ମେ’ ୨୪ ପର୍ଯ୍ୟନ୍ତ ଏହି ରାଜ୍ୟରେ ବଢିଲା ଲକଡାଉନ୍‌, ଗରିବ ଲୋକଙ୍କୁ ମିଳିବ ଭତ୍ତା

ଲକ୍ଷ୍ନୌ,୧୫ ।୫: କରୋନା ସଂକ୍ରମଣ ନିୟନ୍ତ୍ରଣକୁ ନଆସିବାରୁ ଅନେକ ରାଜ୍ୟରେ ଲକଡାଉନ ଓ ସଟଡାଉନ ଭଳି କଟକଣାର ଅବଧିକୁ ବଢାଇଯାଉଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶରେ କରୋନା କର୍ଫ୍ୟୁକୁ ମେ’ ୨୪ ତାରିଖ ସକାଳ ୭ଟା…

ଖୁସି ଖବର : ଓଡ଼ିଶାରେ ଆଜି ୧୦,୭୮୧ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୫।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୦,୭୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

ଭୁବନେଶ୍ୱରରୁ ଆଜି ୧୧୧୮ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୫ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୧୧୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…

ଓଡିଶାରେ ୬ ଲକ୍ଷ ଟପିଲା ଆକ୍ରାନ୍ତ ସଂଖ୍ୟା: ଆଜି ୧୧,୮୦୫ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୫ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି । ଗତ ୨୪ ଘଣ୍ଟା ରାଜ୍ୟରେ ୧୧ ହଜାର ୮୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୪୯୨ ଜଣ…

ପୋଲ ତଳକୁ କାର ଖସିବାରୁ ୩ ମୃତ

ବାଲେଶ୍ୱର,୧୫ ।୫(ଓଡିଶା ଭାସ୍କର): ପୋଲ ତଳକୁ କାର ଖସିଯିବା କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଅନ୍ତର୍ଗତ ଏନଏଚ-୧୬ ବିର୍ଲା ଟାୟାର ନିକଟରେ ଏହି ଦୁର୍ଘଟଣା ଘଟିଯାଇଛି । ସୂଚନା ମୁତାବକ, ଏକ କାରରେ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୩ ଲକ୍ଷ ୭୦ ହଜାର ପାର

ନୂଆଦିଲ୍ଲୀ, ୧୫ ।୫ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୩ ଲକ୍ଷ ୭୦ ହଜାର ୭୬୨ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ…

ଆସନ୍ତାକାଲି ସଟଡାଉନରେ ବି ଖୋଲା ରହିବ ବ୍ୟାଙ୍କ

ଭୁବନେଶ୍ୱର,୧୪ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ମାଡି ମାଡି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡାଉନ୍ ଓ ସଟଡାଉନ୍ ଲାଗୁ ହୋଇଛି । ସାପ୍ତାହାନ୍ତ ସଟଡାଉନରେ ଜରୁରୀକାଳୀନ ସେବା…

ଅଲାରନାଥଙ୍କ ଚନ୍ଦନ ଯାତ୍ରା ପାଇଁ ଲାଗିଲା ୧୪୪ ଧାରା

ବ୍ରହ୍ମଗିରି,୧୪ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଥିବା ବେଳେ ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଉଛି । ଏହାରି ମଧ୍ୟରେ ବ୍ରହ୍ମଗିରି ଅଲାରନାଥଙ୍କ…

କରୋନା ପରେ ଚିନ୍ତା ବଢାଉଛି ବ୍ଲାକ ଫଙ୍ଗସ୍‌: ଏନେଇ କମିଟି ଗଠନ କଲେ ଓଡିଶା ସରକାର

ଭୁବନେଶ୍ୱର,୧୪ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ କଲବଲ କରୁଥିବା ବେଳେ ଏବେ ସରକାରଙ୍କୁ ଚିନ୍ତାରେ ପକାଇଛି ବ୍ଲାକ ଫଙ୍ଗସ୍ । କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କୁ ବ୍ଲାକ୍ ଫଙ୍ଗସ୍ ବେଶି ଆକ୍ରାନ୍ତ…

ଖୁସି ଖବର : ଓଡ଼ିଶାରେ ଆଜି ୯୩୨୯ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୪।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୯୩୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…