ଭୁବନେଶ୍ୱର ୟୁନିଟ୍-୧ ହାଟ ସିଲ୍, ଜାଣନ୍ତୁ କେତେ ଦିନ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ୟୁନିଟ-୧ ହାଟକୁ ଆଜି ସିଲ୍ କରିଛି ବିଏମସି । ୟୁନିଟ-୧ ହାଟକୁ ବିଏମସି ଆସନ୍ତା ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ସିଲ କରିଥିବା ସୂଚନା ମିଳିଛି । କୋଭିଡ ନିୟମ ଉଲ୍ଲଂଘନ…

ପିଲାଙ୍କ ଦାୟିତ୍ୱ ନେବେ ଅଧ୍ୟାପକ, ଜାଣନ୍ତୁ ଏନେଇ କ’ଣ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ୟୁଜି/ପିଜି ପରୀକ୍ଷା ନେଇ ଆଜି ସମୀକ୍ଷା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଏଥିପାଇଁ ସେ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ କରିଛନ୍ତି । ବୈଠକ ସରିବା…

ଅଭୟଙ୍କ ପରେ ଆକାଶ ପାଠକଙ୍କୁ ମିଳିଲା ଜାମିନ୍, କିନ୍ତୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟାଟା କମ୍ପାନୀରେ ଜାକିରି କରାଇଦେବା ନାଁରେ ଠକେଇ ମାମଲାରେ ଗିରଫ ହୋଇଥିବା ଆକାଶ ପାଠକଙ୍କୁ ଆଜି ଜାମିନ୍ ମିଳିଛି । ଆଇଏଫଏସ ଅଭୟ ପାଠକ ପରେ ପୁଅ ଆକାଶଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ ।…

କୁଆଁରୀ ଝିଅମାନେ ସ୍ୱପ୍ନ ଦେଖିଲେ ମିଳିଥାଏ ଏହି ସଂକେତ  

ଅନେକ ସମୟରେ ଗଭୀର ନିଦରେ ବିଭିନ୍ନ ପ୍ରକାର ସ୍ୱପ୍ନ ଆସିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ଦେଖୁଥିବା ଘଟଣା ବ୍ୟକ୍ତିର ଜୀବନ ସହ ଗଭୀର ସଂଯୋଗ ରହିଥାଏ। ନିଦରେ ଦେଖାଯାଉଥିବା ଘଟଣାଗୁଡିକ ଭବିଷ୍ୟତ ଜୀବନ…

କୋଭାକ୍ସିନକୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ପୂର୍ଣ୍ଣ ଅନୁମତି ମିଳିବାର ସମ୍ଭାବନା ନାହିଁ

ହାଇଦ୍ରାବାଦ: ଭାରତ ବାୟୋଟେକର କୋଭିଡ-୧୯ ଟିକା ‘କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୭୭.୮ % ପ୍ରଭାବଶଳୀ ହୋଇଥିଲେ ବି ଆସନ୍ତା ବର୍ଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅନୁମୋଦନର ସମ୍ଭାବନା ନାହିଁ । ଜଣେ ବରିଷ୍ଠ…

କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟରେ ପ୍ରଥମ ମୃତ୍ୟୁ, ଜାଣନ୍ତୁ ବର୍ତ୍ତମାନ ସୁଦ୍ଧା କେତେ ସଂକ୍ରମିତ 

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରର ଏବେବି ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ିଛି । ଏହାରି ମଧ୍ୟରେ କରୋନାର ଡେଲଟା ପ୍ଲସ ଭାରିଆଣ୍ଟ ଅଧିକ ଭୟଙ୍କର ହେବାରେ ଲାଗିଛି । ଏହାରି…

ଚାନ୍ଦିପୁରରେ ‘ନିର୍ଭୟ’ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରେ ‘ନିର୍ଭୟ’ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ଲଞ୍ଚପ୍ୟାଡ-୩ରୁ ୧୦ଟା ୪୩ରେ ‘ନିର୍ଭୟ’ର ପରୀକ୍ଷଣ ହୋଇଥିବା ସୂଚନା ମିଳିଛି । ତେବେ ଦୂରଗାମୀ…

ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର: କାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତାକାଲି ପ୍ରକାଶ ପାଇବାକୁ ଯାଉଛି ମାଟ୍ରିକ ରେଜଲ୍ଟ । କଟକ ବୋର୍ଡ କାର୍ଯ୍ୟାଳୟରେ କାଲି ଅପରାହ୍ନ ୪ଟାରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ।…

ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୧୩୨୧ ଜୀବନ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…

ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟଧାରୀ ସାବଧାନ୍: ଆସିଲା ITର ନୂଆ ନିୟମ, ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ଆକାଉଣ୍ଟ ବନ୍ଦ

ନୂଆଦିଲ୍ଲୀ: ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟଧାରୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଫେସବୁକ୍, ଟ୍ୱିଟର ଓ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମରେ ଫେକ୍ ଆକାଉଣ୍ଟ ଅଭିଯୋଗ…