ସଡ଼କ ଦୁର୍ଘଟଣାରେ ଶ୍ରୀଲଙ୍କା ମନ୍ତ୍ରୀ ସନଥ ନିଶାନ୍ତଙ୍କ ମୃତ୍ୟୁ, ସୁରକ୍ଷାକର୍ମୀ ମଧ୍ୟ ହରାଇଲେ ପ୍ରାଣ

ନୂଆଦିଲ୍ଲୀ: ସଡକ ଦୁର୍ଘଟଣାରେ ଶ୍ରୀଲଙ୍କା ରାଜ୍ୟ ମନ୍ତ୍ରୀ ସନଥ ନିଶାନ୍ତଙ୍କ ମୃତ୍ୟୁ ଘଟିଛି । ତାଙ୍କ ସହ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ପୋଲିସ ଅଧିକାରୀଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡିଛି । କଲମ୍ବୋ-କାଟୁନାଏକେ…

ଆଉ ଏକ ରାଜ୍ୟରେ ଲାଗୁହେଲା ପୁରୁଣା ପେନସନ୍ ଯୋଜନା: ହଜାର ହଜାର କର୍ମଚାରୀଙ୍କୁ ମିଳିବ ଲାଭ

ନୂଆଦିଲ୍ଲୀ: କଂଗ୍ରେସ ଶାସିତ ଆଉ ଏକ ରାଜ୍ୟ ନିଜ ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ୍ ଯୋଜନା ଲାଗୁ କରିଛି । କର୍ଣ୍ଣାଟକର ସିଦ୍ଧରମୈୟା ସରକାର ୨୦୦୬ ମସିହାରେ ଭର୍ତ୍ତି ହୋଇଥିବା ପ୍ରାୟ ୧୩,୦୦୦ ରାଜ୍ୟ ସରକାରୀ…

AI ଯୋଗୁଁ ଇତିହାସ ରଚିଲା ମାଇକ୍ରୋସଫ୍ଟ: ୩ ଟ୍ରିଲିୟନ୍ ଡଲାର ପାର୍ କଲା କମ୍ପାନୀର ମାର୍କେଟ କ୍ୟାପ୍

ନୂଆଦିଲ୍ଲୀ: ଏଆଇ ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯୋଗୁଁ ଆଇଟି କମ୍ପାନୀ ମାଇକ୍ରୋସଫ୍ଟ ଏକ ନୂତନ ରେକର୍ଡ ସୃଷ୍ଟି କରିଛି । ଦୁନିଆର ଏହି ଅଗ୍ରଣୀ ଆଇଟି କମ୍ପାନୀ ପ୍ରଥମ ଥର ପାଇଁ ୩ ଟ୍ରିଲିୟନ ଡଲାରର ମାର୍କେଟ…

ଆଜି ଜାତୀୟ ପର୍ଯ୍ୟଟନ ଦିବସ, ଜାଣନ୍ତୁ ଏହାର ଇତିହାସ

୨୫ ଜାନୁଆରୀରେ ଜାତୀୟ ପର୍ଯ୍ୟଟନ ଦିବସ ପାଳନ କରାଯାଉଛି । ଆମ ଦେଶରେ ପରିଦର୍ଶନ କରିବାକୁ ଅନେକ ସ୍ଥାନ ରହିଛି । ଯେଉଁଠାରେ ଆମେ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଯାଇ ସମୟ ବିତାଇ ପାରିବା ଏବଂ ସେଠାରେ ଥିବା ଦୃଶ୍ୟକୁ…

ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ଏନର୍ଜୀ ଡ୍ରିଙ୍କ୍ସ, ହୋଇପାରେ ଏହିସବୁ ସମସ୍ୟା

ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ଏନର୍ଜୀ ଡ୍ରିଙ୍କ୍ସର କ୍ରେଜ୍ ଦେଖିବାକୁ ମିଳୁଛି । ମାର୍କେଟରେ ଧିରେ ଧିରେ କୋଲ୍ଡ ଡ୍ରିଙ୍କ୍ସ ପରିବର୍ତ୍ତେ ଏନର୍ଜୀ ଡ୍ରିଙ୍କ୍ର ଚାହିଦା ବୃଦ୍ଧି ପାଇବାକୁ ଲାଗିଲାଣି । ମାର୍କେଟରେ…

ଅବସର ଘୋଷଣା କଲେ ୬ଥର ବିଶ୍ୱ ବକ୍ସିଂ ଚାମ୍ପିଆନ୍ ହୋଇଥିବା ମ୍ୟାରି କମ୍: କହିଲେ ଏହାର କାରଣ

ନୂଆଦିଲ୍ଲୀ: ବକ୍ସର ମ୍ୟାରି କମ୍ ଅବସର ନେବାକୁ ଘୋଷଣା କରିଛନ୍ତି । ତେବେ ଆନ୍ତର୍ଜାତୀୟ ବକ୍ସିଂ ଆସୋସିଏସନ୍ (ଆଇବିଏ) ର ନିୟମ ଅନୁଯାୟୀ ପୁରୁଷ ଏବଂ ମହିଳା ବକ୍ସରମାନଙ୍କୁ କେବଳ ୪୦ ବର୍ଷ ବୟସ ପର୍ଯ୍ୟନ୍ତ…

ଶୀତ ଋତୁରେ ତମ୍ବା ବାସନ ବ୍ୟବହାର କରନ୍ତୁ, ଆର୍ଥ୍ରାଇଟିସ୍ ଯନ୍ତ୍ରଣାରୁ ମିଳିବ ମୁକ୍ତି

ତମ୍ବା ବାସନ ବ୍ୟବହାର ପ୍ରାୟତଃ ସ୍ୱାସ୍ଥ୍ୟ ସହିତ ଜଡିତ ଥାଏ । ଆପଣ ନିଶ୍ଚିତ ଭାବରେ ଆପଣଙ୍କ ଘରର ବଡ଼ ଲୋକମାନଙ୍କ ଠାରୁ ଶୁଣିଥିବେ ଯେ ତମ୍ବା ପାତ୍ରରେ ପାଣି ପିଇବାର ଅନେକ ଲାଭ ରହିଛି । ବର୍ତ୍ତମାନ ପ୍ରଶ୍ନ ହେଉଛି…

କ’ଣ ଆପଣ ସ୍ୱପ୍ନରେ ନିଜର ବାହାଘର ଦେଖୁଛନ୍ତି କି ? ଜଣାନ୍ତୁ କ’ଣ ରହିଛି ଏହାର ସଂକେତ

ଶୋଇଥିବା ଅବସ୍ଥାରେ ସ୍ୱପ୍ନ ଦେଖିବା ତ’ ଅତି ସାଧାରଣ କଥା । ବେଳେ ବେଳେ ଆମେ ଯେଉଁ କଥାକୁ ଅଧିକ ଭାବୁ, ତାହାକୁ ସ୍ୱପ୍ନରେ ଦେଖିଥାଉ । ଏପରି ସ୍ୱପ୍ନର ଅର୍ଥ ଜାଣିବାକୁ ଆମେ ଚିନ୍ତିତ ହେଉ । ଏହି ସମସ୍ତ ପ୍ରଶ୍ନର…

କାଲିଠୁ ଆରମ୍ଭ ହେବ JEE Main 2024 ପରୀକ୍ଷା, ସେଣ୍ଟରରେ ମାନିବାକୁ ପଡ଼ିବ ଏହି ଗାଇଡଲାଇନ୍

ନୂଆଦିଲ୍ଲୀ: ଜେଇଇ ମେନ୍ ୨୦୨୪ ସେକ୍ସନ ୧ ପରୀକ୍ଷା ଆସନ୍ତାକାଲି ଅର୍ଥାତ୍ ଜାନୁୟାରୀ ୨୪ ରୁ ଫେବୃଆରୀ ୧ ୨୦୨୪ ପର୍ଯ୍ୟନ୍ତ ଚାଲିବ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ଜେଇଇ ମେନ ପରୀକ୍ଷାରେ ଦୁଇଟି ପେପର…

ବିହାରରେ ରାଜନୈତିକ ସଙ୍କଟ ! ଅଚାନକ୍ ରାଜଭବନରେ ପହଞ୍ଚିଗଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଚାନକ୍ ରାଜ ଭବନରେ ପହଞ୍ଚିଛନ୍ତି । ବିହାରରେ ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ ଭବନରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ…