୧ ଜାନୁଆରୀ ୨୦୨୫ ରୁ ଲାଗୁ ହେବ ଅନେକ ବଡ ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କ ଜୀବନରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: ୨୦୨୪ ବର୍ଷ ଶେଷ ହେବାକୁ ଯାଉଛି ଏବଂ ୨୦୨୫ କୁ ସ୍ୱାଗତ କରିବାକୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ନୂଆ ବର୍ଷ ସହିତ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଏହି…

କିଏ ସେହି ଭାରତୀୟ ନର୍ସ, ଯାହାଙ୍କୁ ୟେମେନରେ ମିଳିଲା ମୃତ୍ୟୁଦଣ୍ଡ: ଜାଣନ୍ତୁ ଭାରତର ଷ୍ଟାଣ୍ଡ

ନୂଆଦିଲ୍ଲୀ: ଭାରତ ଆଜି ଘୋଷଣା କରିଛି ଯେ, କେରଳର ନର୍ସ ନିମିଶା ପ୍ରିୟାଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରାଯିବ , ଯାହାଙ୍କୁ ମୃତ୍ୟୁଦଣ୍ଡ ମିଳିଛି । ୟେମେନରେ ଜଣେ ନାଗରିକଙ୍କ ହତ୍ୟା ମାମଲାରେ କେରଳର ନର୍ସ…

ସାବଧାନ୍ ! ପ୍ରତି ସିଗାରେଟ୍ ସହିତ ହ୍ରାସ ପାଉଛି ଜୀବନର ୨୨ ମିନିଟ୍, ରିସର୍ଚ୍ଚରେ ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ : ସିଗାରେଟ୍ ଟାଣିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ନିକଟରେ ହୋଇଥିବା ଏକ ଅନୁସନ୍ଧାନରେ ସିଗାରେଟ୍ ସହିତ ଜଡିତ ଗୁରୁତର ସ୍ୱାସ୍ଥ୍ୟ ବିପଦ ବିଷୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି ।…

ଗୋଟିଏ ମାସରେ ତୃତୀୟ ଥର ପାଇଁ IRCTC ସର୍ଭର ଠପ୍ ! ବୁକିଂ ହେଉନି ତତ୍କାଳ ଟିକେଟ୍, ଚିନ୍ତାରେ ଯାତ୍ରୀ

ନୂଆଦିଲ୍ଲୀ: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ର ଆପ୍ ଏବଂ ୱେବସାଇଟ୍ ମଙ୍ଗଳବାର (ଡିସେମ୍ବର ୩୧) ରେ ପୁଣି ଠପ୍ ହୋଇଛି । ଡିସେମ୍ବରରେ ଏହା ତୃତୀୟ ଥର ପାଇଁ ହେଉଛି, ଯେତେବେଳେ…

ପରିବହନ ପ୍ରାଧିକରଣ ନିଷ୍ପତ୍ତି: ଆଜିଠୁ ମଦ୍ୟପ ଗାଡ଼ିଚାଳକଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ମଦ୍ୟପ ଗାଡ଼ିଚାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ନିଷ୍ପତ୍ତି ନେଇଛି । ଆଜି ମଧ୍ୟରାତ୍ରରୁ ଏଥିପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେଉଛି । ସଡ଼କ ସୁରକ୍ଷା ନିୟମ…

ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଅଧୀନରେ ଓଡ଼ିଶାକୁ ମିଳିବ ଏତିକି ଟଙ୍କା, କେନ୍ଦ୍ର ଦେଲା ମଞ୍ଜୁରୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ‘ପିଏମ୍‍ ଉଷା’ ଅଧୀନରେ ଓଡ଼ିଶାକୁ ୬୦୦କୋଟିରୁ ଅଧିକ ଟଙ୍କା ଅନୁଦାନ ମିଳିବ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଇତିମଧ୍ୟରେ…

ଖରାପ ସ୍ତରରେ ପହଞ୍ଚିଲା ଓଡ଼ିଶାର ବାୟୁମଣ୍ଡଳ, ୫ଟି ସହର ହୋଇଛି ପ୍ରଦୂଷିତ

ଭୁବନେଶ୍ବର: ଶିଳ୍ପ ହେଉ ବା ଅନ୍ୟ କାରଣ ପାଇଁ ବାୟୁମଣ୍ଡଳ ଧିରେ ଧିରେ ଖରାପ ହେବାରେ ଲାଗିଛି । ଏଥିରୁ ବାଦ୍ ପଡ଼ିନି ଓଡ଼ିଶା । ଦେଶର ୧୨ଟି ସହରର ବାୟୁ ଖରାପ ସ୍ତରରେ ପହଞ୍ଚିଥିବା ବେଳେ ସେଥିମଧ୍ୟରେ ଓଡ଼ିଶାର ୫ଟି ସହର…

ଧୂଆଁରେ ଭରିଗଲା ସ୍ୱିସ୍ ଏୟାରଲାଇନ୍ସର ବିମାନ, ଅଷ୍ଟ୍ରିଆରେ ଏମରଜେନ୍ସି ଲ୍ୟାଣ୍ଡିଂ; କ୍ରୁ ସଦସ୍ୟଙ୍କ ମୃତ୍ୟୁ

ବୁଖାରେଷ୍ଟରୁ ଜୁରିଚକୁ ଯାଉଥିବା ଏକ ସ୍ୱିସ୍ ଏୟାରଲାଇନ୍ସ ବିମାନର ଭିତର ଧୂଆଁ ଭରି ଯାଇଥିଲା । ଏହି କାରଣରୁ ବିମାନ ଅଷ୍ଟ୍ରିଆରେ ଜରୁରୀକାଳୀନ ଅବତରଣ କରିଥିଲା । ଧୂଆଁ ଯୋଗୁଁ ଜଣେ କର୍ମଚାରୀଙ୍କର ମୃତ୍ୟୁ ଘଟିଛି ।…

ସାବଧାନ ! ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ, ଜାଣନ୍ତୁ ଓଡି଼ଶା ଉପରେ ପଡିବ କି ପ୍ରଭାବ?

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆଗାମୀ ତିନି ଦିନି ଦିନରେ ୩ ରୁ ୫ ଡିଗ୍ରୀ ଖସିବ। ଆଜି ରାତିରେ ଫୁଲବାଣୀ ଓ କୋରାପୁଟ ରେ ପାରଦ ସବୁଠୁ କମ୍ ବା ୧୧ ଡିଗ୍ରୀ ରହିବ। ଢେଙ୍କାନାଳ ଓ ରାଉରକେଲାରେ ୧୨…

ଯଦି ଋଣ ନେଇଥିବା ବ୍ୟକ୍ତି ମରିଯାଏ ତେବେ ବ୍ୟାଙ୍କ ଲୋନ କିଏ ସୁଝିବ ? ଜାଣନ୍ତୁ

ଆପଣ କେବେ ଭାବିଛନ୍ତି କି, ଯଦି କ କୌଣସି ବ୍ୟକ୍ତି ବ୍ୟାଙ୍କରୁ ଘର,କାର କିମ୍ବା ଅନ୍ୟ କୌଣସି ଋଣ ନେଇଥାଏ ଏବଂ ଋଣ ଅବଧି ମଧ୍ୟରେ କୌଣସି କାରଣରୁ ସେହି ବ୍ୟକ୍ତି ହଠାତ୍ ମରିଯାଆନ୍ତି, ତେବେ ବ୍ୟାଙ୍କର ଋଣ କିଏ ସୁଝିବ ?…