ପୁରୁଷମାନଙ୍କଠାରେ ଅଧିକ ଦେଖାଯାଉଛି ଏହି ସମସ୍ୟା, ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ବଦଳୁଥିବା ଜୀବନଶୈଳୀ ଯୋଗୁଁ ପୁରୁଷଙ୍କ ଠାରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ । ଯାହାକୁ ନେଇ ପୁରୁଷଙ୍କୁ ଅସୁବିଧା ହୋଇଥାଏ । ବାହାରେ ବୁଲି କାମ କରିବା ଦ୍ୱାରା ପୁରୁଷଙ୍କ ଚର୍ମ ସାଧାରଣତଃ ଡ୍ରାଏ ହୋଇଯାଇଥାଏ ।…

ଅଳ୍ପ ମଦ ପିଇବା ହୋଇପାରେ କି ଘାତକ ? WHO ଦେଲା ଏପରି ଚେତାବନୀ

ଲୋକମାନେ ପ୍ରାୟତଃ ବିଶ୍ୱାସ କରନ୍ତି କରନ୍ତି କି, ଟିକିଏ ମଦ ପିଇବା ଦ୍ୱାରା ଶରୀରକୁ କିଛି କ୍ଷତି ହୋଇନଥାଏ । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅର୍ଥାତ୍ WHOର କହିବା ମୁତାବକ, କିଛି କିଛି ପିଇବା ଦ୍ୱାରା ଶରୀରରେ…

ଭାରତୀୟ ବାୟୁସେନା ‘ଅସ୍ତ୍ରଶକ୍ତି-୨୦୨୩’ରେ ଆକାଶ ୱିପନ ସିଷ୍ଟମର ସଫଳ ପରୀକ୍ଷଣ, ଏକକାଳୀନ ୪ଟି ଲକ୍ଷ୍ୟକୁ କରୁଛି ନଷ୍ଟ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା 'ଅସ୍ତ୍ରଶକ୍ତି-୨୦୨୩'ରେ ଆକାଶ ୱିପନ ସିଷ୍ଟମର ପରୀକ୍ଷଣ କରିଛନ୍ତି, ଯାହା ସଫଳ ହୋଇଛି। ଏ ସମ୍ପର୍କରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ସୂଚନା ଦେଇ କହିଛନ୍ତି ଯେ…

ଏଣିକି ବିନା ପ୍ରେସ୍‌କ୍ରିପ୍‌ଶନରେ ହେବନାହିଁ ଏମ୍‌ଆର୍‌ଆଇ କିମ୍ବା ସିଟି ସ୍କାନ୍‌ : SOP ଜାରି 

ଭୁବନେଶ୍ୱର : ଏଣିକି ବିନା ପ୍ରେସ୍‌କ୍ରିପ୍‌ଶନରେ ଏମ୍‌ଆର୍‌ଆଇ କିମ୍ବା ସିଟି ସ୍କାନ୍‌ ହୋଇପାରିବ ନାହିଁ। ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଏସ୍‌ଓପି ଜାରି ହୋଇଛି। ଡାକ୍ତରମାନେ ଯାଞ୍ଚ ନକରି ଏମ୍‌ଆର୍‌ଇ କିମ୍ବା…

ଶୀତଦିନେ ଖାଆନ୍ତୁ ମାଛ : ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହେବେ

କିଛି ଲୋକ ଶୀତଦିନକୁ ବହୁତ ପସନ୍ଦ କରଥାନ୍ତି, କିନ୍ତୁ ଶୀତଦିନେ ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ । ଏହି ସମୟରେ ବିଭିନ୍ନ ରୋଗ ଆପଣଙ୍କୁ ଗ୍ରାସିବାକୁ ଆରମ୍ଭ କରେ । ଶୀତ ଦିନିଆ ରୋଗରୁ ରକ୍ଷା ପାଇବା ପାଇଁ…

ଝିଅର କଲିଜା ବାହାର କରି ଖାଇଥିବା ସ୍ୱାମୀ-ସ୍ତ୍ରୀ ସମେତ ୪ଜଣଙ୍କୁ ଆଜୀବନ କାରାଦଣ୍ଡ, ନିର୍ଦ୍ଦୟତାର ସୀମା କରିଥିଲେ ପାର୍

ନୂଆଦିଲ୍ଲୀ: କାନପୁରରେ ତାନ୍ତ୍ରିକର କହିବାନୁସାରେ ଝିଅକୁ ହତ୍ୟା କରି କଲିଜା ଖାଇଥିବା ମାମଲାରେ ସ୍ୱାମୀ-ସ୍ତ୍ରୀ ସମେତ ୪ ଜଣଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ଉପରେ ୨୦-୨୦…

ସାର୍ବଜନୀନ ପରିବହନ, ଦେଶର ଗରିବ ଓ ମଧ୍ୟବିତ୍ତ ପରିବାରର ଲୋକଙ୍କ ଜୀବନ ମାନର ଉନ୍ନତିରେ ସହାୟକ ହୋଇପାରିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ଗରିବ ଓ ମଧ୍ୟବିତ୍ତ ପରିବାରଗୁଡ଼ିକୁ ଉନ୍ନତ ଜୀବନ ପ୍ରଦାନ କରିବାରେ ସାର୍ବଜନୀନ ପରିବହନ ଏକ ପ୍ରମୁଖ ମାଧ୍ୟମ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସେ କହିଛନ୍ତି, ବିଗତ ୧୦…

୧.୫ ଲକ୍ଷରୁ ଅଧିକ ଲୋକଙ୍କୁ ମିଳିବ ନିଯୁକ୍ତି: ସୁରଟ ଡାଇମଣ୍ଡ ବୋର୍ସର ଉଦଘାଟନୀ ଉତ୍ସବରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (ଡିସେମ୍ବର ୧୭) ଗୁଜୁରାଟରେ ସୁରଟ ଡାଇମଣ୍ଡ ବୋର୍ସର ଉଦଘାଟନ କରିଛନ୍ତି । ଆନ୍ତର୍ଜାତୀୟ ହୀରା ଏବଂ ଅଳଙ୍କାର ବ୍ୟବସାୟ ପାଇଁ ବିଶ୍ୱର ସର୍ବ ବୃହତ ତଥା ଆଧୁନିକ…

ଏହି ୪ଟି ଅଭ୍ୟାସ ଥିଲେ ହୋଇଯାଆନ୍ତୁ ସତର୍କ ; ନଚେତ୍ ଭୋଗିପାରନ୍ତି ଆର୍ଥିକ ସମସ୍ୟା

ଦୁନିଆରେ ଏପରି କୌଣସି ଲୋକ ନାହିଁ ଯିଏ ସଫଳ ହେବାକୁ ଚାହେଁ ନାହିଁ । କିନ୍ତୁ ସମସ୍ତେ ସେମାନଙ୍କ ଜୀବନରେ ସଫଳତା ହାସଲ କରିପାରନ୍ତି ନାହିଁ । କାରଣ ଜୀବନରେ ସଫଳତା ହାସଲ କରିବାକୁ ହେଲେ କଠିନ ପରିଶ୍ରମ ନିତ୍ୟାନ୍ତ…

UIICରେ ଆସିଷ୍ଟାଣ୍ଟ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି, ଗ୍ରାଜୁଏସନ କରିଥିଲେ କରନ୍ତୁ ଆବେଦନ

ୟୁନାଇଟେଡ୍ ଇଣ୍ଡିଆ ଇନସୁରାନ୍ସ କମ୍ପାନୀ ଲିମିଟେଡ୍(UIIC) ଆସିଷ୍ଟାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ପ୍ରାର୍ଥୀଙ୍କ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୦୦ଟି…