ବସକୁ ଧକ୍କା ଦେଲା ଟ୍ରକ୍: ୩ ଗୁରୁତର, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ

ବୌଦ୍ଧ(ଓଡ଼ିଶା ଭାସ୍କର): ବୌଦ୍ଧ ଜିଲ୍ଲା ପୁରୁଣାକଟକ ଜାତୀୟ ରାଜପଥ-୫୭ର ଭୈରବୀ ମନ୍ଦିର ଛକରେ ହୋଇଛି ଭୟଙ୍କର ଦୁର୍ଘଟଣା । ବସକୁ ଏକ ଟ୍ରକ୍ ଧକ୍କା ଦେବାରୁ ୩ ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣାରୁ ଅଳ୍ପକେ…

କୋବ୍ରାର ରକ୍ତ ପିଅନ୍ତି ଏଠାକାର ଯୁବତୀ, କାରଣ ଜାଣିଲେ ଚକିତ ହେବେ

ସାପର ନାଁ ଶୁଣିଲେ ଲୋକମାନେ ଭୟଭୀତ ହୋଇପଡନ୍ତି, କାହିଁକି ନା ସାପ କାମୁଡିବା ମାତ୍ରେ ମଣିଷର ମୃତ୍ୟୁ ହୋଇଥାଏ । ଏହା ପରେ ବି ଅନେକ ଦେଶର ଲୋକମାନେ ସାପକୁ ବିଲକୁଲ ଡରନ୍ତି ନାହିଁ । କେତେକ ସ୍ଥାନରେ ବିଷାକ୍ତ ସାପକୁ…

ଏପରି ଏକ ଶ୍ମଶାନ, ଯେଉଁଠି ଶବଠାରୁ ଆଦାୟ ହେଉଛି ଟ୍ୟାକ୍ସ!

ଦୁନିଆରେ ଅନେକ ପରମ୍ପରା ରହିଛି, ଯାହାକୁ ଆଜି ବି ଲୋକମାନେ ପାଳନ କରିଆସୁଛନ୍ତି । ସେହିପରି ଏକ ପରମ୍ପରା ଭାରତର ଉତ୍ତରପ୍ରଦେଶ ରାଜ୍ୟର ବାରଣାସୀ ସହରରେ ପାଳନ କରାଯାଉଛି । ଏମିତିରେ ବି ବାରଣାସୀ ୩ଟି ଜିନିଷ ପାଇଁ…

କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ଘୋଷଣା: ଦେଶରେ ଚାଲିବ ୨ ପ୍ରକାର ଇନ୍ଧନରେ ଚାଲୁଥିବା ଗାଡ଼ି

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତୀନ ଗଡ଼କରୀ ଦୀର୍ଘଦିନ ଧରି ଭାରତୀୟ ପରିବହନ କ୍ଷେତ୍ର ପାଇଁ ବାୟୋ ଇନ୍ଧନ ଯାନ ଉପରେ ଗୁରୁତ୍ୱାରୋପ କରିଆସୁଛନ୍ତି । ଏହାରି ମଧ୍ୟରେ ମନ୍ତ୍ରୀ ଘୋଷଣା…

ଜବରଦଖଲ ଉଚ୍ଛେଦକୁ ବିରୋଧ କରି ହିଂସାକାଣ୍ଡ: ପୋଲିସ ଗୁଳିରେ ୨ ମୃତ

ଦରାଙ୍ଗ: ଆସାମରେ ଜବରଦଖଲକୁ ନେଇ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଦାରଙ୍ଗ ଜିଲ୍ଲା ଧୌଲପୁର ଗୋରୁଖୁଟି ଅଞ୍ଚଳରେ ସ୍ଥାନୀୟ ଲୋକେ ଓ ପୋଲିସ ମଧ୍ୟରେ ହୋଇଛି ଏହି ହିଂସାକାଣ୍ଡ । ପୋଲିସ ଗୁଳିରେ ୨ ଜଣଙ୍କ ମୃତ୍ୟୁ…

‘ନର୍କର ଗର୍ତ୍ତ’ରେ ପ୍ରଥମଥର ପାଇଁ ବୈଜ୍ଞାନିକଙ୍କ ପ୍ରବେଶ, ଖୋଲିଗଲା ଭୂତ-ପିଶାଚର ରହସ୍ୟ

ୟେମେନର ମରୂଭୂମିରେ ଏପରି ଏକ କୂଅ ଅଛି, ଯାହାକି ଦୀର୍ଘ ସମୟ ଧରି ରହସ୍ୟ ଘେରରେ ରହିଛି । ୟେମେନରେ ବରହୁତରେ ଥିବା ଏହି କୂଅକୁ ‘ନର୍କର ରାସ୍ତା’ ବୋଲି କୁହାଯାଏ । ଏହି ରହସ୍ୟମୟ ଗର୍ତ୍ତରେ କ’ଣ ରହିଛି ଜାଣିବା ପାଇଁ…

ଏହି କାରଣରୁ ବାହାଘରର କିଛି ବର୍ଷ ପରେ ଲଭ୍ ଲାଇଫ୍ ହୋଇଯାଏ ବୋରିଂ

ରିଲେସନସିପରେ ସବୁକିଛି ପ୍ରଥମେ ପ୍ରଥମେ ଠିକ୍ ଚାଲିଥାଏ, କିନ୍ତୁ ସମୟ ବିତିବା ସହିତ ସମ୍ପର୍କରେ ଦୂରତା ଆସିଥାଏ । ଏପରି ଅନେକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ପ୍ରେମୀଯୁଗଳ କିଛି କାରଣ ଯୋଗୁଁ ଭବିଷ୍ୟତରେ ଅଲଗା…

୧୨ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର !

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କାଲିର ଘୂର୍ଣ୍ଣିବଳୟ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ…

ଭୁବନେଶ୍ୱର କୋର୍ଟ ପରିସର ୩ ଦିନ ସିଲ୍, ଜାଣନ୍ତୁ କାହିଁକି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର କୋର୍ଟ ପରିସରକୁ ୩ ଦିନ ପାଇଁ ସିଲ୍ କରାଯାଇଛି । କୋଭିଡ ସ୍ରଂକମଣ ଯୋଗୁଁ ସିଲ୍ ହୋଇଥିବା ସୂଚନା ମିଳିଛି । କୋଭିଡ ପଜିଟିଭ୍ ଚିହ୍ନଟ ହେବାରୁ ୨୬ ତାରିଖ ଯାଏଁ ଏହାକୁ…

‘ଅପରେସନ୍ ଗଜ ଉଦ୍ଧାର’ ମୁଣ୍ଡଳି ଅଭିମୁଖେ ବରିଷ୍ଠ ଅଧିକାରୀ

ଆଠଗଡ଼(ଓଡ଼ିଶା ଭାସ୍କର): ମହାନଦୀ ପାର ହେଉଥିବା ବେଳେ ମୁଣ୍ଡଳିଠାରେ ଫସିଛି ହାତୀ । ମହାନଦୀରେ ପ୍ରଖୋର ସ୍ରୋତ ଥିବାରୁ ୮ ହାତୀ ଭାସିଯାଇ ନୂଆଶାସନ ନିକଟରେ ଅଟକିଛନ୍ତି ଓ ଆଉ ଦୁଇଟି ହାତୀ ଭାସି ଯାଇ ଅନନ୍ତପୁର ଠାରେ…