୩୯ ଡେପୁଟି କଲେକ୍ଟର ଓ ୯୩ ଡେପୁଟି ଏସପି ପଦବୀରେ ନିଯୁକ୍ତି କରିବ UPPSC: ଜାଣନ୍ତୁ କେଉଁଠି ପାଇବେ ବିଜ୍ଞପ୍ତି
ନୂଆଦିଲ୍ଲୀ: ମିଳିତ ରାଜ୍ୟ / ଉପର ଅଧିନସ୍ଥ ସର୍ଭିସେସ୍ ପରୀକ୍ଷା -୨୦୨୨ ପକ୍ଷରୁ ୩୦ ପ୍ରକାରର ପିସିଏସର ୩୮୩ ଟି ଖାଲି ପଦବୀରେ ନିଯୁକ୍ତି ଦିଆଯିବ । ଏଥିପାଇଁ ଇଣ୍ଟରଭ୍ୟୁ ୨୦ ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଛି ।…