୧୫ରେ ଆସୁଛି ଲଘୁଚାପ! ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆସନ୍ତା ୧୫ରୁ ୧୭ ତାରିଖ ଯାଏଁ ଲଘୁଚାପ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । କାରଣ ୧୫ ତାରିଖ ପରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।…

ଏପରି ଗାଁ ଯେଉଁଠି ୧୦୦ ବର୍ଷରୁ ଅଧିକ ସମୟ ବଞ୍ଚନ୍ତି ଲୋକେ, ଜାଣନ୍ତୁ ରହସ୍ୟ

ନୂଆଦିଲ୍ଲୀ: ଦୈନନ୍ଦିନ ଜୀବନର ବ୍ୟସ୍ତବହୁଳ କାର୍ଯ୍ୟ ଓ ଟେନସନ୍ କାରଣରୁ ଲୋକଙ୍କର ବୟସ ହ୍ରାସ ପାଉଛି । କିନ୍ତୁ ଇଟାଲିରେ ଏପରି ଏକ ଗାଁ ଅଛି, ଯେଉଁଠି ଅଧିକାଂଶ ଲୋକେ ୧୦୦ ବର୍ଷରୁ ଅଧିକ ସମୟ ବଞ୍ଚନ୍ତି । ଇଟାଲିର…

ଭିଜିଲାନ୍ସ ଜାଲରେ ଡିଭିଜନାଲ ଆକାଉଣ୍ଟାଣ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଡିଭିଜନାଲ ଆକାଉଣ୍ଟାଣ୍ଟ । ନବରଙ୍ଗପୁର ଜିଲ୍ଲା ପୂର୍ତ୍ତ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସୁମିତ କୁମାରଙ୍କୁ ଧରିଛି ଭିଜିଲାନ୍ସ । ୨୦ ହଜାର ଟଙ୍କା…

ତଦନ୍ତ ପାଇଁ ଓଡ଼ିଶାର ୪ ଜଣଙ୍କୁ ମିଳିବ ମେଡାଲ, ଜାଣନ୍ତୁ କାହାକୁ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତଦନ୍ତରେ ଉତ୍କର୍ଷତା ପାଇଁ ୧୫୨ ଜଣ ପୋଲିସ ମେଡାଲ ପାଇବେ । ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ୧୫୨ ଜଣଙ୍କ ମଧ୍ୟରୁ ୨୮ ଜଣ ମହିଳା ପୋଲିସ ରହିଛନ୍ତି । ଏହା ସହ…

ପ୍ରକଳ୍ପ ପାଇଁ ପୋଲିସକୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କଲେ ଆନ୍ଦୋଳନକାରୀ

ରାଜକନିକା(ଓଡ଼ିଶା ଭାସ୍କର): ରାଜକନିକା ଭାରିଗଦାରେ ପୋଲିସ-ପ୍ରକଳ୍ପ ବିରୋଧୀମାନେ ମୁହାଁମୁହିଁ ହୋଇଛନ୍ତି । କେନ୍ଦ୍ରାପଡାରୁ ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବାକୁ ହୋଇଛି ବିରୋଧ । ପ୍ରକଳ୍ପକୁ ବିରୋଧ କରି ହଜାର ହଜାର…

ଭୋଜପୁରୀ ଅଭିନେତ୍ରୀ ତ୍ରିଶାକର ମଧୁଙ୍କ MMS ଭିଡିଓ ଭାଇରାଲ, ରାଗରେ ଆସି କହିଲେ ଏପରି

ନୂଆଦିଲ୍ଲୀ: ଭୋଜପୁରୀର ହଟ୍ ଓ ବୋଲ୍ଡ ଅଭିନେତ୍ରୀ ଭାବେ ଚର୍ଚ୍ଚିତ ତ୍ରିଶାକର ମଧୁ ସର୍ବଦା ନିଜ ଭିଡିଓ ଗୀତକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ସେ ସୋସିଆଲ ମିଡିଆରେ ବି ଖୁବ ଆକ୍ଟିଭ…

କିନୌରରେ ବଡ଼ ଦୁର୍ଘଟଣା: ଭୂସ୍ଖଳନରେ ଦବିରହିଛନ୍ତି ୪୦ ଜଣ, ଦେଖନ୍ତୁ ଭିଡିଓ

କିନୌର: ହିମାଚଳ ପ୍ରଦେଶର କିନୌର ଜିଲ୍ଲା ନିଗୁଲସେରୀର ଜାତୀୟ ରାଜପଥ-୫ର ଚିଲ ଜଙ୍ଗଲ ନିକଟରେ ପଥର ଖସିବା କାରଣରୁ ବଡ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଏସଆରଟିସି ବସ୍ ମଧ୍ୟ ଏହାର ଶିକାର ହୋଇଥିବା ଜଣାପଡିଛି ।…

ସକାଳୁ ଶୀଘ୍ର ଉଠିବା ଦ୍ୱାରା ଶରୀରକୁ ମିଳିଥାଏ ଏହି ଫାଇଦା

ସଫଳ ବ୍ୟକ୍ତିମାନେ ସେମାନଙ୍କ ଜୀବନରେ କିଛି ଭଲ ଅଭ୍ୟାସ ଫଲୋ କରିଥାନ୍ତି । ସେହିପରି ଗୋଟିଏ ଭଲ ଅଭ୍ୟାସ ହେଉଛି ସକାଳୁ ଉଠିବା । ସକାଳୁ ଉଠିବା ଦ୍ୱାରା ଅନେକ ଫାଇଦା ରହିଛି । ଏହା ଆପଣଙ୍କୁ ସଫଳତାର ଶୀର୍ଷକୁ ନେବା ସହ…

ବଦଳିଲା ଓଡ଼ିଶାର ନବମ ଓ ଦଶମ ପରୀକ୍ଷା ଢାଞ୍ଚା, ଏପରି ଦିଆଯିବ ମାର୍କ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ନବମ ଓ ଦଶମ ପରୀକ୍ଷା ନେଇ ବିଏସଇ ପକ୍ଷରୁ ନୂଆ ସର୍କୁଲାର ଜାରି କରାଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୦୨୧-୨୨ ବର୍ଷ ପାଇଁ ଏହି ସର୍କୁଲାର ଲାଗୁ ହେବ । ସିବିଏସଇ…

କୃଷକଙ୍କ ପାଇଁ ଖୁସି ଖବର! ଏଣିକି ପ୍ରତିବର୍ଷ ୬ ହଜାର ବଦଳରେ ମିଳିବ ୩୬,୦୦୦ ଟଙ୍କା, ବାସ୍ କରିବାକୁ ପଡିବ ଏହି କାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିଙ୍କ ହିତାଧିକାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ବର୍ତ୍ତମାନ ଆପଣ ଏହି ଯୋଜନା ଅଧୀନରେ ପ୍ରତି ମାସରେ ୩୦୦୦ ଟଙ୍କା ପାଇପାରିବେ । ସବୁଠାରୁ ବଡ କଥା ହେଉଛି ଏଥିପାଇଁ…