ସାଧାରଣ ଲୋକଙ୍କୁ ଝଟକା! ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍, ଜାଣନ୍ତୁ କେତେ?

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ଲାଗିଛି ଜୋରଦାର ଝଟକା । ଏଲପିଜି ଗ୍ୟାସ ସିଲିଣ୍ଡର ଦାମକୁ ପୁଣି ଥରେ ବଢ଼ାଇ ଦେଇଛନ୍ତି ସରକାର । ତୈଳ କମ୍ପାନିଗୁଡ଼ିକ ବିନା ସବସିଡି ୧୪.୨ କିଲେଗ୍ରାମର ସିଲିଣ୍ଡର ଦର ପିଛା ୧୫ ଟଙ୍କା…

ଆର୍ଯ୍ୟନ୍ ଡ୍ରଗ୍ସ ପାର୍ଟି ମାମଲାରେ ୨ ଓଡ଼ିଆ ଗିରଫ, ଜାଣନ୍ତୁ କିଏ?

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଅକ୍ଟୋବର ୭ ତାରିଖ ପଯ୍ୟନ୍ତ ରିମାଣ୍ଡରେ ନେଇଛି ଏନସିବି । ଏହି ମାମଲାରେ ତଦନ୍ତ ଜାରି ରହିଥିବା…

ଝିଅ ହୋଇ ଭିଡିଓ କଲରେ ଦେଖାଉଥିଲେ ପର୍ଣ୍ଣ, ପରେ ଭିଡିଓ କରି ଲୁଟୁଥିଲେ ଲକ୍ଷାଧିକ ଟଙ୍କା

ଭରତପୁର: ରାଜସ୍ଥାନର ଭରତପୁରରେ ଏପରି ଏକ ଲୁଟ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ କିଛି ଦୁର୍ବୃତ୍ତ କୁରୁକ୍ଷେତ୍ରର ଜଣେ ବ୍ୟକ୍ତିଙ୍କୁ ପର୍ଣ୍ଣ ଭିଡିଓ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିଛନ୍ତି । କୁରୁକ୍ଷେତ୍ର ପୋଲିସର…

ବନ୍ଧୁକ ଡିଲରେ ଆଲବମ୍ ଅଭିନେତା ଗିରଫ, ସୂଚନା ଦେଲେ ଡିସିପି

କଟକ(ଓଡ଼ିଶା ଭାସ୍କର): ବନ୍ଧୁକ ଡିଲ ବେଳେ ଧରାପଡିଛନ୍ତି ଆଲବମ୍ ଅଭିନେତା । କଟକ ବାଦାମବାଡ଼ି ଅଞ୍ଚଳରେ ବନ୍ଧୁକ ଡିଲ ବେଳେ ୪ ଜଣ ଧରାପଡ଼ିଛନ୍ତି । ସେମାନଙ୍କଠାରୁ ୩ଟି ବନ୍ଧୁକ ଓ ୧୬ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ ।…

ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର, ଜାଣନ୍ତୁ କାହାକୁ ମିଳିବ?

ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ୩ ପଦାର୍ଥ ବିଜ୍ଞାନୀଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ମିଳିବ । ବେଜ୍ଞାନିକ ସୁକୁରୋ ମାନାବେ, କ୍ଲାଉସ ହାସଲମାନଙ୍କ ସମେତ ବୈଜ୍ଞାନିକ ଜର୍ଜିଓ…

ଭୁବନେଶ୍ୱରରେ ୭୫ଟି ବିପଦସଙ୍କୁଳ ସ୍ଥାନ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ୭୫ଟି ବିପଦସଙ୍କୁଳ ସ୍ଥାନ ଚିହ୍ନଟ ହୋଇଛି । ଏହି ବିପଦସଙ୍କୁଳ ସ୍ଥାନର ବ୍ୟାରିଗେଟିଙ୍ଗ କରାଯାଇ ସ୍ଥାୟୀ ସମାଧାନ ହେବ । ଏନେଇ ଭୁବନେଶ୍ୱର (ମଧ୍ୟ) ବିଧାୟକ…

ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ତାଗିଦ୍, ନଚେତ୍…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ତାଗିଦ୍ କରିଛି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଅକ୍ଟୋବର ୮ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ମାଧ୍ୟମିକ…

ବଡ଼ ଖବର: ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗିରଫ

ସୀତାପୁର: ଉତ୍ତରପ୍ରଦେଶ ଲଖୀମପୁର ଖେରିରେ ହୋଇଥିବା ହିଂସାକାଣ୍ଡର ପୀଡିତାଙ୍କୁ ଦେଖାକରିବାକୁ ପହଞ୍ଚିଥିବା କଂଗ୍ରେସ ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅଟକ ନୁହେଁ, ବରଂ ଗିରଫ କରାଯାଇଛି ।…

ଏଣିକି ବିଜୁଳି ପାଇଁ ଲାଗିବ ପ୍ରିପେଡ୍ ସ୍ମାର୍ଟ ମିଟର, ବାଚସ୍ପତିଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗ୍ରାହକ ଚାହିଁଲେ ପ୍ରିପେଡ ସ୍ମାର୍ଟ ମିଟର ଲଗାଇପାରିବେ । ବୈଠକରେ ଏପରି ନିଷ୍ପତ୍ତି…

ସମସ୍ତ ମୁକୁଳା ଡ୍ରେନରେ ପଡ଼ିବ କି ସ୍ଲାବ୍? ବୈଠକରେ ନିଆଗଲା ଏହି ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସମେତ ସମସ୍ତ ସହରାଞ୍ଚଳର ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ । ଏନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି । ମୁକୁଳା ଡ୍ରେନରେ ସ୍ଲାବ…