ରାଜ୍ୟରେ ପୁଣି ୬୨୫ ପଜିଟିଭ୍ ଚିହ୍ନଟ, ଆଜି ୮୦ ଶିଶୁ ସଂକ୍ରମିତ

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନାର ଉପର ତଳ ଖେଳ ଆରମ୍ଭ ହୋଇଗଲାଣି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି…

ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭଦ୍ରକ(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ସୁପରଭାଇଜର । ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜରଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି । ସୁପରଭାଇଜର ମଲ୍ଲିଲତା ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା । ଆୟ ବହିର୍ଭୂତ…

୪୮ଟି ଖଣି ଲିଜ୍ ଟେଣ୍ଡର ବାତିଲ କଲେ ଜିଲ୍ଲାପାଳ

ମାଲକାନଗିରି(ଓଡ଼ିଶା ଭାସ୍କର): ମାଲକାନଗିରି ଲଘୁ ଖଣିଜ ବିବାଦ ମାମଲାରେ ବାତିଲ ହୋଇଛି ଖଣି ଲିଜ୍ ଟେଣ୍ଡର । ସମସ୍ତ ୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲ କରିଛନ୍ତି ଜିଲ୍ଲାପାଳ । ସରକାରଙ୍କ ନିର୍ଦ୍ଦେଶକ୍ରମେ ଟେଣ୍ଡର…

ଅଜଣା ଜ୍ୱରରେ ୮ ଶିଶୁଙ୍କ ମୃତ୍ୟୁ, ଗାଁରେ ପହଞ୍ଚିଲେ ଅଧିକାରୀ

ମଥୁରା: ଉତ୍ତରପ୍ରଦେଶରେ ମଥୁରା ସହରରୁ ୩୦ କିଲୋମିଟର ଦୂର ସ୍ଥିତ କୋହ ଗାଁରେ ପ୍ରାୟ ୮ ଜଣ ଶିଶୁ ଅଜଣା ଜ୍ୱରରେ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସୂଚନା ପାଇବା ମାତ୍ରେ ଡେପୁଟି ଜିଲ୍ଲା ମାଜିଷ୍ଟ୍ରେଟ ତଥା…

ଯବାନଙ୍କ ଶେଷକୃତ୍ୟକୁ ଯାଉଥିବା ବେଳେ ଦୁର୍ଘଟଣା, ଚାଲିଗଲା ୪ ପୋଲିସ ଅଫିସରଙ୍କ ଜୀବନ

ବିଶାଖାପାଟଣା: ସଡ଼କ ଦୁର୍ଘଟଣା ଯୋଗୁଁ ୪ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ଜଣେ ଯବାନଙ୍କ ଶେଷକୃତ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ଘଟିଛି ଏହି ଅଘଟଣ । ୪ ପୋଲିସ ଅଧିକାରୀଙ୍କ ଧ୍ୟରେ ଜଣେ ସବ୍ ଇନ୍ସପେକ୍ଟର ଥିବା…

ଐତିହାସିକ ପରିବର୍ତ୍ତନ: ଭାରତୀୟ ସେନାରେ ପ୍ରଥମଥର ମହିଳା ଅଧିକାରୀଙ୍କୁ କର୍ଣ୍ଣେଲ ପଦକୁ ପଦୋନ୍ନତି

ନୂଆଦିଲ୍ଲୀ: ଭାରତୀୟ ସେନାରେ ଚାକିରିର ୨୬ ବର୍ଷ ପୂରଣ କରିବା ପରେ ୫ ମହିଳା ଅଧିକାରୀଙ୍କୁ କର୍ଣ୍ଣେଲ ପଦକୁ ପଦୋନ୍ନତି କରାଯାଇଛି । ଭାରତରେ ପ୍ରଥମଥର ପାଇଁ ଐତିହାସିକ ପରିବର୍ତ୍ତନ ଦେଖିବାକୁ ମିଳିଛି ।  ଦେଶରେ…

ବିନା ସରକାରୀ ଚାକିରିରେ ବି କେନ୍ଦ୍ର ସରକାର ଦେଉଛନ୍ତି ପେନସନ୍, ଜାଣନ୍ତୁ କିପରି ପାଇବେ ଲାଭ

ନୂଆଦିଲ୍ଲୀ: ଲୋକମାନେ ଭାବନ୍ତି କି, ସରକାରୀ ଚାକିରି କଲେ ବୃଦ୍ଧାବସ୍ଥାରେ ପେନସନର ଫାଇଦା ମିଳିଥାଏ । କିନ୍ତୁ ଏଣିକି କେନ୍ଦ୍ର ସରକାର ଶ୍ରମିକ, ଘରୋଇ କମ୍ପାନୀର କର୍ମଚାରୀ, ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ସମସ୍ତ…

ମାଟି ତାୱାରେ ହୋଇଥିବା ରୁଟି ଖାଇବା ଦ୍ୱାରା ମିଳିଥାଏ ଚମତ୍କାରୀ ଫାଇଦା

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଲୁମିନିୟମ ଓ ଷ୍ଟିଲ ପାତ୍ର ଅପେକ୍ଷା ମାଟିପାତ୍ରରେ ରନ୍ଧା ହୋଇଥିବା ଖାଦ୍ୟ ଅଧିକ ଲାଭଦାୟକ । କାରଣ ମାଟି ପାତ୍ରରେ ଖାଦ୍ୟ ଧୀରେ ଧୀରେ ପ୍ରସ୍ତୁତ ହୁଏ ଓ…

ସାବଧାନ୍! ଶସ୍ତା ପର୍ସନାଲ ଲୋନ୍ ନେଲେ ହୋଇଯିବେ ବରବାଦ୍, ଯେପରିକି…

ନୁଆଦିଲ୍ଲୀ: ଠକେଇ କରୁଥିବା ବ୍ୟକ୍ତି ସବୁଦିନ କିଛି ନୂଆ ନୂଆ ଟେକନିକ୍ ଖୋଜୁଛନ୍ତି । କରୋନା କାଳରେ ଲୋକଙ୍କ ପାଖରେ କାମ ନଥିବାରୁ ଏନେ ପର୍ସନାଲ ଲୋନ୍ ଆଳରେ ଲୁଟିବାରେ ଲାଗିଛନ୍ତି । ଲୋକମାନେ ବଡ଼ ବଡ଼ କମ୍ପାନୀର ନାଁ…

ଅନିୟମିତତା ଓ ଜମି ଜାଲିଆତି: ୬ ଅଧିକାରୀଙ୍କ ୯ଟି ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ବସୁନ୍ଧରା ଜମି ଜାଲିଆତି ମାମଲାରେ ହୋଇଛି ଭିଜିଲାନ୍ସ ଚଢ଼ାଉ । ମୋଟ ୬ ଅଧିକାରୀଙ୍କ ୯ଟି ଘରେ କଟକ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛନ୍ତି । ଭୁବନେଶ୍ୱର, କଟକ, ଭଦ୍ରକ,…