ଡରାଉଛି କରୋନା: ଇମ୍ୟୁନିଟି ବଢାଇବା ପାଇଁ ସକାଳୁ ସକାଳୁ ଏପରି ଭାବେ ପିଅନ୍ତୁ ତୁଳସୀ ପାଣି
ତୁଳସୀ ପତ୍ର ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଲାଭଦାୟକ ଏବଂ ଏହାକୁ ପ୍ରତିଦିନ ଖାଇବା ଉଚିତ୍ । ଏହା କେବଳ ଥଣ୍ଡା ଏବଂ କାଶକୁ ଦୂରେଇ ରଖେ ନାହିଁ, ବରଂ ଏହା ଆମ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ ଅନେକ ରୋଗରୁ ମଧ୍ୟ…