧ୍ୟ ନିଜର ପ୍ରକୋପ ଦେଖାଇବା ଆରମ୍ଭ କରିସାରିଛି । ଏହାର ପ୍ରଭାବ ସେହି ଶିଶୁମାନଙ୍କ ଉପରେ ଦେଖିବାକୁ ମିଳୁଛି, ଯେଉଁମାନେ ଜନ୍ମ ବି ହୋଇନାହାନ୍ତି । ପୋଷ୍ଟ କୋଭିଡ…

ଜୁନ ୧୦ରେ ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟପରାଗ, ଜାଣନ୍ତୁ କେଉଁ ରାଶି ପାଇଁ କିପରି ପ୍ରଭାବ ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟ ପରାଗ ଜୁନ ୧୦ ତାରିଖରେ ହେବାକୁ ଯାଉଛି । ଆମେରିକା, ୟୁରୋପ, ଏସିଆ ମହାଦେଶରେ କିଛି ଅଞ୍ଚଳରେ ଏହା ଦୃଶ୍ୟମାନ ହେବ। ଭାରତରେ କେବଳ ଜାମ୍ମୁ-କାଶ୍ମୀରର…

୧୫ ଜୁନରୁ ରାଜ୍ୟରେ ଲାଗୁ ହେବ ଲଭ-ଜିହାଦ ଆଇନ, ଦୋଷୀଙ୍କୁ ମିଳିବ ଏଭଳି ଦଣ୍ଡ

ନୂଆଦିଲ୍ଲୀ: ଲଭ-ଜିହାଦର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଦେଶର ଆଉ ଏକ ରାଜ୍ୟ ଏହା ବିରୋଧରେ ଆଇନ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି । ଧର୍ମ ପରିବର୍ତ୍ତନ, ଧୋକାରେ ବିବାହ କରିବା ମାମଲା ବଢୁଥିବାକୁ ଦେଖି…

ସାବଧାନ୍! କାଲି ସକାଳ ସୁଦ୍ଧା ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଝଡବର୍ଷା ସହ ବଜ୍ରପାତ ହେବାର ଆଶଙ୍କା

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କାଲି ସକାଳ ସୁଦ୍ଧା ଝଡବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ…

ଏହି ରାଜ୍ୟରେ ପୁଣି ବଢିଲା ଲକଡାଉନ୍

ନୂଆଦିଲ୍ଲୀ: ବଢୁଥିବା କରୋନା ମହାମାରୀକୁ ଦୃଷ୍ଟିରେ ରଖି ତାମିଲନାଡୁରେ ଲକଡାଉନ୍ ଅବଧି ବୃଦ୍ଧି କରାଯାଇଛିି । ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍ ରାଜ୍ୟରେ ଆଉ ଏକ ସପ୍ତାହ ପଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି । ଜୁନ୍ ୧୪…