ଜାମ୍ମୁ କାଶ୍ମୀରରେ ଏକ ବଡ଼ ଦୁର୍ଘଟଣା: ରାସ୍ତାରୁ ଖସିଲା CRPFଙ୍କୁ ନେଇ ଯାଉଥିବା ଗାଡ଼ି, ୧୫ ଯବାନ ଆହତ
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ବଡ଼ଗାମ ଜିଲ୍ଲାର ଖାଇଗାମ ଅଞ୍ଚଳରେ ସିଆରପିଏଫ ଗାଡି ରାସ୍ତାରୁ ଖସିପଡିଥିଲା । ଏହି ଦୁର୍ଘଟଣାରେ ୧୫ ରୁ ଅଧିକ ସୈନିକ ଆହତ ହୋଇଛନ୍ତି, ଯେଉଁମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ…