Breaking News ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ୫ ଅଟକ Sushreejyoti Routray Oct 4, 2021 ଭବାନୀପାଟଣା(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି, ଠକେଇ ଭଳି ଅପରାଧମାନ ବଢ଼ିବାରେ ଲାଗିଛି । ଚାକିରିଟିଏ ଦେବା ନାଁରେ ଲୋକମାନେ ଲୁଟିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ…
Breaking News ‘ପଦ ରହୁ କି ନରହୁ, ରାହୁଲ-ପ୍ରିୟଙ୍କାଙ୍କ ସହ ସବୁଦିନ ରହିବି: ସିଦ୍ଧୁ Sushreejyoti Routray Oct 2, 2021 ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂ ସିଦ୍ଧୁ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ‘ମୁଁ ପଦରେ ରୁହେ କି ନ ରୁହେ, କିନ୍ତୁ ରାହୁଲ ଗାନ୍ଧୀ ଓ…
Breaking News ପାର୍ବଣ ପାଇଁ ଗାଇଡଲାଇନ୍, ସପିଂ ମଲରେ ରହିବ ସ୍ୱତନ୍ତ୍ର ସ୍କ୍ୱାଡ୍ Sushreejyoti Routray Oct 2, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାର୍ବଣ ଭିଡ଼ ଉପରେ ସ୍ୱତନ୍ତ୍ର ନଜର ରଖିବ ସ୍ୱାସ୍ଥ୍ୟ ବିଭାଗ । ଭିଡ଼ ବଢ଼ିଲେ ସଂକ୍ରମଣ ବଢ଼ିପାରେ, ସେଥିପାଇଁ ପୂର୍ବ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି ।…
Breaking News ମହିଳା ଇଞ୍ଜିନିୟରଙ୍କ ମୁଣ୍ଡ ଫଟାଇ ଲହୁଲୁହାଣ କଲେ କନଷ୍ଟେବଳ Sushreejyoti Routray Oct 2, 2021 ରାଉରକେଲା(ଓଡ଼ିଶା ଭାସ୍କର): ଆରପିଏଫ୍ କନଷ୍ଟେବଳଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି ଜଣେ ମହିଳା ଇଞ୍ଜିନିୟର । ଆୟତ ଇଞ୍ଜିନିୟର ଜଣଙ୍କର ନାଁ ଅନିତା ରାଜ ହୋଇଥିବା ବେଳେ ସେ ଏନେଇ ରାଉରକେଲା ଜିଆରପି ଥାନାରେ ଏତଲା…
Breaking News କିପରି ହେବ ପିପିଲି ଉପନିର୍ବାଚନର ଭୋଟ ଗଣତି? ଜାଣନ୍ତୁ ସିଇଓଙ୍କ ଉତ୍ତର Sushreejyoti Routray Oct 2, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ପିପିଲି ବିଧାନସଭା ଆସନ ପାଇଁ ମତଦାନ ସରିଛି । ଏହି ଉପନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲିଠାରୁ ଆରମ୍ଭ ହେବ । ଭୋଟ ଗଣତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର…
Astrology ବିଗୁଡୁଥିବା କାମକୁ ଠିକ୍ କରିବା ପାଇଁ ଶନିବାର ଦିନ କରନ୍ତୁ ଏହି କାମ, ବର୍ଷିବ ଶନିଦେବଙ୍କ କୃପା Sushreejyoti Routray Oct 2, 2021 ଶନିବାର ଦିନକୁ ନ୍ୟାୟର ଦେବତା କୁହାଯାଉଥିବା ଶନିଦେବଙ୍କୁ ସମର୍ପିତ କରାଯାଏ । ଶନିବାର ଦିନ ଭଗବାନ ଶନିଦେବଙ୍କ ପୂଜା କରାଯାଇଥାଏ । ଏହି ଦିନ ଶନିଦେବଙ୍କ କୃପା ପାଇବା ପାଇଁ ପୂଜା, ଉପବାସ ଓ ଦାନ କରିବା ଦ୍ୱାରା…
Breaking News ସାଢ଼େ ୪ କୋଟି ଲୋକ ବିଜେଡ଼ି ସହ ରହିବେ: ସଞ୍ଜୟ ଦାସବର୍ମା Sushreejyoti Routray Oct 2, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ପଞ୍ଚାୟତ ନିର୍ବାଚନ ନେଇ ଆଜିଠାରୁ ରାଜନୀତି ସରଗରମ ହୋଇଛି । ଅନେକ ସ୍ଥାନରେ ଦଳ ଅଦଳବଦଳ ନୀତି ମଧ୍ୟ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ପ୍ରତିକ୍ରିୟା…
Breaking News ସରପ୍ରାଇଜ୍ ଦେବାକୁ ଦୂର ଦେଶରୁ ଧାଇଁଆସିଲା ପ୍ରେମିକା, ୩ ଯୁବତୀଙ୍କ ସହ ଏପରି ଅବସ୍ଥାରେ ମିଳିଲା ପ୍ରେମିକ Sushreejyoti Routray Oct 2, 2021 ପ୍ରେମରେ ଲୋକମାନେ ନିଜ ସାଥୀଙ୍କ ସହ ଅଧିକରୁ ଅଧିକ ସମୟ ବିତାଇବାକୁ ଚାହାଁନ୍ତି । କିନ୍ତୁ ଦୂରରେ ରହୁଥିବା ପ୍ରେମୀଯୁଗଳଙ୍କ ସମ୍ପର୍କ ସମ୍ଭାଳିବା କଷ୍ଟକର ହୋଇଥାଏ । ଦୂରରେ ରହୁଥିବା ପ୍ରେମୀଙ୍କ ମଧ୍ୟରେ ବୁଝାମଣା…
Breaking News ସାବଧାନ୍! ୩ ମାସ ପର୍ଯ୍ୟନ୍ତ ରାସନ ନନେଲେ ବନ୍ଦ ହୋଇଯିବ କାର୍ଡ Sushreejyoti Routray Oct 2, 2021 ନୂଆଦିଲ୍ଲୀ: ରାସନର ଡୋର ଷ୍ଟେପ୍ ଡେଲିଭରୀକୁ ମଞ୍ଜୁରି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହାରି ମଧ୍ୟରେ ରାସନ କାର୍ଡଧାରୀଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । ଲଗାତାର ୩ ମାସ ଧରି ରାସନ ନେଉନଥିବା ରାସନ…
Breaking News କମ୍ ସମୟରେ ପାସପୋର୍ଟ ଭେରିଫିକେସନ୍ Sushreejyoti Routray Oct 2, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର) : କମ୍ ସମୟରେ ହୋଇପାରୁଛି ପାସପୋର୍ଟ ଭେରିଫିକେସନ୍ । ହାରାହାରି ୪ ଦିନ ଭିତରେ ହୋଇଛି ପାସପୋର୍ଟ ଭେରିଫିକେସନ୍ । ସେପ୍ଟେମ୍ବରର ପ୍ରଥମ ୧୫ ଦିନରେ ୪ ଦିନ ଭିତରେ ହୋଇଛି ଭେରିଫିକେସନ୍ ।…